Browsing Category
ଅପରାଧ
ଦାରିଙ୍ଗବାଡ଼ି ପୁଲିସ ଦ୍ୱାରା ୨୫ କେଜି ଗଞ୍ଜେଇ ଜବତ, ଜଣେ ଗିରଫ….
ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅଭିଯୋଗରେ ଦାରିଙ୍ଗବାଡ଼ି ପୁଲିସ ଏକ ବାଇକ ଜବତ କରିବା ସହ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି I ଜବତ ଗଞ୍ଜେଇର ପରିମାଣ ୨୫ କିଲୋ ୫ ଶହ ଗ୍ରାମ ବୋଲି ଅଧିକାରୀ…
Read More...
Read More...
କୋଟଗଡ଼ ଥାନାର ନୂତନ ଥାନା ଗୃହକୁ ଉଦଘାଟିତ…..
ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଓଡିଶା ପୋଲିସ ଡିଜି ଅଭୟଙ୍କ ଦ୍ୱାରା କୋଟଗଡ଼ ପୁଲିସ ଥାନାର ନୂତନ କୋଠା ଉଦଘାଟନ ହୋଇଛି I ଓଡ଼ିଶା ପୁଲିସ ଡିଜି ବିଏସଏଫ ସ୍ଵତନ୍ତ୍ର ହେଲିକପ୍ଟରର ଯୋଗେ ନିର୍ଦ୍ଧାରିତ ସମୟ ଦିବା ୨.୩୦ମି ସମୟରେ ପହଞ୍ଚି ନୂତନ କୋଠା କୁ ଉଦଘାଟନ କରିଛନ୍ତି I ତାଙ୍କର ଏହି ଗସ୍ତ…
Read More...
Read More...
ଅଟୋ ଧକ୍କାରେ ବାଲିଗୁଡ଼ା ବିଜେଡ଼ି ବ୍ଲକ ସଭାପତି ଆହତ…
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ୫୯ ନମ୍ୱର ଜାତୀୟ ରାଜପଥ ବାଲିଗୁଡ଼ା ଏନ୍ଏସି ଦଣ୍ଡପଦର ଠାରେ ଏକ ଅଟୋ ଧକ୍କାରେ ବିଜୁ ଜନତା ଦଳର ବାଲିଗୁଡ଼ା ବ୍ଲକ ସଭାପତି ଟୁନା ଦାସ ଆହତ ହୋଇଛନ୍ତି I ବିଜେଡି ସଭାପତି ଟୁନା ଦାସ ସ୍କୁଟି ଯୋଗେ ମହାସିଂ ଯାଉଥିବା ବେଳେ ଧକ୍କା ହୋଇଯାଇଛି I…
Read More...
Read More...
୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରପଡ଼ିଲେ ସରାମୁଳି ଗ୍ରାମପଞ୍ଚାୟତର ନିର୍ବାହି…
ଅନୁସନ୍ଧାନ ଭାରତ(ବ୍ୟୁର): ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ସରାମୁଳି ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଟାଇଟସ ନାୟକ I ଜଣେ ହିତାଧିକାରୀଙ୍କ ଠାରୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଗୃହ ଯୋଗାଇ ଦେବା ପାଇଁ ଲାଞ୍ଚ ନେବା ଘଟଣାରେ ଭିଜିଲାନ୍ସ ଗିରଫ କରି କୋର୍ଟ…
Read More...
Read More...
କନ୍ଧମାଳ ଏସପିଙ୍କ ନିକଟରେ ମହିଳା କ୍ୟାଡର ମାଓବାଦୀଙ୍କ ଆତ୍ମ ସମର୍ପଣ …
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ଜଣେ ମହିଳା କ୍ୟାଡର ମାଓବାଦୀ କନ୍ଧମାଳ ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି I ମହିଳା ମାଓବାଦୀ ଜଣକ ହେଲେ କାନ୍ତି ମଲିକ I ଅନେକ ମାଓ କାର୍ଯ୍ୟକଳାପରେ ସେ ଦୀର୍ଘ ଦିନ ଧରି ସଂପୃକ୍ତ ଥିଲେ I ସୂଚନାନୁଯାୟୀ, ବାଲିଗୁଡ଼ା ଥାନା ଅନ୍ତର୍ଗତ…
Read More...
Read More...
ବାଲିଗୁଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ଅବସ୍ଥାରେ ବନ କର୍ମଚାରୀ ଟିକେଶ୍ୱର ବେହେରାଙ୍କୁ ମରଣାନ୍ତକ ଆକ୍ରମଣ…
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜ଼ିଲ୍ଲା ଅଧିନସ୍ଥ ବାଲିଗୁଡା ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଅଭାବନୀୟ ଘଟଣା ଘଟିଛି I ମେଡିକାଲରେ ଚିକିତ୍ସାଧିନ ଥିବା ବେଳେ ବାଲିଗୁଡାରେ କାର୍ଯ୍ୟରତ ଫରେଷ୍ଟର ଟିକେଶ୍ୱର ବେହେରା ସମେତ ତାଙ୍କ ସ୍ତ୍ରୀ ତପସ୍ୱିନୀ ବେହେରା ମାଁ ମାୟାବତୀ ବେହେରାଙ୍କୁ ଗତ…
Read More...
