Browsing Category

ଅପରାଧ

କବିସମ୍ରାଟ ଓ ବୀର ଚକରା ବିଷୋୟୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି…

ଭଞ୍ଜନଗର(ନିଲୁ ବିଷୋୟୀ): ସ୍ୱେଚ୍ଛାସେବୀ ଅନୁଷ୍ଠାନ ବାର୍ଡ ପକ୍ଷରୁ ରାଜ୍ୟ ବିଧାନସଭା ପରିସରରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ବିପ୍ଳବୀ ବୀର ଚକରା ବିଷୋୟୀଙ୍କ ପ୍ରତିମୂର୍ତ୍ତି ପ୍ରତି ସ୍ଥାପନ କରିବାକୁ ଏକ ଦାବି ପତ୍ର ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଭଞ୍ଜନଗର ଠାରେ ଅନୁଷ୍ଠିତ ଅଭିଯୋଗ…
Read More...

ନାଳରେ ପଡ଼ି ବୃଦ୍ଧାଙ୍କ ମୃତ୍ୟୁ, ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ଗଦାପୁରରେ ଉତ୍ତେଜନା ରାସ୍ତା ରୋକ…

ଦାରିଙ୍ଗବାଡ଼ି(ଆଶୋକ ସିଂ): କନ୍ଧମାଳ ଜିଲା  ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ର ଗଦାପୁର ପଞ୍ଚାୟତରେ ଘଟିଛି ଏକ ଅଭାବନୀୟ ଘଟଣା l ମଙ୍ଗଳବାର ଜଣେ ବୃଦ୍ଧା ନାଳରେ ପଡ଼ି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ମୃତକ ହେଲେ ଉକ୍ତ ଅଞ୍ଚଳର ଶାନ୍ତି ବଳିୟାର ସିଂ । ସ୍ଥାନୀୟ ଲୋକେ ତାଙ୍କୁ ନାଳରୁ ଉଦ୍ଧାର…
Read More...

ସାପ କାମୁଡ଼ାରେ ନାବାଳକ ମୃତ….

ଗୁଣପୁର(ସୁନିଲ୍ କୁମାର ସାବତ): ଗୁଣପୁର ବ୍ଲକରେ ଦିନକୁ ଦିନ ଜଙ୍ଗଲ ହ୍ରାସ ଓ ପୋଡ଼ୁ ଚାଷ ଯୋଗୁଁ ଜଙ୍ଗଲି ଜୀବଜନ୍ତୁ ଓ ସରିସୃପ ଗାଁ ମୁଖା ହେଲେଣି । ଏଭଳି କେତେ ଯେ ଅଘଟଣ ସବୁଦିନ ଖବରକାଗଜ ପୃଷ୍ଠା ମଣ୍ଡନ କରିଥାଏ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ପେଣ୍ଡିଲି…
Read More...

ହିଞ୍ଜିଳି ପୁଲିସକୁ ଖୋଲା ଚ୍ୟାଲେଞ୍ଜ: ଥାନା ସମ୍ମୁଖରୁ ଚୋରୀ, ଦୃର୍ବୁତ୍ତ ଫେରାର…

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ହିଞ୍ଜିଳିକାଟୁରେ ମାତିଛନ୍ତି ଲୁଟେରା l ଗତ ବିଳମ୍ବିତ ରାତିରେ  ହିଞ୍ଜିଳି ଥାନା ସମ୍ମୁଖରେ ଥିବା ଅନ୍ତର୍ଯ୍ୟାମୀ ପାତ୍ରଙ୍କ ଘରୁ ଲୁଟିଲେ ଲୁଟେରା । ଦୃର୍ବୁତ୍ତମାନେ ଘର ବାରିପଟ ଲୁହା ଜାଲି ଭାଙ୍ଗି ଘରେ ପଶିବା ସହିତ ଘର ଆଲମାରୀରୁ ସୁନା ଚୁଟି ଏକ ହଳ,…
Read More...

୩ଦଫା ଦାବି ନେଇ ଉତ୍ତର ଘୁମୁସର ବନଖଣ୍ଡ କର୍ମଚାରୀଙ୍କ ଆନ୍ଦୋଳନ..

ଭଞ୍ଜନଗର(ନିଲୁ ବିଷୋୟୀ): ଓଡ଼ିଶା ଅଣ ଗେଜେଟେଡ୍ ବନ ସେବା ସଂଘ ପକ୍ଷରୁ ୩ଦଫା ଦାବି ନେଇ ରବିବାର କଳାବ୍ୟାଜ ପିନ୍ଧି ବିକ୍ଷୋଭ ପରଦର୍ଶନ କରାଯାଇଛି । ବିଭିନ୍ନ ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉତ୍ତର ଘୁମୁସର ବନଖଣ୍ଡ…
Read More...

