ଗଢ ଗ୍ରାମ ଶିଶୁ ବିକାଶ ବିଦ୍ୟା ମନ୍ଦିରରେ ବିଜ୍ଞାନ ମେଳା ଅନୁଷ୍ଠିତ….

ରାଇରଙ୍ଗପୁର(ଉତ୍ତମ ରାମ): ରାଇରଙ୍ଗପୁର ସହରସ୍ତ ଗଢ ଗ୍ରାମରେ ଅବସ୍ଥିତ ଶିଶୁ ବିକାଶ ବିଦ୍ୟା ମନ୍ଦିରରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଦ୍ୟାଳୟ ପ୍ରତିଷ୍ଠାତା ଚିତ୍ତରଂଜନ ମହାନ୍ତ,  ମୁଖ୍ଯ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ତିମିର ରଂଜନ ପଣ୍ଡା ଓ ସମ୍ମାନିତ ଅତିଥି ରୂପେ…
Read More...

ରୋଚକ ହେଉଛି ଧରାକୋଟ ବ୍ଲୋକର ରାଜନୀତି, ଶାସକ ଦଳର ନେତାଙ୍କ ପ୍ରତିରୋଧ ପାଇଁ ମେଳି ବାନ୍ଧିଲେ କଂଗ୍ରେସ କର୍ମୀ….

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଗଞ୍ଜାମ ଜିଲ୍ଲାର ସାନ ଖେମୁଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀ ରେ ରାଜନୈତିକ ସ୍ଥିତି ଦିନକୁ ଦିନ ରୋଚକ ସ୍ଥିତିରେ ପହଞ୍ଚିବାରେ  ଲାଗିଛି । ଏହି ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଦଳର ବିଧାୟକ ରମେଶ ଚନ୍ଦ୍ର ଜେନା ପ୍ରତିନିଧିତ୍ଵ କରୁଥିବା ବେଳେ ଉଭୟ ଧରାକୋଟ…
Read More...

ସଦର ଥାନା ବାଲିଯୋରି ଶିଶୁ ସେବା ଆଶ୍ରମ ନିକଟ ଧାନ ବିଲରେ ଜଣଙ୍କ ମୃତ ଦେହ ଠାବ, ହତ୍ୟା ସନ୍ଦେହ…..

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଆଜି ପୂର୍ବାହ୍ନ 10ଟା ସମୟରେ ଲୋକ ଲୋଚନକୁ ଆସିଥିଲା ଏହି ଘଟଣା । ବିରେନ୍ଦ୍ର ମାଝି ନାମକ ଜଣେ ଟ୍ରାକ୍ଟର ଡ୍ରାଇଭରଙ୍କ ଶବ ଧାନ ବିଲରେ ଚିହ୍ନଟ ହୋଇଥିଲା । ଘଟଣା ପ୍ରଚାର ହେବା ମାତ୍ରେ ସଦର ପୁଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ…
Read More...

ଦୁଇଟି ସ୍କୁଟି ମୁହାଁମୁହିଁ ଧକା, ପାଞ୍ଚ ଜଣ ଗୁରୁତର ଆହତ…

ବାଲିଗୁଡା(ସିବନ୍ତ ଦିଗାଲ): ଦୁଇ ସ୍କୁଟି ମୁହାଁମୁହିଁ ଧକ୍କାରେ ପାଞ୍ଚ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବୁଢ଼ା ନଈ ନିକଟରେ ଏଭଳି ଘଟଣା ଘଟିଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ୫୯ ନଂ ଜାତୀୟ ରାଜପଥର ପରମପାଙ୍ଗା…
Read More...

କଳିଙ୍ଗ ମହାବିଦ୍ୟାଳୟରେ ବିଶ୍ଵ ଏଡ଼ସ ଦିବସ ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦାୟଗିରି ସ୍ଥିତ କଳିଙ୍ଗ ମହାବିଦ୍ୟାଳୟରେ ରେଡ ରିବନ୍ କ୍ଲବ୍ ଓ ଜାତୀୟ ସେବା ଯୋଜନାର ସୌଜନ୍ୟରୁ ବିଶ୍ଵ ଏଡ଼ସ ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ରୀ ସୁଧାଂଶୁ ଶେଖର ମେହେରଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ରେଡ…
Read More...

ବିଶ୍ୱ ଏଡ଼ସ୍ ଦିବସ ପାଳିତ, ଜିଲ୍ଲାକୁ ଏଡ଼ସ ରୋଗକୁ ରୋକିବା ପାଇଁ ଜୁନିୟର ରେଡକ୍ରସର ପ୍ରୟାସ…

ରାଇରଙ୍ଗପୁର(ଉତ୍ତମ ରାମ): ବିଶ୍ୱ ଏଡ଼ସ ଦିବସ ରାଇରଙ୍ଗପୁର ମହତାବ ଭବନରେ ମୟୁରଭଞ୍ଜ ଜିଲ୍ଲା ଜୁନିୟର ରେଡ଼କ୍ରସ ଅଧିକାରୀ ସ୍ମୃତି ରଞ୍ଜନ ପାଣିଙ୍କ ଅଧକ୍ଷତାରେ ଜିଲ୍ଲା ସ୍ତରୀୟ ବିଶ୍ୱ ଏଡ୍ସ ଦିବସ ପାଳିତ ହୋଇଯାଇଛି l ରାଜ୍ୟରେ ପ୍ରାୟତଃ ଏଚଆଇଭି ଏଡ଼ସ ରୋଗୀଙ୍କ ସଂଖ୍ୟା ୬୪ ହଜାରରୁ ଉର୍ଦ୍ଧ…
Read More...

