Browsing Category

ଓଡିଶା

ଅପସ୍ମାର ବାତ ରୋଗରେ ଆକ୍ରାନ୍ତ ବାପା ଆଉ ପୁଅ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ..

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ପଞ୍ଚାୟତ ପଡିକିଆ ସାହିରେ ରୁହନ୍ତି ରାସା ପ୍ରଧାନ(୫୭) ନିଜର ଛଅ ଜଣ ସନ୍ତାନ ସହିତ ପତ୍ନୀ ସିଣନ୍ତି ପ୍ରଧାନ l ହେଲେ ରାସା ପ୍ରଧାନଙ୍କ ପାଞ୍ଚ ଜଣ ଝିଅ ହୋଇଥିବା ବେଳେ ଗୋଟିଏ ମାତ୍ର ପୁଅ ଉତ୍କଳ ପ୍ରଧାନ(୨୨ ବର୍ଷ)…
Read More...

ଦାରିଙ୍ଗବାଡି ତହସିଲ ପକ୍ଷରୁ ୭୮ ଜଣଙ୍କୁ ଭୂ-ଲେଖ ରେକର୍ଡଭୁକ୍ତ ଜଙ୍ଗଲଜମି ପଟ୍ଟା ବଣ୍ଟନ, ଜଙ୍ଗଲ ସୁରକ୍ଷା ପାଇଁ…

ଦାରିଙ୍ଗବାଡ଼ି( ଆଶୋକ ସିଂ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତହସିଲ ଅନ୍ତର୍ଗତ କିରିକୁଟି ପଞ୍ଚାୟତ କାର୍ଯ୍ୟାଳୟରେ ତହସିଲଦାର ଶରତ ଶବରଙ୍କ ଅଧ୍ୟକ୍ଷତାରେ ରାଜସ୍ବ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ତଥା ଜମି ଜମା ସମ୍ପର୍କିତ ସୁବିଧା ସମ୍ପର୍କରେ…
Read More...

ଚିର ନିଦ୍ରାରେ ଖ୍ରୀଷ୍ଟ ଧର୍ମ ପ୍ରଚାରକ ଓ ପ୍ରବଚନ ଆଚାର୍ଯ୍ୟ କିଶୋର ଚନ୍ଦ୍ର ଦିଗାଳ, ନିଜ ଜନ୍ମ ମାଟି ବାରଖମାରେ…

ଅନୁସନ୍ଧାନ ଭାରତ(ବ୍ୟୁର): ଚିର ନିଦ୍ରାରେ ଖ୍ରୀଷ୍ଟ ଧର୍ମ ପ୍ରଚାରକ ଓ ପ୍ରବଚକ ଆଚାର୍ଯ୍ୟ କିଶୋର ଚନ୍ଦ୍ର ଦିଗାଳ l କଥାରେ ଅଛି ମାଟିର ମଣିଷ ମାଟିରେ ମିଶିବ, ଚିର ଦିନ ତ ରହିବ ନାହିଁ, ଯିଏ ଆପଣାର ସବୁ ହେବେ ପର କେହି ସଙ୍ଗତେ ରହିବେ ନାହିଁ"। ଧର୍ମ ଯାଜକ ଆଚାର୍ଯ୍ୟ କିଶୋର ଚନ୍ଦ୍ର…
Read More...

ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ ବିରାଟ କଳସ ଯାତ୍ରା, ଭଞ୍ଜନଗର ସହରରେ ଆଧ୍ୟାତ୍ମିକ ପରିବେଶ….

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ସ୍ଥିତ ନିୟନ୍ତ୍ରିତ ବଜାର କମିଟି ପଡିଆରେ ମହାଆଡ଼ମ୍ବର ସହକାରେ ୨୧ କୁଣ୍ଡିୟ ବିଶ୍ବଶାନ୍ତି ମହାଯଜ୍ଞ ଆରମ୍ଭ ହେବ । ଏହା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ଶୁକ୍ରବାର ସକାଳୁ ସହରରେ ମହିଳାଙ୍କ ଦ୍ବାରା କଳସ ଶୋଭାଯାତ୍ରା ହୋଇଛି । ଏଥି ପୂର୍ବରୁ…
Read More...

ଡ଼ଃ.ଜୟପାଳ ସେନାପତିଙ୍କ ଅକାଳ ବିୟୋଗ, ଅଞ୍ଚଳରେ ଶୋକର ଛାୟା…

ଦାରିଙ୍ଗବାଡି :(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ କାଟିଙ୍ଗିଆ ଗ୍ରାମର ଡ଼ଃ. ଜୟପାଲ ସେନାପତିଙ୍କର ଗୁରୁବାର ଦିନ ସନ୍ଧ୍ୟା ସମୟରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ଅବସ୍ଥାରେ ଅକାଳ ମୃତ୍ୟୁ ଘଟିଛି । ତାଙ୍କ ମୃତ୍ୟୁ ଖବର ଅଞ୍ଚଳରେ…
Read More...

