Browsing Category
ଓଡିଶା
ଶାନ୍ତି ଝରରେ ଜମୁଛି ପର୍ଯ୍ୟଟକଙ୍କ ଭିଡ….
ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଧରାକୋଟ ଠାରୁ ଦୁଇ କିମି ଦୂରରେ ଥିବା ଶାନ୍ତି ଝର ପୀଠରେ ପର୍ଯ୍ୟଟକଙ୍କ ଭିଡ ଜମୁଛି l ଗଞ୍ଜାମ ଜିଲ୍ଲାର ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ପୀଠ । ଏଠି ସିଦ୍ଧ ମହାବୀର ଧାମ ଭାରତ ବର୍ଷର ଏକ ପ୍ରସିଦ୍ଧ ଧାମ.. ପରିବେଶ ସାଙ୍ଗକୁ…
Read More...
Read More...
ବିରୋଧୀ ଦଳ ନେତାଙ୍କୁ ନୂତନ ବର୍ଷ ଶୁଭେଚ୍ଛା ଜଣାଇଲେ ହିଞ୍ଜିଳିକାଟୁ ବିଜେଡି ନେତା…
ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଲେ ହିଞ୍ଜିଳି ବ୍ଲକ ବିଜେଡି ନେତା l ଆଜି ଭୁବନେଶ୍ୱର ନବୀନ ନିବାସ ଠାରେ ହିଞ୍ଜିଳି ବିଧାୟକଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ର,…
Read More...
Read More...
ସଚେତନତା ବଢିଲେ ଦୁର୍ଘଟଣା କମିବ…
ଭଞ୍ଜନଗର(ନିଲୁ ବିଷୋୟୀ): ଟ୍ରାଫିକ୍ ନିୟମକୁ କଡାକଡି ପାଳନ କରିବା ନିମନ୍ତେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ କେଏସୟୁବି କଲେଜ ପରିସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଦେଶରେ ଦୁର୍ଘଟଣା ସାଙ୍ଗକୁ ଏଥି ଜନିତ ମୃତ୍ୟୁ ହାର ଚିନ୍ତାଜନକ ପାଲଟିଥିବା ବେଳେ ନାଗରିକମାନେ ସଚେତନ…
Read More...
Read More...
ବ୍ରାହ୍ମଣୀ ଗାଁ କାଥଲିକ ଚ଼ର୍ଚ୍ଚରେ ଆଧ୍ୟାତ୍ମିକ ପରିବେଶ ସହ ନୂତନ ବର୍ଷକୁ ସ୍ୱାଗତ..
ଦାରିଙ୍ଗବାଡି(ଆଶୋକ ସିଂ): ସାରା ବିଶ୍ବରେ ନୂତନ ବର୍ଷ ୨୦୨୫କୁ ଧୁମ ଧାମରେ ସ୍ୱାଗତ କରାଯାଇଛି l ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଢ଼ଙ୍ଗରେ ପାଳନ କରାଯାଇ ଥିବା ବେଳେ ବ୍ରାହ୍ମଣୀଗାଁ କାଥଲିକ ମଣ୍ଡଳୀ ପକ୍ଷରୁ ଉପାସନା ପ୍ରାର୍ଥନାର ସହ ନୂତନ ବର୍ଷକୁ ସ୍ବାଗତ କରାଯାଇଛି l ଏହି ଅବସରରେ…
Read More...
Read More...
ପିକ୍ଅପ୍ ଧକ୍କାରେ ମୋପେଡ୍ ଆରୋହୀ ମୃତ…
ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିନ ଫୁଲବାଣୀ ରାସ୍ତା ଜି.ରମ୍ଭା ନିକଟରେ ମଙ୍ଗଳବାର ମଧ୍ୟାହ୍ନରେ ଏକ ପିକଅପ୍ ଧକ୍କାରେ ଜଣେ ମୋପେଡ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ଦଦରାଲୁଣ୍ଡା ପଞ୍ଚାୟତ ପିଇତା ଗାଁର ରାଜେନ୍ଦ୍ର ବିଷୋୟୀ(୬୪)। ମଙ୍ଗଳବାର ସକାଳେ…
Read More...
Read More...