ଲୋଚନ ସରକାରୀ ଉଚ୍ଚ ବିଦ୍ୟାଳୟ ଦର୍ଲିପାଲିରେ ବିଶ୍ୱ ଏଡ୍ସ ଦିବସ ଅନୁଷ୍ଠିତ…

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ରବିବାର ଲୋଚନ ସରକାରୀ ଉଚ୍ଚ ବିଦ୍ୟାଳୟ ଦର୍ଲିପାଲିରେ ପ୍ରଧାନ ଶିକ୍ଷକଙ୍କ ଅଧ୍ୟକ୍ଷତାରେ ଜୁନିଅର ରେଡକ୍ରସ୍ ବିଭାଗ ତରଫରୁ ବିଶ୍ଵ ଏଡସ୍ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଦର୍ଲିପାଲି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ମାନସ ତ୍ରିପାଠୀ…
Read More...

ଷଡ଼ଙ୍ଗୀ ପେଟ୍ରୋଲ ପମ୍ପ ନିକଟ ବିଜାପଡ଼ା ଛକରେ ଦୁର୍ଘଟଣା, ଜଣେ ମହିଳା ମୃତ, ଜଣେ ପୁରୁଷ ଗୁରୁତର…

ସୁନ୍ଦରଗଡ(ଦେବେନ୍ଦ୍ର କୁମାର ଭିତ୍ରୀଆ): ଆଜି ଡିସେମ୍ବର 1 ତାରିଖ ରବିବାର ଅପରାହ୍ନ ବେଳେ ସୁନ୍ଦରଗଡ ବାଇପାସ (ରାଜ୍ୟ ରାଜପଥ 10) ଷଡ଼ଙ୍ଗୀ ପେଟ୍ରୋଲ ପମ୍ପ ନିକଟ ବିଜାପଡ଼ା ଛକରେ ଘଟିଛି ଏହି ଦୁର୍ଘଟଣା । କୋଇଲା ବୋଝେଇ ଟ୍ରଲର ଯାତ୍ରୀବାହି ଟେମ୍ପୋକୁ ଧକ୍କା ଦେବା ଫଳରେ ଦୁର୍ଘଟଣାରେ ଜଣେ…
Read More...

ରାଣୀକିଆରୀରେ ହାତୀପଲ ଆତଙ୍କ: ଭାଙ୍ଗିଲେ ସାତ ଘର୍ ଓ ମନ୍ଦିର, ବ୍ୟାପକ କ୍ଷୟକ୍ଷତି…

ଭଞ୍ଜନଗର(ନିଲୁ ବିଷୋୟୀ): ଉତ୍ତର ଘୁମୁସର ବନଖଣ୍ଡ ଗାଲେରୀ ରେଞ୍ଜ ରାଣୀକିଆରୀ ନିକଟସ୍ଥ ନୂଆପଲ୍ଲୀ ଗ୍ରାମରେ ଉପଦ୍ରବ ଖେଳାଇଛନ୍ତି ୨୬ଟିକିଆ ହାତୀପଲ । ଗତକିଛି ଦିନ ହେଲା ସନ୍ଧ୍ୟା ହେବା କ୍ଷଣି ନିକଟସ୍ଥ ଜଙ୍ଗଲରୁ ବାହାରି ଜନବସତି ମୁହାଁ ହେଉଛନ୍ତି । ବର୍ତ୍ତମାନ ଧାନ ଫସଲ ଅମଳ ବେଳ…
Read More...

ଦାରିଙ୍ଗବାଡି ଇକୋ ରିଟ୍ରିଟର ଶୁଭାରମ୍ଭ, କାର୍ଯ୍ଯକ୍ରମକୁ ଦ୍ଵିଗୁଣିତ କଲା କୁହୁଡ଼ି ସାଙ୍ଗକୁ କୋହଲା ପାଗ….

ଦାରିଙ୍ଗବାଡି(ଆଶୋକ ସିଂ): ଓଡ଼ିଶାର କଶ୍ମୀର ନାମରେ ପରିଚିତ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭର ପୁର କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକରେ ରବିବାର ଦିନ ରାଜ୍ଯ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଚତୁର୍ଥ ପର୍ଯ୍ୟାୟ ଇକୋ ରିଟ୍ରିଟ୍ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇ ଯାଇଛି । ଏହି ଅବସରରେ…
Read More...