Browsing Category

ଅପରାଧ

ପାଞ୍ଚ ଜଣ ଜୁଆଡି ଗିରଫ, ୪ଟି ମୋବାଇଲ ସମେତ ୪୪୦୦୦ଟଙ୍କା ଜବତ…….

ଅନୁସନ୍ଧାନ ଭାରତ(ବ୍ୟୁର): ବ୍ରହ୍ମପୁର ମହାନଗର ବଡ ବଜ଼ାର ପୁଲିସକୁ ମିଳିଛି ବଡ ସଫଳତା l ବଡବଜ଼ାର ଠାରେ ଏକ ଘର ଭିତରେ ଜୁଆ ଖେଳ ଚାଲିଥବା ସମୟରେ କୌଣସି ସୂତ୍ରରୁ ଖବର ପାଇ ବଡବଜ଼ାର ପୁଲିସ ପହଂଚି ପାଞ୍ଚ ଜଣ ଜୁଆଡିଙ୍କୁ କାବୁ କରି ଗିରଫ କରିଛି l ସେମାନଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଗିରଫ…
Read More...

ଭଞ୍ଜନଗର କୋର୍ଟରେ ଆୟୁର୍ବେଦ ଚିକିତ୍ସା ଶିବିର ଅନୁଷ୍ଠିତ……..

ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟ ସ୍ତରୀୟ ସାମାଜିକ ଆନ୍ଦୋଳନରେ ବଳିଷ୍ଠ ଯୋଗଦାନ କରିଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ "ପ୍ରତ୍ୟୁଷ" ଓ ଭଞ୍ଜନଗର ଓକିଲ ସଂଘର ମିଳିତ ଆନୁକୂଲ୍ୟରେ କୋର୍ଟ ପରିସରରେ ଶୁକ୍ରବାର ଦୁଇ ଦିନିଆ ଆୟୁର୍ବେଦ ଚିକିତ୍ସା ସଚେତନତା ଓ ସହାୟତା ଶିବିର ଅନୁଷ୍ଠିତ ହୋଇଯାଇଛି ।…
Read More...

ବାଇକ ପୋଡ଼ିଲେ ଦୁର୍ବୁତ୍ତ, ଅଭୁଯୋଗ ପରେ ତଦନ୍ତ ଆରମ୍ଭ କଲା ପୁଲିସ……

ଅନୁସନ୍ଧାନ ଭାରତ(ବ୍ୟୁର) : ଭଞ୍ଜନଗର ଥାନା ଅଧିନସ୍ଥ ଲଣ୍ଡେଇ ସାହି ୟୁନିଟ-୪ରେ ରହୁଥିବା ରାଜୀବ ବ୍ରହ୍ମା ଗତ ୫ମାସ ପୂର୍ବେ କିଣିଥିବା ହୋଣ୍ଡା ବାଇକ ନଂ ଓଡ଼ି ୩୨-ଜି ୯୧୧୭ଟିକୁ ଘର ଆଗରେ ରଖିଥିଲେ । ହେଲେ ମଧ୍ୟରାତ୍ରୀରେ କେହି ଦୁର୍ବୁତ୍ତ ଆସି ବାଇକ ଟିକୁ ନିଆଁ ଲଗେଇ ଦେଇଥିଲେ । ଭୋର…
Read More...

ଦୋଷ ନ ଥାଇ ନିନ୍ଦା ଶୁଣୁଛି- ପ୍ରଧାନ ଶିକ୍ଷତ୍ରୀ (ସlରଙ୍ଗଡ଼ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ)

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ସlରଙ୍ଗଡ଼ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଖାଦ୍ୟ ଅନିୟମିତତାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା l ଏହାର ସତ୍ୟତା ସତ୍ୟତା ଜାଣିବା ପାଇଁ ଗଣମାଧ୍ୟମ ପ୍ରତିନିଧି ଗ୍ରାଉନୁ ଜ଼ିରୋକୁ ଯାଇ ଖବର ସଂଗ୍ରହ…
Read More...

ମା ପାଟଖଣ୍ଡା ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ ତହସିଲ କାର୍ଯ୍ୟାଳୟ ଘେରାଉ……

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ମା' ପାଟ୍ଟଖଣ୍ଡା ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ ତହସିଲ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଟ୍ରାକ୍ଟର ମାଲିକ ହେଉ କି ଡ୍ରାଇଭର ସମସ୍ତଙ୍କୁ ଅତିରିକ୍ତ ତହସିଲଦାର ଦେବେନ୍ଦ୍ର ତ୍ରିପାଠୀ ଦୁର୍ବ୍ୟହାରର କରୁଥିବାସହ ମନଇଚ୍ଛା ଫାଇନ୍…
Read More...

