Browsing Category
ଲାଇଫ୍ ଷ୍ଟାଇଲ୍
ବ୍ଲକ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ…..
ରାୟଗଡା(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ମହକୁମା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ପକ୍ଷରୁ ବ୍ଲକ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଶନିବାର ଅନୁଷ୍ଠିତ ହୋଇଯାଇଛି l ଏଥିରେ ଏବିଇଓ ଏସ ପାପାରାଓ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ…
Read More...
Read More...
ବୟସ୍କଙ୍କ ପାଇଁ ଆଜି ଠୁଁ ଆରମ୍ଭ ହେଲେ ଯକ୍ଷ୍ମା ଟୀକାକରଣ, ଟୀକା ନେଲେ ବୟସ୍କ….
କୋକସରା(ତ୍ରିଲୋକ୍ୟ ବେଶ୍ରା): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଠାରୁ ଦେଶର ବୟସ୍କ ବ୍ୟକ୍ତିଙ୍କ ପାଇଁ ପ୍ରଥମ ପର୍ଯ୍ୟାୟରେ ଯକ୍ଷ୍ମା ନିରାକରଣ ପାଇଁ ଟୀକାକରଣ ବ୍ୟବସ୍ଥା ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃହ ଠାରେ ସିଏଚସି…
Read More...
Read More...
ଗୁମ୍ମା ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ୨୦୨୪ ଅନୁଷ୍ଠିତ……
ଗୁମ୍ମା(ନିରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ୨୦୨୪ ଅନୁଷ୍ଠିତ ହୋଇଯାଇଛି । ଗୁମ୍ମା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ ।…
Read More...
Read More...
ରାମଗିରିରେ ମାଁ କୁରେଇଶୁଣୀଙ୍କ ପ୍ରସିଦ୍ଧ ବାଲିଯାତ୍ରା ଅନୁଷ୍ଠିତ….
ରା.ଉଦୟଗିରି( ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ରାମଗିରି ଠାରେ ଅବସ୍ଥିତ ପ୍ରସିଦ୍ଧ ମାଁ କୁରେଇଶୁଣୀଙ୍କର ବାଲିଯାତ୍ରା ଆରମ୍ଭ ହୋଇଯାଇଛି l ଏହି ଯାତ୍ରା ବାରଦିନ ଧରି ହେବାକୁ ଥିବା ବେଳେ ଆଜି ପଞ୍ଚମ ଦିନରେ ପହଞ୍ଚିଛି । ଅଶ୍ବୀନ କୃଷ୍ଣପକ୍ଷ ତୃତୀୟାରୁ ତଥା ଗତ…
Read More...
Read More...
ଜୟବାହାଲ ଉଚ୍ଚ ବିଦ୍ୟାଳୟ ରେ ଶିଶୁମହୋତ୍ସବ ସୁରଭି ଅନୁଷ୍ଠିତ….
ନୂଆପଡ଼ା(ବିରବଲ ପ୍ରଧାନ): ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ରୋକାଲ ଗ୍ରାମ ପଂଚାୟତ ସ୍ଥିତ ଜୟବାହାଲ ଉଚ୍ଚ ବିଦ୍ୟାଳୟ ଠାରେ ସୁରଭି ୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଉଦଘାଟନି ଉତ୍ସବରେ ଠାକୁର ବାଗ ସରପଞ୍ଚ ରୋକାଲ ଗ୍ରାମପଞ୍ଚାୟତ ମୁଖ୍ୟ ଅତିଥି ରୂପେ ଅଳଙ୍କୃତ ହୋଇ ଏହି…
Read More...
Read More...
ବିଶ୍ବଶାନ୍ତି ମହାଯଜ୍ଞ ନିମନ୍ତେ ପ୍ରସ୍ତୁତି ବୈଠକ, ଅକ୍ଟୋବର ୨୩ରେ ଶୁଭଖୁଣ୍ଟି ସ୍ଥାପନ…..
ଭଞ୍ଜନଗର(ନିଲୁ ବିଷୋୟୀ): ବିଶ୍ବର ମଙ୍ଗଳ ଏବଂ ଜଳବାୟୁ ସନ୍ତୁଳନ ରକ୍ଷା କରିବା ଉଦ୍ଦେଶ୍ୟରେ ଭଞ୍ଜଗରରେ ବିଶ୍ବଶାନ୍ତି ମହାଯଜ୍ଞ ହେବ । ମହାଆଡମ୍ବର ସହକାରେ ଆସନ୍ତା ନଭେମ୍ବର ୨୨ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଭଞ୍ଜନଗରରେ ଏକ ବିଶାଳ ବିଶ୍ୱଶାନ୍ତି ମହାଯଜ୍ଞ ସ୍ଥାନୀୟ ନିୟନ୍ତ୍ରିତ ବଜାର…
Read More...
Read More...
ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ସ୍ୱଚ୍ଛତା ଅଭିଯାନ….
ଦାରିଙ୍ଗବାଡି(ଆଶୋକ ସିଂ)ତା: ୨୭/୦୯ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧୀନ ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ବନାଞ୍ଚଳ ଅଧିକାରୀ ହରିହର ବେହେରାଙ୍କ ଆହ୍ବାନ କ୍ରମେ ସମସ୍ତ କର୍ମଚାରୀ ଉପସ୍ଥିତ ରହି ବନବିଭାଗ କାର୍ଯ୍ୟାଳୟର ବାହାର ଓ…
Read More...
Read More...
ମନମୁଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟକର୍ମୀଙ୍କ ଧାରଣା…..
ବୌଦ୍ଧ(ଆବୁବକ୍କର ସିଦ୍ଧିକ): ଗତ ୨ଦିନ ହେଲାରେ ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମୀମାନେ ୧୦ ଦଫା ଦାବି ନେଇ ଧାରଣା ଦେଇଛନ୍ତି I ସେ ଗୁଡିକ ହେଲା ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସରମାନଙ୍କର ୬ ବର୍ଷର ଚୁକ୍ତିଭିତିକ କାର୍ଯ୍ୟକାଳ ସମୟ ସୀମାକୁ…
Read More...
Read More...
ପେସା ଆକ୍ଟ ଓ ରୁଲ୍ସକୁ ନେଇ ଜନ ସଚେତନତା ପାଇଁ ଦାବୀ…
ରାଇରଙ୍ଗପୁର(ଉତ୍ତମ ରାମ): ଆଦିବାସୀ ସମାଜ-ଶିକ୍ଷା ଏବଂ ସଂସ୍କୃତି ସଂଘ ଯାମଦା ଓଡିଶା ସରକାରଙ୍କର ପେସା ଏକ୍ଟ ୧୯୯୬ ଏବଂ ଲାଗୁ ହେବାକୁ ଯାଉଥିବା ପେସା ରୁଲ୍ସ ୨୦୨୩କୁ ବ୍ୟାପକ ପ୍ରଚାର ପ୍ରସାର କରିବା ପାଇଁ ଯାମଦା ବ୍ଲକ ଅଧିନରେ ଥିବା ୭୮ ଗୋଟି ଗ୍ରାମରେ କାର୍ଯ୍ୟରତ ଗ୍ରାମମୂଖ୍ୟ ଯଥା…
Read More...
Read More...
ଜିଲ୍ଲା ସ୍ତରୀୟ ଯକ୍ଷ୍ମା ପ୍ରତିଷେଧକ ଟିକାକରଣ ଶୁଭାରମ୍ଭ…
ଭବାନୀପାଟଣା(ତୁଳମଣି ନାଗ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, କଲେଜ ଛକ ଠାରେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ(ସାଧାରଣ)ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ବୟସ୍କଙ୍କ ବିସିଜି ଟିକାକରଣ ଅଭିଯାନର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...
Read More...