- ରାୟଗଡ(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ସ୍ତିତ ହାଟ ପଦା ଠାରେ ପିସିସି ସଭାପତିଙ୍କ ନିର୍ଦେଶ କ୍ରମେ କଂଗ୍ରେସର ବୈଠକ ଅନୁଷ୍ଟିତ । ନାରୀ ନିର୍ଯାତନା ନାରୀ ମାନଙ୍କ ପ୍ରତି ବଳାତ୍କାର ଏବଂ ନାରୀଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ପିସିସି ସଭାପତିଙ୍କ ନିର୍ଦେଶ ଅନୁସାରେ ୨୭/୩/୨୦୨୫ ତାରିଖରେ ବିଧାନ ସଭାରେ ଘେରାଉ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହଇଥିଲା । ଏହି ବୈଠକରେ ରାୟଗଡ଼ ବ୍ଲକର ବିଧାୟକ ପ୍ରତିନିଧି ରାମ ଚନ୍ଦ୍ର ନାୟକ (ନୂଆଗଡ ତଦାରଖ ନିରାଳ ସିଂ, ରାୟଗଡ଼ ବ୍ଲକ୍ କଂଗେସ ସଭାପତି ମୂର୍ଶୁତା ମଣ୍ଡଳ , ରାୟଗଡ଼ ବ୍ଲକ୍ କଂଗେସ ସମ୍ପାଦକ କୁମୁଦ ସ୍ୱାଲସିଂ, କଂଗେସ କର୍ମୀ, ଏଲୀୟ ଭୂୟାଁ, ମଙ୍ଗଳା ଶବର ୧୦ଜଣ କଂଗେସ କର୍ମୀ ଉପସ୍ଥିତ ଥିଲେ ।