Browsing Category

ଅପରାଧ

ମାଣ୍ଡିପଙ୍କା ଗ୍ରାମର ଦଡା ସାହିରେ ଆମ୍ବ କୋଇଲି ଯାଉ ଖାଇ ୨ ମୃତ୍ୟୁ, ୬ ଗୁରୁତର ଅସୁସ୍ଥ….

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଗଦାପୂର ପଞ୍ଚାୟତ ମାଣ୍ଡି ପଙ୍କା ଗ୍ରାମର ଦଡା ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି l ଆମ୍ବ କୋଇଲିରୁ ପ୍ରସ୍ତୁତ ଯାଉ ଖାଇ ୬ ପରିବାରର ୮ଜଣ ମହିଳା ଅସୁସ୍ଥ ହୋଇ ଥିବା ବେଳେ ଚିକିତ୍ସିତ ଅବସ୍ଥାରେ ଦୁଇ ଜଣଙ୍କ…
Read More...

ଗଛରେ ପିଟି ହେଲା କାର, ଜଣେ ମୃତ…..

ଟୀକାବାଲି(ସାନୁଜ କୁମାର ବେହେରା): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ. ଉଦୟଗିରି ବ୍ଲକ ଡୁଙ୍ଗି ଠାରେ ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି l ଭଞ୍ଜନଗର ଠାରୁ ଟିକାବାଲି ଅଭିମୁଖେ ଏକ କାର ରାତ୍ରୀ ପ୍ରାୟ 2 ଘଣ୍ଟା ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ଥ ହେବା ଦ୍ୱାରା ଜଣକର ମୃତ୍ୟୁ ଘଟିଛି l…
Read More...

ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ସଚେତନତା ସଭା ଅନୁଷ୍ଠିତ…

ବୌଦ୍ଧ(ଅବବୁ ବକ୍କର ସିଦ୍ଧିକ ଖାନ): ଜିଲା ଦୁର୍ନିତି ନିବାରଣ ଶାଖା ବୌଦ୍ଧ ଏବଂ କଣ୍ଟାମାଳ ବ୍ଳକ ପ୍ରଶାସନ ପକ୍ଷ ରୁ କଣ୍ଟାମାଳ ବ୍ଳକ କାର୍ଯ୍ୟାଳୟ ମିନି ସମ୍ମିଳନୀ କକ୍ଷରେ ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଚେତନତା ସଭାରେ କଣ୍ଟାମାଳ ବ୍ଲକ…
Read More...

କରମ ଡିହି ଗ୍ରାମ ପଞ୍ଚାୟତ ସମ୍ମୁଖ ଗୀତା ପଡ଼ାରେ ପାଞ୍ଚ ଜଣଙ୍କୁ ନିର୍ମମ ହତ୍ୟା: ହତ୍ୟାକାରୀ ଫେରାର, ପୁଲିସର ତଦନ୍ତ…

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଗତ ରାତି ପ୍ରାୟ ଘ ୧୨.୩୦ମି ସମୟରେ ପୁଲିସର ବହୁ ସଂଖ୍ୟକ ଗାଡ଼ି ପହଞ୍ଚିବାରୁ ଲୋକେ ଘଟଣା ଜାଣିବା ପରେ ଗଣ ମାଧ୍ୟମକୁ ଜଣାଇ ଥିଲେ । ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ କରମ ଡିହି ଗ୍ରାମ ପଞ୍ଚାୟତ କର୍ଯ୍ୟାଳୟ ସମ୍ମୁଖ ଗୀତା ପଡ଼ାରେ ଘଟିଛି ଏହି…
Read More...

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ, ସାଧୁତାର ଶପଥ ନେଲେ ଅଧିକାରୀ…

ଭଞ୍ଜନଗର(ନିଲୁ ବିଷୋୟୀ): ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ବ୍ରହ୍ମପୁର ଦୁର୍ନୀତି ନିବାରଣ ଡିଭିଜନ ପକ୍ଷରୁ ଭଞ୍ଜନଗରରେ ଉପଖଣ୍ଡ ପ୍ରଶାସନର ମିଳିତ ସହଯୋଗରେ ଦୁର୍ନୀତି ନିବାରଣ ସପ୍ତାହ ସ୍ଥାନୀୟ ଟାଉନ ହଲରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ବ୍ରହ୍ମପୁର ଭିଜିଲାନ୍ସ ଏସପି…
Read More...