ମହେନ୍ଦ୍ର ବନାଞ୍ଚଳ ଠାରେ କଳା ବ୍ୟାଚ ପରିଧାନ କରି ତିନିଗୋଟି ଦାବିକୁ ନେଇ ବିକ୍ଷୋଭ ପ୍ରଦର୍ଶନ…

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ନାରାୟଣ ପୁର ମହେନ୍ଦ୍ର ବନାଞ୍ଚଳ ଠାରେ କଳା ବ୍ୟାଚ ପରିଧାନ କରି ତିନିଗୋଟି ଦାବିକୁ ନେଇ ବିକ୍ଷୋଭ ପ୍ରଦର୍ଶନ । ମହେନ୍ଦ୍ର ବନାଞ୍ଚଳ ଅଣଗେଜେଟେଡ ବନସେବା ସଂଘ ତରଫରୁ ନାରାୟଣପୂର ବନପାଳ ଏମ.କାମେଶ୍ୱର ରାଓଙ୍କ ନେତୃତ୍ୱରେ…
Read More...

କୋଟଗଡ ବ୍ଲକରେ ଜଳଛାୟାର ଦୁର୍ନୀତି କାର୍ଯ୍ୟକଳାପକୁ ନେଇ ଲାଗିଲା ଲାଲ ବ୍ୟାନର…

କୋଟଗଡ଼(ଦିପେନ୍ଦ୍ର ନାୟକ): ମାଓ ଅଧ୍ୟୁଷିତ ବ୍ଲକ ଭାବେ ପରିଚିତ କୋଟଗଡ଼ ବ୍ଲକରେ ଲାଗିଛି ପୁଣି ମାଓ ବ୍ୟାନର l ଦୁର୍ନୀତି ବିରୋଧରେ ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ଦେଇ କୋଟଗଡ ଥାନା ଅନ୍ତର୍ଗତ କହମଗୁଡାର ଗାଜିନାଜୁ ସ୍ଥିତ କମିଟି ଘର କାନ୍ଥରେ ଲାଲ ବ୍ୟାନର ଲଗାଇ ନିଜର ସ୍ଥିତି ଜାହୀର…
Read More...

ଚିକିତ୍ସା ଅଭାବରୁ ଗର୍ଭବତୀଙ୍କ ମୃତ୍ୟୁ ମାମଲା, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଦୁଇ ମାସ ପରେ ତଦନ୍ତ ଆରମ୍ଭ…

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ମେଡିକାଲରେ ଗତ ମାର୍ଚ୍ଚ ମାସରେ ଚିକିତ୍ସା ଅବହେଳାରୁ ଜଣେ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗର ଯାଞ୍ଚ ହୋଇଛି । ମୃତ ମହିଳା ଜଣକ ବେଲଗୁଣ୍ଠା ବ୍ଲକ ଉଢୁରା ଗ୍ରାମର ମିଲୁ ସାମଲଙ୍କ ପତ୍ନୀ ଟିକିନା ସାମଲ(୩୨) । ଚିକିତ୍ସାଧୀନ ଅବସ୍ଥାରେ ମାର୍ଚ୍ଚ ୨୯ ତାରିଖ…
Read More...

ରୋଗୀ ପରିବହନ ସେବା ବାଧାପ୍ରାପ୍ତ, ଆମ୍ବୁଲାନ୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ….

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲରେ କାର୍ଯ୍ୟରତ ଥିବା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଏକାଧିକ ଦାବିନେଇ ବୁଧବାର ଅପରାହ୍ନରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିବ ବୋଲି ସଙ୍ଘ ପକ୍ଷରୁ ସୂଚନା…
Read More...

ସାଙ୍ଗ ହୋଇ ମଦ୍ୟ ପାନ ପରେ ହତ୍ୟା ଅଭିଯୋଗ, ମୁଖ୍ୟ ଅଭିଯୁକ୍ତ ଥାନାରେ ଅଟକ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ସହର ତିନି ନଂ ୱାର୍ଡ ହାଟପଦା ସାହିରେ ହତ୍ୟା ହୋଇଥିବା ପରିବାର ପକ୍ଷରୁ ବାଲିଗୁଡ଼ା ଥାନାରେ ଅଭିଯୋଗ । ସୂଚନା ମୁତାବକ ଗତ କାଲି ବିଳମ୍ବିତ ରାତିରେ ହାଟପଦା ସାହିରେ ଜଣେ ଦୁଇ ଜଣ ସାଙ୍ଗ ମିଶି ମଦ୍ୟ ପାନ କରିବା ପରେ ଦୁହିଁଙ୍କ…
Read More...