ନୂଆଁ ବର୍ଷ ପାଇଁ ପ୍ରସ୍ତୁତି, ଗାଁ ଦାଣ୍ଡ ସଫେଇ କଲେ ଯୁବ ସଙ୍ଘ…
ଦାରିଙ୍ଗବାଡି(ଆଶୋକ ସିଂ): ଆଉ କିଛି ଘଣ୍ଟା ପରେ ସମସ୍ତେ ନୂତନ ବର୍ଷ ୨୦୨୫ ରେ ପ୍ରବେଶ କରିବେ l ଚାରିଆଡ଼େ ଚାଲିଛି ପ୍ରସ୍ତୁତି କିପରି ଶୂନ୍ୟ ରାତ୍ରୀକୁ ଅନୁଭବ କରିବେ ଓ ବର୍ଷର ପ୍ରଥମ ଦିନ ପ୍ରଥମ ମୁହୂର୍ତ୍ତ କୁ ହାତ ଛଡ଼ା କରିବେ ନାହିଁ ସେଥିପାଇଁ ଅନେକ ଯୋଜନା ମାନ କରି ସାରିଲେଣି l ଏହି…
Read More...
Read More...
ଗ୍ରାମବିକାଶ ଉଚ୍ଚ ବିଦ୍ୟାଳୟର ୩୨ ତମ କ୍ରୀଡା ମହୋତ୍ସବ ଉଦଯାପିତ…
ରାୟଗଡ଼(ଟିକି ଲିମା): ଗଜପତିଜିଲ୍ଲା କଇଁପୁର ସ୍ଥିତ ଗ୍ରାମବିକାଶ ତଥା ମହେନ୍ଦ୍ରତନୟା ଉଚ୍ଚ ବିଦ୍ୟାଳୟଠାରେ ଗତ ୨୮ ତାରିଖଠାରୁ ଆରମ୍ଭ ହୋଇଥିବା ତିନିଦିନିଆ କ୍ରୀଡା ମହୋତ୍ସବ ୨୦୨୪ ଗତକାଲି ସଂଧ୍ୟାାରେ ଉଦଯାପିତ ହୋଇଯାଇଛ । ଦୀର୍ଘ ୩୨ ବର୍ଷ ଧରି ହୋଇ ଆସୁଥିବା ଏହି କ୍ରୀଡା ଉତ୍ସବରେ…
Read More...
Read More...
ଜିରୋ ନାଇଟ ପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ବ୍ରାହ୍ମଣୀଗାଁ ପୁଲିସ ପକ୍ଷରୁ ଗାଡିମଟର…
ଦାରିଙ୍ଗବାଡି( ଆଶୋକ ସିଂ): ଆଉ କିଛି ସମୟ ପରେ ନୂତନ ବର୍ଷ ଜିରୋ ନାଇଟ ମନେଇବା ପାଇଁ ଯୁବ ବର୍ଗ ଚଳ ଚଞ୍ଚଳ ହୋଇ ପଡ଼ିଛନ୍ତି l ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି l କନ୍ଧମାଳ ଓ ଗଜପତି ଜିଲ୍ଲା ସୀମାନ୍ତ ବ୍ରାହ୍ମଣୀଗାଁ…
Read More...
Read More...
ବୁଲା ବ୍ୟବସାୟୀ ଠାରୁ ଲୁଟ ଘଟଣା, ତିନି ଗିରଫ…
ଭଞ୍ଜନଗର(ନିଲୁ ବିଷୋୟୀ): ବୁଲା ବ୍ୟବସାୟୀଙ୍କୁ ଅଟକାଇ ଟଙ୍କା ଓ ମୋବାଇଲ ଛଡାଇ ନେବା ମାମାଲାରେ ପୁଲିସ୍ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିସହ ଏହି ଘଟଣାରେ ସଂପୃକ୍ତ ଜଣେ ନାବାଳକକୁ ଜୁଭେନାଇଲ ବୋର୍ଡକୁ ପଠାଇଛି । ମାମଲାରେ ପୁଲିସ ଅଭିଯୋଗକାରୀ ସମୀର ହୁସେନଙ୍କ…
Read More...
Read More...
ଦୀର୍ଘ ୪ ଦଶନ୍ଧି ଧରି ଲୋକଙ୍କ ନ୍ୟାର୍ଯ୍ୟ ଦାବି ବ୍ରାହ୍ମଣୀଗାଁ ବ୍ଲକ ଗଠନ: ଚାଷୀ ମୂଲିଆ ସୁରକ୍ଷା ସମିତି, କନ୍ଧମାଳ
ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଧୀନରେ ଥିବା ୮ ଗୋଟି ଗ୍ରାମ ପଞ୍ଚାୟତ ଯଥା; କାଟିଙ୍ଗିଆ, କୁମ୍ଭାରୀଗାଁ, ଝିଞ୍ଜିରିଗୁଡା, ବ୍ରାହ୍ମଣୀଗାଁ , ଗଦାପୁର, ହାତୀମୁଣ୍ଡା, ତାଜୁଙ୍ଗି ଓ ସରାମୂଳି ବର୍ଷ ବର୍ଷ ଧରି ପ୍ରଶାସନିକ ଓ…
Read More...
Read More...