ବ୍ରେନ ଟ୍ୟୁମର ରୋଗର ଆକ୍ରାନ୍ତ ସୁନାଫୁଲ: ଚିକିତ୍ସାପାଇଁ ବାଧକ ସାଜିଛି ଅର୍ଥ, ସରକାରୀ ସହାୟତା ଅପେକ୍ଷାରେ ପରିବାର….

ଦାରିଙ୍ଗବାଡ଼ି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ କେରୁବାଡି ଗ୍ରାମର ଧନେଶ୍ୱର ପ୍ରଧାନଙ୍କ ୧୭ ବର୍ଷର ଝିଅ ସୁନାଫୁଲ ପ୍ରଧାନ ଗତ ଦୁଇ ବର୍ଷ ହେଲାଣି ବ୍ରେନ ଟ୍ୟୁମର ରୋଗରେ ଆକ୍ରାନ୍ତ ହୋଇ ପଡ଼ିଛନ୍ତି । ଅର୍ଥ ଅଭାବରୁ ଚିକିତ୍ସା ଚିକିତ୍ସା ହୋଇ ପାରୁ ନଥିବା ବେଳେ ଖଟିଆରେ…
Read More...

ଅସ୍ଵାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତି କରିବା ଅଭିଯୋଗ ପରେ ସିଲ୍ ହେଲା ମଧୁବନ ରେସ୍ତୋରାଁ….

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଗ୍ରାହକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ରାଉରକେଲା ମହାନଗର ନିଗମ ତରଫରୁ ସହରରେ ଥିବା ବିଭିନ୍ନ ହୋଟେଲ, ରେସ୍ତୋରାଁ ଓ ରାସ୍ତା ପାର୍ଶ୍ଵ ଖାଦ୍ୟ ତିଆରି ଦୋକାନ ଗୁଡ଼ିକରେ ନିୟମିତ ଭାବେ ଚଢ଼ାଉ କରାଯିବା ସହ ଖାଦ୍ୟର ମାନ ଓ ଗୁଣବତ୍ତା ପରୀକ୍ଷଣ…
Read More...

କଳାହାଣ୍ଡି ବାଙ୍କୀ ରାଜପୁତ ସମାଜ ପକ୍ଷରୁ ଗୋଇନ୍ଦିମୁଣ୍ଡା ଅଞ୍ଚଳର ଯୁବ ସମ୍ମିଳନୀ ଅନୁଷ୍ଠିତ…

ଗୋଲାମୁଣ୍ଡା(ଅଶ୍ୱିନୀ ମଲ୍ଲିକ): ମଣିଷ ସାମାଜିକ ପ୍ରାଣୀ ସମାଜ ବିନା ବଞ୍ଚିବା କଷ୍ଟକର ଯେଉଁ ସମାଜର ଯୁବପୀଢ଼ି ଯେତେ କର୍ମଠ ସେହି ସମାଜ ସେତିକି ପ୍ରଗତିଶୀଳ ସେତିକି ବଳିଷ୍ଠ l ଜଣେ ଲୋକ ଚାହିଁଲେ ସମାଜର ଉନ୍ନତି ହୋଇ ପାରେନି l ଏକ ସୁଦୃଢ ଏକତା ଆବଶ୍ୟକ ହୁଏ l ଠିକ ସେହିଭଳି କଳାହାଣ୍ଡି…
Read More...

ମାଣ୍ଡିପଙ୍କା ଆମ୍ବ ଟାକୁଆ ଜାଉ ଖାଇ ୩ମୃତ ଘଟଣା, ଆର୍ଥିକ ସହାୟତା ପ୍ରଦାନ କଲେ ଘୁ ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଖାଇ ୨ ମୃତ୍ୟୁ ଓ ୬ଜଣ ଗୁରୁତର ଘଟଣାର ଦୀର୍ଘ ୧୮ଦିନ ପରେ ସୋମବାର ଦିନ ପୁଣି ଜଣଙ୍କର ମୃତ୍ୟୁ ଘଟିଥିବା ଖବର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । କଟକ ଏସସିବିରେ ଏକ…
Read More...

ବିଜ୍ଞାନ ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ପାଇଁ ଆଜି ହବାକ ଉଚ୍ଚ ବିଦ୍ୟାଳୟ ସଭା ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତା ଏହି ବୈଠକରେ ବ୍ଲକ ଶିକ୍ଷା ଅଧିକାରୀ ଦିବ୍ୟ ପ୍ରକାଶ ପ୍ରଧାନ, ଅତିରିକ୍ତ…
Read More...