ଆସ୍କା ବିଜ୍ଞାପିତ ଅଂଚଳ ପରିଷଦରେ ଏନଏସି ଅଧକ୍ଷାଙ୍କ ଅଧକ୍ଷତାରେ ତୃତୀୟ କାଉନସିଲ ଅନୁଷ୍ଠିତ……..

ଅନୁସନ୍ଧାନ ଭାରତ(ବ୍ୟୁର): ଆସ୍କା ବିଜ୍ଞାପିତ ଅଂଚଳ ପରିଷଦରେ ଏନଏସି ଅଧକ୍ଷା ଶ୍ରୀମତୀ ବିନେତା ସ୍ୱାଇଁଙ୍କ ଅଧକ୍ଷତାରେ ତୃତୀୟ କାଉନସିଲ ବୈଠକ ଓ ବଡାଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l

csp

ଉକ୍ତ ବୈଠକରେ ଆସ୍କା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ୱାଇଁ, ଏନଏସି ଅଧକ୍ଷା ଶ୍ରୀମତୀ ବିନେତା ସ୍ୱାଇଁ, ଆସ୍କା ସାଂସଦ ପ୍ରତିନିଧି ଶ୍ରୀ ସତ୍ୟ ନାରାୟଣ ସ୍ୱାଇଁ ସମସ୍ତ କାଉନସିଲର ଉପସ୍ଥିତ ରହିବା ସହ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ l