ପଙ୍କଳବାଡ଼ି ଗ୍ରାମରେ ପୌରାଣିକ ନାଟକ ମହାଭାରତ ଉଦଘାଟିତ….

ଗଞ୍ଜାମ(ସୁନୀଲ କୁମାର ଚୌଧୁରୀ): ସାନଖେୁଣ୍ଡି ନିର୍ବାଚନ ମଣ୍ଡଳୀର ଧରାକୋଟ ବ୍ଲକ ଅନ୍ତର୍ଗତ ଢ଼ଉଗାଁ ଗ୍ରାମପଞ୍ଚାୟତର ପଙ୍କୋଲବାଡି ଗ୍ରାମରେ ଆୟଜିତ ହୋଇଥିବା ପୌରାଣିକ ନାଟକ ମହାଭାରତ କାର୍ଯ୍ୟକ୍ରମ ମୁଖ୍ୟଅତିଥି ସାନଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନାଙ୍କ ନିର୍ଦେଶ କ୍ରମେ ଲକ୍ଷ୍ମୀ ଚରଣ ପାତ୍ର  ଓ  ଧରାକୋଟ ବ୍ଲକର କଂଗ୍ରେସ ସଭାପତି ସୁନିଲ କୁମାର ଚୋଧିରୀ ଏବଂ ସାନଖେମୁଣ୍ଡି କଂଗ୍ରେସ କର୍ମୀ କୁନା ସ୍ୱାଇଁ, ମୁନା ବେହେରା, ଅନିଲ ସ୍ୱାଇଁ, କାଁହୁ ଗୌଡ଼ ଉପସ୍ଥିତ ହୋଇଥିଲେ l ଜୟ କଂଗ୍ରେସ ଜୟ ରାମେଶ ଭାଇ ନାରା ଦେଇ ପାଛୋଟି ନେଇ ଥିଲେ,ଶ୍ରୀ ଶ୍ରୀ ଶ୍ରୀ ସୁବର୍ଣ୍ଣ ଶ୍ୱର ଦଣ୍ଡ କାଳି କମିଟି ସଭାପତି ବିପ୍ର ଗୌଡ଼, ସୀମା ପାଣିଗ୍ରାହୀ, ବିପିନ ପାଣିଗ୍ରାହୀ, ବାୟା ମୁନି, ଓ ଯୁବ ସଂଘ ର ସଦସ୍ୟ ମାନେ ରାଜୁ ମୁନି, ମୁନା ଗୌଡ଼, ଫିରୋଜ ଗୌଡ଼, ରବି ସ୍ୱାଇଁ, ହୂରସି ସାହୁ, ରାଜୁ ଗୌଡ଼, କାଳିଆ ଗୌଡ଼, ଭିକି, ଟିକୁ ଗୌଡ଼, ଚିରଞ୍ଜିବି ରେଡ୍ଡୀ, ଜଗତ ପାତ୍ର, ସତ୍ୟବାନ ଓ ସୁଶାନ୍ତ, ପୂର୍ଣ୍ଣ ସହଯୋଗ ପରିଚାଳନା କରିଥିଲେ ଜିତୁ ଭାଇ ଓ ଗ୍ରାମ ବାସୀ ବୃନ୍ଦ l