Browsing Category

ଅପରାଧ

କାର ଧକ୍କାରେ ବାଇକ ଚାଳକ ଗୁରୁତର……

ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ନିକଟସ୍ଥ ନୂଆଗାଁ ବ୍ରିଜ ନିକଟରେ କାର ଧକ୍କାରେ ବାଇକ ଚାଳକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ପୋଚାଲୁଣ୍ଡି ଗ୍ରାମର ଶିବରାମ ନାୟକ (୨୩) । ସୂଚନା ପ୍ରକାରେ, ବୁଧବାର ସକାଳ ସମୟରେ ଶିବରାମ ଓ ତାର ସାଙ୍ଗ ନୂଆଗାଁ ଅଭିମୁଖେ ଆସୁଥିବା ବେଳେ…
Read More...

ଲାଞ୍ଜିଗଡ଼ ଥାନା ଛତ୍ରପୁର ଗ୍ରାମପଞ୍ଚାୟତର ନଙ୍ଗଳବେଡ଼ାରେ ବୃଦ୍ଧଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ……

ଅନୁସନ୍ଧାନ ଭାରତ(ବ୍ୟୁର): ଲାଞ୍ଜିଗଡ଼ ଥାନା ଛତ୍ରପୁର ଗ୍ରାମପଞ୍ଚାୟତ ନଙ୍ଗଳବେଡ଼ା ଗାଁରେ ଜଣେ ବୃଦ୍ଧଙ୍କୁ ନିର୍ମମ ଭାବେ ହତ୍ୟା କରିବା ଅଭିଯୋଗରେ ତାଙ୍କ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୁଲିସ l ଘଟଣା ଅନୁସାରେ, ନଙ୍ଗଳବେଡ଼ା ଗାଁର ଦଦଲା ମାଝୀ(୭୦) ନାମକ ଜଣେ ବୃଦ୍ଧ ଗାଁର…
Read More...

ରାଙ୍ଗାପାରୁ ଆବାସିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଓ ମୃତ୍ୟୁ ଘଟଣା, ଜିଲ୍ଲା ପ୍ରଶାସନ ପକ୍ଷରୁ ୫୦ ହଜାର…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଳକ ଅନ୍ତର୍ଗତ ବେଲଘର ରାଙ୍ଗାପାରୁ ଆବାସିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣା ପରେ ଗତ ସେପ୍ଟେମ୍ବର ୩୦ ତାରିଖରେ ପ୍ରଶାସନ ତରଫରୁ ଘୁ.ଉଦୟଗିରି ଶ୍ରୀରାମପଦା ସ୍ଥିତ ସୁଭଦ୍ରା ମହତାବ ସେବା ସଦନ ଠାରେ ନାବାଳିକାକୁ…
Read More...

ହାତୀ ଆକ୍ରମଣରେ ଯୁବ ଚାଷୀଙ୍କ ମୃତ୍ୟୁ, ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କଲେ ବନଖଣ୍ଡ ଅଧିକାରୀ….

ଅନୁସନ୍ଧାନ ଭାରତ(ବ୍ୟୁର): ଉତ୍ତର ଘୁମୁସର ବନଖଣ୍ଡ ତାରାସିଂ ରେଞ୍ଜର କ୍ଷେତମୁଣ୍ଡାଳି ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଯୁବ ଚାଷୀ ପବିତ୍ର କୁମାର ପାତ୍ରଙ୍କ ମୃତ୍ୟୁ ଘଟିଛି I ଘଟଣା ଅନୁସାରେ, କ୍ଷେତମୁଣ୍ଡାଳି ଅଂଚଳରେ ହାତୀପଲଙ୍କ ଉପଦ୍ରବ ଜାରି ରହିଛି I ଯାହା ଫଳରେ…
Read More...

ଆସିଲା ନୂଆ ଗାଇଡଲାଇନ, ଭୁବନେଶ୍ବରରେ ଫୁଟ୍‌ପାଥ ଏବଂ ଡ୍ରେନ୍‌ ଉପରେ ଖାଦ୍ୟ ଦୋକାନ ରହିବ ନାହିଁ: ବିଏମ୍‌ସି

ଅନୁସନ୍ଧାନ ଭାରତ(ବ୍ୟୁର): ରାସ୍ତାଉପରେ, ଫୁଟ୍‌ପାଥ ଏବଂ ଡ୍ରେନ୍‌ ଉପରେ ଖାଦ୍ୟ ଦୋକାନ ରହିବ ନାହିଁ । ଗ୍ରାହକଙ୍କ ଗାଡ଼ି ରଖିବା ପାଇଁ ଉପଯୁକ୍ତ ପାର୍କିଂ ବ୍ୟବସ୍ଥା ନ ଥିବା ସ୍ଥାନରେ ଖାଦ୍ୟ ଦୋକାନୀ ବିକି ପାରିବେ ନାହିଁ। ଏଭଳି କ୍ଷେତ୍ରରେ ସେମାନେ ପାର୍ସଲ ଦେଇପାରିବେ । ଅଥବା…
Read More...

