Browsing Category

ଖେଳ

ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଓ ଗୁରୁକୂଳ ଇଣ୍ଟର ନ୍ୟାସନାଲ ପବ୍ଲିକ ସ୍କୁଲ ଠାରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ଏକ ମଶାଲ ଶୋଭାଯାତ୍ରାରେ ଖେଳ ପଡିଆକୁ ପହଞ୍ଚିଥିଲେ ଛାତ୍ରଛାତ୍ରୀ । ସେଠାରେ ଏ ସି ଏଫ୍…
Read More...

ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୁହ ଦୌଡ଼କୁଡ଼ ପ୍ରତିଯୋଗିତାରେ ସୁନ୍ଦରଗଡ ଜିଲ୍ଲାର ବାଜିମାତ…..

ସୁନ୍ଦରଗଡ(ଦେବେନ୍ଦ୍ର କୁମାର ଭିତ୍ରିଆ): କେନ୍ଦୁଝର ଜିଲ୍ଳା ସଦର ବ୍ଲକ ଶଙ୍କରପୁର ସ୍ଥିତ ଧରଣୀଧର ସ୍ପୋର୍ଟସ କମ୍ପ୍ଲେକ୍ସରେ ଓ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସଙ୍ଗଠନ ଓ ଜିଲ୍ଲା ବିଦ୍ୟାଳୟ କ୍ରୀଡ଼ା ସଂଗଠନ କେନ୍ଦୁଝର ଦ୍ଵାରା ଆୟୋଜିତ ୬୮ ତମ ଓଡ଼ିଶା ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୁହ ଦୌଡ଼କୁଡ଼…
Read More...

୨୨ତମ ରାଜ୍ଯ ସ୍ତରୀୟ ସବ ଜୁନିଅର ବାଳକ ବାଳିକା ସିପକ୍ ଟାକ୍ରୋ ପ୍ରତିଯୋଗିତା…

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଶନିବାର ଅପରାହ୍ନ ୪ ଟା ସମୟରେ ୨୨ତମ ରାଜ୍ଯ ସ୍ତରୀୟ ସବ ଜୁନିଅର ବାଳକ ବାଳିକା ସିପକ୍ ଟାକ୍ରୋ ପ୍ରତିଯୋଗିତl ଉଦଘାଟନ ହୋଇ ଯାଇଛି l  ଭବାନୀ ଭବନ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ  ୯ ଓ ୧୦ ତାରିଖ ଦୁଇ ଦିନ ଧରି ଏହି ଖେଳ ଚlଳିବ l ମୁଖ୍ୟ ଅତିଥି ଭାବେ…
Read More...

ସେବତୀବାହାଲ ଗୋପବନ୍ଧୁ ଫୁଟବଲ ପଡ଼ିଆରେ ତ୍ରିଦିବସୀୟ ଫୁଟବଲ ଟୁର୍ଣାମେଣ୍ଟ ଉଦ୍ଘାଟିତ….

ସୁନ୍ଦରଗଡ(ଦେବେନ୍ଦ୍ର କୁମାର ଭିତ୍ରିଆ): ଆଜି ନଭେମ୍ବର 8 ତାରିଖ ଶୁକ୍ରବାର ଦିନ 10: 45 ମିନିଟ ସମୟରେ ସେବତୀ ବାହାଲ ଗୋପବନ୍ଧୁ ଫୁଟବଲ ପଡ଼ିଆରେ ତ୍ରିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଘାଟିତ ହୋଇ ଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ପରିବହନ ଅଧିକାରୀ,…
Read More...

ଗୋଲାମୁଣ୍ଡା ଗ୍ରାମାଞ୍ଚଳ କ୍ରିକେଟ ଉଦଯାପିତ….

ଗୋଲାମୁଣ୍ଡା(ଅଶ୍ୱିନୀ ମଲ୍ଲିକ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାର ଯୁବକମାନଙ୍କ ଉଦ୍ୟମରେ ଶିବାଜୀ ଷ୍ଟାଡିୟମରେ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜିତ ହୋଇଥିଲା l ଏହି ଟୁର୍ନାମେଣ୍ଟରେ ମୋଟ ୮ ଗୋଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଗତ କାଲି ଉଦଯାପିତ ହୋଇ ଯାଇଛି l ଫାଇନାଲ ମ୍ୟାଚ…
Read More...

ସୁନ୍ଦରଗଡ ଜିଲ୍ଲା ସିନିଅର ସିପକ ଟାକ୍ରୋ ଦଳର ପୁରୀ ଯାତ୍ରା.…

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ସୁନ୍ଦରଗଡ ଜିଲ୍ଲା ସିନିଅର ସିପକ ଟାକ୍ରୋ ଦଳ ଟ୍ରେନ ଯୋଗେ ପୁରୀ ଯାତ୍ରା କରିଛନ୍ତି l ନଭେମ୍ବର ୨ ଓ ୩ ତାରିଖ ଦୁଇ ଦିନ ଧରି ପୁରୀ ତାଳବଣିଆ ଷ୍ଟାଡିୟମରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ସିନିଅର ସିପକ ଟାକ୍ରୋ ଖେଳରେ ଭାଗ ନେବେ l ମହିଳା ଦଳରେ…
Read More...

ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ଭାରୋତ୍ତଳନ ପ୍ରତି ଯୋଗିତାରେ ଯୋଗ ଦେବେ କନ୍ଧମାଳର ୭ ଜଣ ଛାତ୍ର…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବିଦ୍ୟାଳୟ କ୍ରୀଡ଼ା ସଂଗଠନ ବ୍ଲକ ବିଦ୍ୟାଳୟ କ୍ରୀଡ଼ା ସଂଗଠନ, ଫୁଲବାଣୀ ଓ ହବାକ୍ ଉଚ୍ଚ ବିଦ୍ୟାଳୟ ଆନୁକୁଲ୍ୟରେ କ୍ରୀଡ଼ା ଆୟୋଜନ ସଂଗଠନ ସମ୍ପାଦକ ବିଜୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ କନ୍ଧମାଳ ଜିଲ୍ଲା…
Read More...

ଜିଲ୍ଳା ସ୍ତରୀୟ ସିପକ ଟାକ୍ରୋ ଚୟନ ପ୍ରତିଯୋଗିତା ଅନୁଷ୍ଠିତ…..

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଶନିବାର ସକାଳ ୮ ସମୟରୁ ସୁନ୍ଦରଗଡ ଜିଲ୍ଳା ସ୍ତରୀୟ ସିପକ ଟାକ୍ରୋ ଚୟନ ପ୍ରତିଯୋଗିତା ଯୋଗୀମାଲ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ଯୋଗୀମାଲ ସରପଞ୍ଚ ସୌଦାମିନୀ ଭୋଇ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜେ ବି ଏନ୍ ଏମ…
Read More...

କ୍ରୀଡା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଓଡ଼ିଶା କ୍ରୀଡାନୀତି କର୍ମଶାଳା ଅନୁଷ୍ଠିତ…..

ରାଜ୍ୟରେ କ୍ରୀଡାର ବିକାଶ ପାଇଁ କ୍ରୀଡାନୀତି ପ୍ରସ୍ତୁତ ହେବାର ଆବଶ୍ୟକତା ରହିଛି : କ୍ରୀଡାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଜିଲ୍ଲାରୁ ବ୍ଲକସ୍ତର ପର୍ଯ୍ୟନ୍ତ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ କରିବା l ତୃଣମୂଳ ସ୍ତରରେ କ୍ରୀଡ଼ାବିତ୍‌ ମାନଙ୍କର ସାମଗ୍ରିକ ବିକାଶ କରିବା ହିଁ ଆମର…
Read More...

ଟାଟା ଷ୍ଟିଲ ଫାଉଡେସନ ତରଫରୁ କାତି ପ୍ରିମିୟର ଲିଗ ଫାଇନାଲ ମ୍ଯାଚ୍ ୨୦୨୪ ଅନୁଷ୍ଠିତ…..

ରାଇରଙ୍ଗପୁର(ଉତ୍ତମ ରାମ): ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାର ଅନନ୍ଯ ଖେଳ କାତି l ଏହି ପାରମ୍ପାରିକ ଖେଳ ଦ୍ବାରା ଆଦିବାସୀ ସଂପ୍ରଦାୟ ବେଶ ସୁନାମ ଅର୍ଜନ କରିବା ସହିତ ଦେଶ ବିଦେଶରେ ନାଁ ଅର୍ଜନ  କରିଛନ୍ତି l ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ  ଅଧିନସ୍ତ ରାଇରଙ୍ଗପୁର ସହର  ନିକଟସ୍ତ…
Read More...