Browsing Category

ଦେଶ ବିଦେଶ

ସିନାପାଲି ବ୍ଲକରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ…

ନୂଆପଡା(ବିରବଲ ପ୍ରଧାନ): ନୁଆପଡ଼ା ଜିଲ୍ଲା ସିନାପାଲି ପଞ୍ଚାୟତସମିତି ସମ୍ମିଳନୀ କକ୍ଷଠାରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କ ଉପସ୍ଥିତିରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଓ…
Read More...

ଦାମଯୋଡି ଠାରେ ପାରିପାର୍ଶ୍ବିକ ବିକାଶ ପରିଷଦ ପକ୍ଷରୁ ଜରୁରୀକାଳୀନ ବୈଠକ ଅନୁଷ୍ଠିତ, ନାଲକୋରେ ନିଯୁକ୍ତି ନ ଦେଲେ…

ଅନୁସନ୍ଧାନ ଭାରତ(ବ୍ୟୁର): କୋରାପୁଟ ଜିଲ୍ଲା ଦାମନଯୋଡ଼ି ଡଃ ଆମ୍ବେଦକର ପାର୍କ ଠାରେ ରବିବାର ଦିନ ଜାତୀୟ ଶିଳ୍ପ ଏବଂ ଖଣିଜ ପାରିପାର୍ଶ୍ବିକ ବିକାଶ ପରିଷଦ ପକ୍ଷରୁ ଜରୁରୀକାଳୀନ ବୈଠକ ନାଲକୋ ଶିଳ୍ପାଞ୍ଚଳ ପାରିପାର୍ଶ୍ବିକ ପ୍ରଭାବିତ ଅଞ୍ଚଳର ଯୁବା ଯୁବତୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇ ଥିଲା l…
Read More...

ରାଇରଙ୍ଗପୁର ସହରରେ ମହାପୁରୁଷ ମହମ୍ମଦଙ୍କ ଜନ୍ମଉତ୍ସବ ପାଳିତ…..

ରାଇରଙ୍ଗପୁର(ଉତ୍ତମ ରାମ): ମୟୁରଭଂଜ ଜିଲ୍ଲାର ରାଇରଙ୍ଗପୁର ସହରରେ ମହାପୁରୁଷ ମହମ୍ମଦଙ୍କ ଜନ୍ମଦିବସ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମହାଆଡମ୍ବରରେ ପାଳିତ ହୋଇଯାଇଛି l ମହାପୁରୁଷ ମହମ୍ମଦ ଗରିବୀ ଓ ଧନୀ ସମସ୍ତଙ୍କର ମହାପ୍ରଭୁ l ତାଙ୍କର ନୀତିଆଦର୍ଶରେ ଧାର୍ମିକବାଦ, ନୈତିକବାଦ ଓ ପରୋପକାର…
Read More...

ଧରାକୋଟ ତାଳୁକା ବଢେଇ କୁଳର ବିଶ୍ଵକର୍ମା ପୂଜା ଓ ସାଧାରଣ ସଭା ଅନୁଷ୍ଠିତ…

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଦକ୍ଷିଣ ଓଡ଼ିଶା ବିଶ୍ଵକର୍ମା ସମାଜର ଧରାକୋଟ ତାଳୁକା ବଢେଇ କୁଳ ତରଫରୁ 46 ତମ ତାଲୁକ ସ୍ତରୀୟ ବିଶ୍ଵକର୍ମା ପୂଜା ସହ ସାଧାରଣ ସଭା ମୁଣ୍ତମରାଇ ନିକଟସ୍ଥ ହିରଖଣ୍ଡି ଗ୍ରାମ ସ୍ଥିତ ବିଶ୍ଵକର୍ମା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ପ୍ରଭାତରୁ…
Read More...

ଖଡିଆଳ ବ୍ଲକ ଗସ୍ତରେ ଜିଲ୍ଲାପାଳ, ଗ୍ରାମୀଣ ବଜାର ସୃଷ୍ଟି ସହ ଗ୍ରାମରେ ଉତ୍ପାଦିତ ଦ୍ରବ୍ୟ ବିକ୍ରି ନେଇ ବଜାର…

ନୁଆପଡା(ବିରବଲ ପ୍ରଧାନ): ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ୍ ଗସ୍ତ କରି ଜିଲ୍ଲାପାଳ ମଧୁସୂଦନ ଦାସ ଆସି ବିଭିନ୍ନ ଉନ୍ନୟନ କାର୍ଯ୍ୟ ବୁଲି ଦେଖିଛନ୍ତି। ବିଶେଷ କରି ଖୁଦପେଜ ଗ୍ରାମପଞ୍ଚାୟତ ଠାରେ ଗ୍ରାମୀଣ ବଜାର ସୃଷ୍ଟି କରିବାସହ ଗ୍ରାମରେ ଉତ୍ପାଦିତ ଦ୍ରବ୍ୟକୁ ସହଜ ଏବଂ ସୁବିଧାରେ ବିକ୍ରି ନେଇ…
Read More...

ଖୁଦପେଜ୍ ଗ୍ରାମପଞ୍ଚାୟତ ରେ ନିର୍ମାଣ ଧୀନ ଗ୍ରାମୀଣ ଉଦ୍ୟାନକୁ ଜିଲ୍ଲାପାଳଙ୍କ ପରିଦର୍ଶନ…..

ନୁଆପଡା(ବିରବଲ ପ୍ରଧାନ): ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ୍ ଖୁଦପେଜ୍ ଗ୍ରାମପଞ୍ଚାୟତରେ ନିର୍ମାଣ ଧୀନ ଗ୍ରାମୀଣ ଉଦ୍ୟାନକୁ ଜିଲ୍ଲାପାଳ ମଧୁସୂଦନ ଦାସ ପରିଦର୍ଶନ କରିଛନ୍ତି । ଉଦ୍ୟାନ ଗ୍ରାମାଞ୍ଚଳରେ ଶିଶୁଙ୍କ ଆମୋଦ ପ୍ରମୋଦ କେନ୍ଦ୍ର ରୂପେ ମାନସିକ ବିକାଶ ପାଇଁ ଅନେକ ସହାୟକ ହେବ ବୋଲି…
Read More...

ମନୀଷ ସିସୋଦିଆଙ୍କୁ ଜାମିନ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପ୍‌ ନେତା ମନୀଷ ସିସୋଦିଆଙ୍କୁ ଜାମିନ ମିଳିଛି। ଦିଲ୍ଲୀ ଅବକାରୀ ଦୁର୍ନୀତି ଓ ଅର୍ଥ ହେରଫେର ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ସିସୋଦିଆଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଦୁଇ ଜଣିଆ ଖଣ୍ଡପୀଠ ତାଙ୍କ ଜାମିନ ଆବେଦନ ଉପରେ ରାୟ…
Read More...

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସୁଦର୍ଶନ

ଭୁବନେଶ୍ୱର: ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଗତ ମାସ ୧୨ ତାରିଖରେ ରୁଷିଆର ପିଟର୍ସବର୍ଗଠାରେ ଅନୁଷ୍ଠିତ ହୋଇଥିବା ଇଣ୍ଟରନ୍ୟାଶନାଲ ସ୍ୟାଣ୍ଡ୍‌ ସ୍କ୍ଲପ୍‌ଚର ଚାମ୍ପିଅନଶିପରେ…
Read More...

ଜାତୀୟ ମାନବାଧିକାର ଆୟୋଗର ଅଧକ୍ଷ ଭାବେ ଦାୟିତ୍ୱ ନେଲେ ବିଚାରପତି ଜଷ୍ଟିସ୍‍ ଅରୁଣ କୁମାର ମିଶ୍ର…

ଅନୁସନ୍ଧାନ ଭାରତ(ବ୍ୟୁର): ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‍ ଅରୁଣ କୁମାର ମିଶ୍ର ଆଜି ଜାତୀୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି I ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ୍‍ ମିଶ୍ରଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି I ଏଥିପାଇଁ ଏକ ଉଚ୍ଚସ୍ତରୀୟ କମିଟି…
Read More...

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା….

ଅନୁସନ୍ଧାନ ଭାରତ(ବ୍ୟୁର): ଦେଶରେ କରୋନାର ୨ୟ ତରଙ୍ଗ ବର୍ତ୍ତମାନ ମଧ୍ୟ ନିଜର କାୟା ବିସ୍ତାର କରି ରହିଛି I ପ୍ରତିଦିନ ଲକ୍ଷ ଲକ୍ଷ ଲୋକେ ସଂକ୍ରମିତ ହେବା ସହ ହଜାର ହଜାର ଲୋକେ ମୃତ୍ୟୁ ବରଣ କରୁଛନ୍ତି। ସଂକ୍ରମଣକୁ ରୋକିବାକୁ ଦେଶର ବିଭିନ୍ନ ସ୍ଥାନରେ ତାଲାବନ୍ଦ ଏବଂ ଆବଶ୍ୟକ ନିୟମ ଲାଗୁ…
Read More...