Read More...
OSSC ନିଯୁକ୍ତିରେ ହୋଇ ଥିବା ଦୁର୍ନୀତିର CBI ତଦନ୍ତ ଦାବୀକରି, ଭାଜପା ଯୁବମୋର୍ଚା ପକ୍ଷରୁ କୋଟଗଡ ଠାରେ ଶୋଭାଯାତ୍ରା ଓ…
ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟରେ ଓଡିଶା ଷ୍ଟାଫ ସିଲେକସନ ନିଯୁକ୍ତି ପ୍ରକ୍ରିୟାରେ ଲାଞ୍ଚ ନେଇ କିରାଣୀ ବିରଞ୍ଚି ସାହୁ ଧରା ପଡିବା ପରେ ଏବେ ରାଜ୍ୟ ତଥା ଜିଲ୍ଲା ରାଜନୀତି ସରଗରମ ହୋଇ ପଡ଼ିଛି I ବିରୋଧୀ ବିଜେପି OSSC ଦୁର୍ନୀତିରେ ସମ୍ପୃକ୍ତ ଶାସକ ଦଳର ବଡ ବଡିଆ, OSSCର ବରିଷ୍ଠ…
Read More...
Read More...
କନ୍ଧମାଳ-କଳାହାଣ୍ଡି ସୀମାନ୍ତରେ ମାଓ କ୍ୟାମ୍ପ ଠାବ, ମାଓ ସାମଗ୍ରୀ ଜବତ…
ଅନୁସନ୍ଧାନ ଭାରତ(ବ୍ୟୁର): ବାଲିଗୁଡ଼ା ଥାନା କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ଲେଙ୍ଗୁରି ଓ କୁଟିଗୁଡ଼ା ନିକଟ ସମାଗାଁ ଜଙ୍ଗଲରେ ସିଆରପିଏଫ୍ ପକ୍ଷରୁ ଅପରେସନ୍ ସ୍ୟାଡୋ’ ଜରିଆରେ ସର୍ଚ୍ଚ ଅପରେସନ୍ କରାଯାଇ ଏକ ମାଓ କ୍ୟାମ୍ପ୍ ଠାବ କରାଯିବା ସହ ବହୁ ପରିମାଣର ମାଓ ସାମଗ୍ରୀ ଜବତ…
Read More...
Read More...
ତହସିଲଦାରଙ୍କୁ ଅଟକ ରଖିଲେ ସରକାରୀ ଜମି ଜବରଦଖଲକାରୀ….
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ମୁଣ୍ଡାସାହିରେ ଜବର ଦଖଲ ଉଚ୍ଛେଦ ବେଳେ ତହସିଲଦାରଙ୍କୁ ଘେରାଉ କଲେ ସ୍ଥାନୀୟ ମହିଳା I ଖବର ପାଇ ମୁଣ୍ଡାସାହି ଅଞ୍ଚଳର କିଛି ଲୋକ ସରକାରୀ ଜମି ଜବରଦଖଲ କରିଥିବା ସ୍ଥାନକୁ ବାଲିଗୁଡା ତହସିଲଦାର ଶଶାଙ୍କ ଶେଖର ପାତ୍ର…
Read More...
Read More...
ପିସ୍ତଲ ଦେଖାଇ ଲୁଟ ଘଟଣାରେ ଦାରିଙ୍ଗବାଡି ପୁଲିସକୁ ବଡ଼ ସଫଳତା: ଲୁଟେରା ଗିରଫ ସହ ପିସ୍ତଲ ଜବତ….
କନ୍ଧମାଳ ସନ୍ତାନ(ବ୍ୟୁର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଭ୍ରମରବାଡ଼ି ଗ୍ରାମର କିରାଣୀ ଦୋକାନ ନିଧିଆ ସାହୁଙ୍କୁ ପିସ୍ତଲ ଦେଖାଇ ଲୁଟ ଘଟଣାରେ ଦାରିଙ୍ଗବାଡି ପୋଲିସକୁ ମିଳିଛି ବଡ଼ ସଫଳତା I ସୂଚନା ଅନୁଯାୟୀ ଗତ ୧୩ ତାରିଖ ଦିନ ଭ୍ରମରବାଡ଼ି ଗ୍ରାମର କିରାଣି ଦୋକାନୀ ନିଧିଆ…
Read More...
Read More...