ଦୋଷ ନ ଥାଇ ନିନ୍ଦା ଶୁଣୁଛି- ପ୍ରଧାନ ଶିକ୍ଷତ୍ରୀ (ସlରଙ୍ଗଡ଼ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ)

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ସlରଙ୍ଗଡ଼ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଖାଦ୍ୟ ଅନିୟମିତତାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା l ଏହାର ସତ୍ୟତା ସତ୍ୟତା ଜାଣିବା ପାଇଁ ଗଣମାଧ୍ୟମ ପ୍ରତିନିଧି ଗ୍ରାଉନୁ ଜ଼ିରୋକୁ ଯାଇ ଖବର ସଂଗ୍ରହ କରି ଥିଲେ l କିଛି ଛାତ୍ରୀମାନେ ବାନ୍ତି କରିବା ସମ୍ପୂର୍ଣଭିତ୍ତିହିନ୍ନ ଅଟେ ବୋଲି ପ୍ରଧାନ ଶିକ୍ଷତ୍ରୀ କହିଛନ୍ତି l ଖବର ପାଇ ଅଭିଭାବକ ଛାତ୍ରଛାତ୍ରୀ, ସ୍କୁଲ ସଭାପତି ଏବଂ ସାଙ୍ଗଗଡ଼ ଗ୍ରାମ ପଞ୍ଚାୟତ ସରପଞ୍ଚ, ବରୁଣ କହଁର ପହଞ୍ଚି ସମସ୍ତ ବିଷୟ ଅନୁଧ୍ୟାନ କରି ଥିଲେ l ଏହି ଅଭିଯୋଗ ସମ୍ପୁର୍ଣ ଭିତିହିଁନ ବୋଲି ସରପଂଚ, ରୋସେୟା, ଛାତ୍ରଛାତ୍ରୀ ଓ ବିଦ୍ୟାଳୟ କର୍ମଚାରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି l