Browsing Category

ଓଡିଶା

ବାଲିଗୁଡା ଜଗନ୍ନାଥ ମନ୍ଦିରରେ କାର୍ତ୍ତିକ ମାସ ଶେଷ ସୋମବାରରେ ଭକ୍ତଙ୍କ ପ୍ରବଳ ଭିଡ….

ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା ବାଲିଗୁଡା ସହରର ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିରରେ ଆଜି କାର୍ତ୍ତିକ ମାସର ଶେସ ସୋସମବାର ଥିବାରୁ ଆଜି ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ପ୍ରତ୍ୟକ ବର୍ଷ ପରି ଚଳିତ ବର୍ଷରେ ମଧ୍ୟ ବାଲିଗୁଡା ଅଞ୍ଚଳର ବିଭିନ୍ନ ଧରମ ପିଠମାନଙ୍କରେ…
Read More...

ଉଦଘାଟିତ ହେଲା କୋଟିଦୀପ ଆରାଧନା ଓ ଚବିଶିପ୍ରହର ନାମଯଜ୍ଞ….

ଗୁଣପୁର(ସୁନିଲ୍ କୁମାର ସାବତ): ଓଡ଼ିଶାରେ ପ୍ରଥମ ଥର ପାଇଁ ଗୁଣପୁରରେ ସହରରେ କୋଟିଏ ଦ୍ୱୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । କାର୍ତ୍ତିକ ମାସର ଶେଷ ସପ୍ତାହ ପାଳନ ଅବସରରେ ସହରରେ ଅନେକ ସ୍ଥାନରେ ବିଭିନ୍ନ ପ୍ରକାରର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚାଲିଛି । ଏହି…
Read More...

ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ପାଳିତ, “ବେଷ୍ଟ ପରଫରମିଙ୍ଗ” ଜିଲ୍ଲା ଭାବେ ରାଜ୍ୟର ଦ୍ୱିତୀୟ ସ୍ଥାନରେ…

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ମାଣ୍ଡିଆ ଦିବସ ଅବସରରେ ଆଜି ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ବେଷ୍ଟ ପରଫର୍ମିଙ୍ଗ ଜିଲ୍ଲା ଭାବେ ସୁନ୍ଦରଗଡ଼ ଜିଲ୍ଲା ଦ୍ୱିତୀୟ ପୁରସ୍କାର ଲାଭ କରିଛି । ଲୋକସେବା ଭବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର…
Read More...

ବ୍ରାହ୍ମଣୀଗାଁ ବିଏସଏନ୍ଏଲ ନେଟୱର୍କର ଲୁଚକାଳି ଖେଳ, ବର୍ଷେ ବିତିଗଲାଣି ସଂଯୋଗ ହୋଇ ପାରୁ ନାହିଁ ୪-ଜି କେବୁଲ୍…

ଦାରିଙ୍ଗବାଡି (ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଗତ କିଛି ଦିନ ହେଲା ଇଣ୍ଟର ନେଟ ସେବା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି l ବ୍ରାହ୍ମଣୀଗାଁରେ ଏକ ମାତ୍ର ବିଏସନେଲ  ସଂସ୍ଥା ଇଣ୍ଟରନେଟ ସେବା ଯୋଗାଇ ଆସୁଥିବା ବେଳେ ସେଥିରୁ ଏକ ଶାଖା ସଂସ୍ଥା ବିବିଏନ୍ଏଲ   ଫାଇବର…
Read More...

କାର୍ତ୍ତିକେଶ୍ୱର ପୂଜା ଆରମ୍ଭ….

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ହିଞ୍ଜିଳିକାଟୁ ପୌରାଞ୍ଚଳ ଅନ୍ତର୍ଗତ କେଉଟ ସାହି ପବିତ୍ର କାର୍ତ୍ତିକ ମାସ ଅବସରରେ କାର୍ତ୍ତିକେଶ୍ୱର ପୂଜା ଅନୁଷ୍ଠିତ ହୋଇଛି । ପବିତ୍ର ଅଁଳାନବମୀ ସକାଳୁ ସାହିର ଶତାଧିକ ମହିଳା ଓ ପୁରୁଷ ଘଣ୍ଟ ବାଦ୍ୟ ବାଦନ ରେ ଘୋଡ଼ାହାଡ ନଦୀରୁ କଳସ ଯାତ୍ରା କରି ଶୁଭ…
Read More...

ସୀମାଞ୍ଚଳକୁ ଗଡ଼ିଲା ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ….

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରୁ ଆନ୍ଧ୍ରପ୍ରଦେଶର ସୀମାଞ୍ଚଳକୁ ଓଏସ୍ଆରଟିସ ପକ୍ଷରୁ ନୂତନ ବସ୍ ସେବା ଆରମ୍ଭ ହୋଇଛି । ଭଞ୍ଜନଗର ବସଷ୍ଟାଣ୍ଟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ବସ ସେବାର…
Read More...

ଏଏସ୍ଆଇଙ୍କ ବାଦନ୍ୟତା, ଅସହାୟ ବୃଦ୍ଧାଙ୍କୁ ନିଜ କୋଳରେ ସ୍ୱାସ୍ଥ୍ୟ କେନ୍ଦ୍ର ନେଇ ଚିକିତ୍ସା କରାଇଲେ ସସ୍ମିତା…

ସୁନ୍ଦରଗଡ(ଦେବେନ୍ଦ୍ର କୁମାର ଭିତ୍ରିଆ): ସୁନ୍ଦରଗଡ଼ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କର୍ଲା ଗ୍ରାମର ଜଣେ ବୃଦ୍ଧା ଦୀର୍ଘ କିଛି ବର୍ଷ ଆଗରୁ ଆସି ସେହି ଗ୍ରାମର ବୃଦ୍ଧଙ୍କ ସହିତ ଏକ ଝୁପୁଡି ଘରେ ରହି ଆସୁଥିଲେ । ଉଭୟ ବୃଦ୍ଧ ଦମ୍ପତି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିବା ବେଳେ କିଛି ମାସ ହେବ…
Read More...

ବାଇକ ଦୁର୍ଘଟଣାରେ ଦୁଇ ଜଣ ଯୁବ ଆହତ….

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ କଈଠ ପଦର୍ ଛକ ନିକଟରେ ବାଇକ୍ ଦୁର୍ଘଟଣା ଘଟି ଦୁଇ ଜଣ ଯୁବକ ଆହତ ହୋଇଛନ୍ତି l ବାଇକ ଯୋଗେ ଦୁଇ ଯୁବକ ରାୟଗଡ଼ରୁ କାଇଁପୁର ଅଭୀ ମୁଖେ ଯାଉଥିଲେ । ଗାଡ଼ିଟି  ରାସ୍ତାର ଆର ପଟେ ବାଡେଇ ହେଇଥିଲା । ଆହତ ଯୁବଜମାନେ ହେଲେ ରାୟଗଡ଼…
Read More...

ଲକ୍ଷ୍ମୀ ନୃସିଂହ କଳାମନ୍ଦିର ପ୍ରତିଭା ଅନ୍ବେଷଣ ପ୍ରତିଯୋଗିତା ଅନୁଷ୍ଠିତ….

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ହିଞିଳିକାଟୁ ପୌରପରିଷଦ ଅନ୍ତର୍ଗତ ସର୍ବପୁରାତନ ନୃତ୍ୟ ଅନୁଷ୍ଠାନ ଲକ୍ଷ୍ମୀ ନୃସିଂହ କଳାମନ୍ଦିର ତରଫରୁ ଶିଶୁ ପ୍ରତିଭା ଅନ୍ନେଷଣ କାର୍ଯ୍ୟକ୍ରମ ଶନିବାର ଲକ୍ଷ୍ମୀ ନୃସିଂହ କଳାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଲକ୍ଷ୍ମୀ ନୃସିଂହ କଳାମନ୍ଦିର…
Read More...

ମାଣ୍ଡିପଙ୍କା ଆମ୍ବ ଟାକୁଆ ଜାଉ ଖାଇବା ଘଟଣା ମେଡ଼ିକାଲରୁ ଫେରିଲେ ୩ଜଣ ମହିଳା….

ଦାରିଙ୍ଗବାଡ଼ି(ଆଶୋକ ସିଂ ): ରାଜ୍ୟ ରାଜନୀତି ରେ ଚହଳ ପକାଇ ଥିବା ଆମ୍ବ ଟାକୁଆ ଜାଉ ଖାଇବା ଘଟଣା ୭ଦିନ ପରେ ମେଡ଼ିକାଲରୁ ଫେରିଲେ ୩ମହିଳା । କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ମାଣ୍ଡିପଙ୍କାରେ ଆମ୍ବଟାକୁଆ ଜାଉ ଖାଇବା ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୬ ଜଣ…
Read More...