ଘୁ.ଉଦୟଗିରି ଗ୍ରୀଡକୋ କର୍ମଚାରିଙ୍କ ମନମୁଖୀ କାର୍ଯ୍ୟ, ଟ୍ରାନ୍ସଫରମର ପୋଡ଼ି ଯିବାରୁ ୩ ଦିନ ଅନ୍ଧାରରେ ବଲଦଙ୍ଗଗୁଡ଼ା…

ଅନୁସନ୍ଧାନ ଭାରତ(ବ୍ୟୁର): କଥାରେ ଅଛି ଦୀପ ତଳେ ଅନ୍ଧାର l ଘୁ.ଉଦୟଗିରି ବାସୀଙ୍କ ଅଶା ଥିଲା ଗ୍ରୀଡ କୋ ସବଷ୍ଟେସନ ହେଲେ ହେଲେ ଅଂଚଳର ବିଦ୍ୟୁତ କାଟ ସମସ୍ୟା ଦୁର ହେବ l କିନ୍ତୁ ଘୁ.ଉଦୟଗିରି ଠାରେ କୋଟି କୋଟି ଟଙ୍କା ସରକାରୀ ଅନୁଦାନ ବ୍ୟୟରେ ଗ୍ରୀଡ କୋ ହେବା ପରେ ମଧ୍ୟ କାର୍ଯ୍ୟରତ…
Read More...

ଦଶହରା ଖର୍ଚ୍ଚ ନଦେବାରୁ ଜଳଯୋଗାଣ ବନ୍ଦ କଲେ ପମ୍ପ ଡ୍ରାଇଭର, ହାଣ୍ଡି ମାଠିଆ ଧରି ମହିଳାଙ୍କ ପ୍ରତିବାଦ……

ଅନୁସନ୍ଧାନ ଭାରତ(ବ୍ୟୁର): ତାରାସିଙ୍ଗ ଥାନା ପାଟରାପଲ୍ଲୀ ଓ ଅରଖପଲ୍ଲୀ ଗ୍ରାମରେ ଶନିବାର ସକାଳୁ ପାନୀୟ ଜଳ ସମସ୍ୟାଙ୍କୁ ନେଇ ମହିଳାମାନେ ହାଣ୍ଡି ମାଠିଆ ଧରି ପ୍ରଡିବାଦ କରିଛନ୍ତି । ଘଟଣା ଅନୁସାରେ ଏହି ଅଞ୍ଚଳ ପାଇଁ ନିଯୁକ୍ତ ହୋଇଥିବା ଫମ୍ପ ଅପରେଟର ଜଣଙ୍କ ଦଶହରା ଖର୍ଚ୍ଚ ପାଇଁ…
Read More...

ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କ ମୃତ ଦେହ ଉଦ୍ଧାର: ହତ୍ୟା ସନ୍ଦେହ, ପୁଅ ଅଟକ…….

ଅନୁସନ୍ଧାନ ଭାରତ(ବ୍ୟୁର): ତାରାସିଂ ଥାନା ଗଜାପଦର ଗ୍ରାମରେ ଟଙ୍କା ପାଇଁ ନିଜ ଜନ୍ମକଲା ମାଆକୁ ଅତି ନିର୍ମମ ଭାବେ ହତ୍ୟା କରିଛି ପୁଅ । ମୃତ ମହିଳା ଜଣକ ହେଲେ ତ୍ରିବେଣୀ ନାୟକ (୫୦) । ସୂଚନା ମୁତାବକ ଗଜା ପଦର ଗ୍ରାମରେ ପୁଅ ସନା ନାୟକ ସହିତ ମାଆ ତ୍ରିବେଣୀ ରହୁଥିଲେ । ହେଲେ ସନା ଜଣେ…
Read More...

ବେଲଘର ଆବସିକ ବିଦ୍ୟାଳୟ ନାବାଳିକା ଛାତ୍ରୀ ଗର୍ଭବତୀ ଘଟଣା, ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ ଶିଶୁ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଳକ ଅନ୍ତର୍ଗତ ବେଲଘର ରାଗାଂପାରୁ ଆବାସିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ପରେ ଗତ ସେପ୍ଟେମ୍ବର ୩୦ ତାରିଖରେ ପ୍ରଶାସନ ତରଫରୁ ଘୁ.ଉଦୟଗିରି ଶ୍ରୀରାମପଦା ସ୍ଥିତ ସୁଭଦ୍ରା ମହତାବ ସେବା ସଦନ ଠାରେ ନାବାଳିକାକୁ…
Read More...

ଗଛରେ ପିଟି ହେଲା ବାଇକ, ଚାଳକ ମୃତ…….

ଅନୁସନ୍ଧାନ ଭାରତ(ବ୍ୟୁର) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ଭଞ୍ଜନଗର-ଫୁଲବାଣୀ ମୁଖ୍ୟ ରାସ୍ତାର ବୁଦୁଲି ନିକଟ ପୋଲ ଫେକ୍ଟ୍ରି ଠାରେ ଭାରସାମ୍ୟ ହରାଇ ଏକ ବାଇକ ଗଛକୁ ପିଟି ହେବା ଫଳରେ ଚାଳକ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ମୁଜାଗଡ଼ ଗ୍ରାମର ଭଞ୍ଜ ସେଠୀ (୩୭) । ମଙ୍ଗଳବାର…
Read More...