ପ୍ରଧାନ ଶିକ୍ଷୟତ୍ରୀଙ୍କ ମନମୁଖୀ କାଯ୍ୟ କଳାପରେ ଅତିଷ୍ଠ ହୋଇ ସ୍କୁଲ ଗେଟରେ ତାଲା ପକାଇଲେ ଅଭିଭାବକ……..

ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ବ୍ଳକ୍ ମୁଦୁଲିପଲ୍ଲୀ ପଞ୍ଚାୟତର ଭାଲିଆଖାଇ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବ୍ୟବସ୍ଥା ନେଇ ଗୁରୁବାର ମୁଖ୍ୟ ଫାଟକରେ ତାଲା ପକାଇଥିଲେ ଅଭିଭାବକ । ସ୍କୁଲରେ ପିଲାମାନଙ୍କୁ ନିମ୍ନ ମାନର ମଧ୍ୟାହ୍ନ ଭୋଜନ ଦିଆଯିବା ସହ କୋଭିଡ ସମୟର ମଧ୍ୟାହ୍ନ…
Read More...

ବେଲପଡ଼ା ଗଣହତ୍ୟା ମାମଲାର ରାୟ: ପତ୍ନୀ, ପୁଅ ଓ ଝିଅ ହତ୍ୟାକାରୀକୁ ଆଜୀବନ ଜେଲ୍……

ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ବୁଧବାର ୧୦ ବର୍ଷ ପୁରୁଣା ଏକ ଗଣହତ୍ୟା ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି । ୨୦୧୨ ମସିହା ସୋରଡ଼ା ବ୍ଲକ୍ ଓ ବଡ଼ଗଡ଼ ଥାନା ଅଧୀନ ବେଲପଡ଼ା ଗ୍ରାମରେ ପତ୍ନୀ ଓ ଦୁଇ ପୁଅଝିଅକୁ ନିର୍ମମ ଭାବେ…
Read More...

ଭାରସାମ୍ୟ ହରାଇ ଓଲଟିଲା ଅଟୋ, ସାତ ଆହତ ତିନି ଗୁରୁତର….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ମିଡ଼ିଆକିଆ ଗଡ଼ାମାହା ଘାଟିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି I ଏକ ଯାତ୍ରୀବାହୀ ଅଟୋ ଭାରସାମ୍ୟ ହରାଇ ଓଲଟି ଥିବା ସୂଚନା ମିଳିଛି I ଏହି ଦୁର୍ଘଟଣାରେ ଡ୍ରାଇଭର ସମେତ ସାତ ଜଣ ଆହତ ହୋଇଥିବା ବେଳେ ତିନି ଜଣ ଗୁରୁତର ଆହତ…
Read More...

ପାରଳାଖେମୁଣ୍ଡି ଜିଲ୍ଲା କୋର୍ଟ ପରିସରରେ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତିଙ୍କ ଦ୍ଵାରା ଭର୍ଚୁଆଲ ମୋଡରେ ପେପର ଲେସ…

ଅନୁସନ୍ଧାନ ଭାରତ(ବ୍ୟୁର): ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟ ପରିସରରେ ଶନିବାର ପେପର ଲେସ କୋର୍ଟ ତଥା କାଗଜ ବିହୀନ ଅଦାଲତ, ସୁପ୍ରିମକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତଙ୍କ ଦ୍ଵାରା ଭର୍ଚୁଆଲ ମୋଡରେ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ…
Read More...

ଚାଳକ ଦିବସ ପାଳିଲେ ଗୁଣପୁର ମୋଟର ଚାଳକ ସଙ୍ଘ…..

ଅନୁସନ୍ଧାନ ଭାରତ(ବ୍ୟୁର): ଚାଳକ ଦିବସ ଅବସରରେ ଓଡିଶା ମୋଟର ଚାଳକ ସଂଘ ଗୁଣପୁର ଶାଖା ମୋଟର ଚାଳକ ସଂଘ ତରଫରୁ ଗୁଣପୁରର କଲେଜ ଠାରୁ ଏକ ପଦଯାତ୍ରାରେ ବାହାରି ବାଇପାସ୍ ନିକଟସ୍ଥ ନାଗଭୂଷଣ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ନୂତନ ବସଷ୍ଟାଣ୍ଡ ଥିବା ବିଜୁ ପଟ୍ଟନାୟକଙ୍କ…
Read More...