ସୁନ୍ଦରଗଡରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ…..

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଅକ୍ଟୋବର ୨୮ରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଅଛି । ଏହି ଉପଲକ୍ଷେ ଆଜି ଦୁର୍ନୀତି ନିବାରଣ ବିଭାଗ ସୁନ୍ଦରଗଡ ଶାଖା ଏବଂ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ଦ୍ବାରା ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ବିକାଶ…
Read More...

ସୁନ୍ଦରଗଡ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନସ୍ଥ ରାଜପୁର ଲ୍ୟାମ୍ପସ୍ ତରଫରୁ ବୀମା ରାଶି ଚେକ୍ ପ୍ରଦାନ……

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ମଙ୍ଗଳବାର ଦିନ ୧୧ ଟା ସମୟ ରାଜପୁର ଲ୍ୟାମ୍ପ ପରିସରରେ ସୁନ୍ଦରଗଡ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ତରଫରୁ ଏକ ବୀମା ରାଶି ଚେକ୍ ପ୍ରଦାନ କରାଯାଇଛି l ରାଜପୁର ଲ୍ୟାମ୍ପସରେ କୁଲବା ଗ୍ରାମର ସ୍ବର୍ଗତ ରିକାଶ ନାଏକ ନାମକ ଜଣେ ଚାଷୀ କିଶlନ କ୍ରେଡିଟ…
Read More...

ଶଶୁର ଘରେ ଜ୍ୱାଇଁର ଆତ୍ମହତ୍ୟା, ବାରଖମା ଫାଣ୍ଡିରେ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ….

ବାଲିଗୁଡା(ସିବନ୍ତଦିଗାଲ): ଶଶୁର ଘରେ ସ୍ତ୍ରୀର ଶାଢ଼ୀରେ ସ୍ବମିର ଆତ୍ମହତ୍ୟା । ଏହାକୁ ନେଇ ମୃତକ ପରିବାର ପକ୍ଷରୁ ବାରଖମା ପୁଲିସ୍ ଫାଣ୍ଡିରେ ଲିଖିତ ଅଭିଯୋଗ । କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ଟିକେରବାଜୁ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ମୁତାବକ…
Read More...

ରାଇରଙ୍ଗପୁର ଗୋଶାଳାରୁ ୮ଟି ଗାଈ ଚୋରି ଘଟଣାକୁ ନେଇ ସହରରେ ଉତ୍ତେଜନା…..

ରାଇରଙ୍ଗପୁର(ଉତ୍ତମ ରାମ): ଚୋରମାନଙ୍କ ଦୌରାତ୍ମ୍ୟା ରାଇରଙ୍ଗପୁର ସହରରେ ବଢି ବଢି ଚାଲିଥିବାର ଦେଖାଯାଉଛି l ଆଗରୁ ଦୋକାନବଜାର, ବ୍ୟାଙ୍କ, ବଡ ବଡ କୋଠାଘରୁ ଚୋରୀ କରାଯାଉଥିବାର ଦେଖାଯାଉଥିବା ବେଳେ ଏବେ ଗୋମାତାଙ୍କୁ ରଖାଯାଉଥିବା ସ୍ଥାନ ଗୋଶାଳାରେ ମଧ୍ୟ ଚୋରମାନେ ନିଜର ପରାକାଷ୍ଠା…
Read More...

ଦୁର୍ନୀତି ନିବାରଣ ସପ୍ତାହ ପାଳନ ଉପଲକ୍ଷେ ଶପଥ ପାଠ……

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭତ୍ରୀଆ): ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତ ଅଧିକାରୀ, କର୍ମଚାରୀମାନଙ୍କୁ ସାଧୁତାର ଶପଥ ପାଠ କରାଇଛନ୍ତି । ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ ଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଆଭାସି ମାଧ୍ୟମରେ…
Read More...