Browsing Category

ଓଡିଶା

କନ୍ଧମାଳ ସାଂସଦଙ୍କ ଦ୍ୱାରା କୁଟିଆ ସଂଗ୍ରାହଳୟ ଉଦଘାଟିତ..

ବାଲିଗୁଡ଼ା(ସିବନ୍ତ ଦିଗାଳ): ତୁମ୍ବୁଡ଼ିବନ୍ଧ ନେତାଜୀ ଶୁଭାଚନ୍ଦ୍ର ବୋଷ ମାହା ବିଦ୍ୟାଳୟ ଠାରେ ଆଜି 31 ତମ ବାର୍ଷିକ ଉତ୍ସବ ଏବଂ 128 ତମ ନେତାଜୀ ଜୟନ୍ତୀ ସହିତ ଏକ କୁଟିଆ ସଂଗ୍ରାହଳୟ ଉଦଘାଟନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅଥିତି ଭାବେ କନ୍ଧମାଳ ସାଂସଦ ଶ୍ରୀଯୁକ୍ତ ସୁକାନ୍ତ…
Read More...

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାୟଗଡ଼ ଠାରେ ଆଦ୍ର ଭୂମି ମିତ୍ର ଶପଥ ଅନୁଷ୍ଠିତ..

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାୟଗଡ଼ ଠାରେ ଆଦ୍ର ଭୂମି ମିତ୍ର ଶପଥ ଅନୁଷ୍ଠିତ ହୋଇ ଯାଇଛି । ମୋନୋଜ କୁମାର ବେହେରାଙ୍କ ନେତୃତ୍ବରେ ଏହି ଶୋଭା ଯାତ୍ରା ଉକ୍ତ ସ୍କୁଲ ଠାରୁ ବାହାରି ନଗର ପରିକ୍ରମା ପୂର୍ବକ ଲୋକଙ୍କୁ…
Read More...

ଆଡ଼ିବଙ୍ଗା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ ଅନୁଷ୍ଠିତ…

ଦାରିଙ୍ଗବାଡି (ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ୍ କାଟିଙ୍ଗିଆ ପଞ୍ଚାୟତର ଆଡ଼ିବଙ୍ଗା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ…
Read More...

କେ.ଏମ୍.ଭାଲିଆସାହି ଉଚ୍ଚ ବିଦ୍ୟାଳୟରେ ନେତାଜୀ ଜୟନ୍ତୀ ପାଳିତ..

ରା.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ୍ ଅନ୍ତର୍ଗତ କେ ଏମ ଭାଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପ୍ରଧାନ ଶିକ୍ଷକଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏହି ଅବସରରେ ସୁବାଷ ଚନ୍ଦ୍ର…
Read More...

ସୁଧୁରୁ ନାହିଁ ବ୍ରାହ୍ମଣୀଗାଁର ଇଣ୍ଟର୍ନେଟ୍ ସମସ୍ୟା: ବିଦ୍ୟୁତ ଗଲେ ଇଣ୍ଟର୍ନେଟ୍ ଠପ୍, ବର୍ଷେ ବିତିଗଲାଣି ସଂଯୋଗ ହୋଇ…

ଦାରିଙ୍ଗବାଡି (ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ଅନ୍ୟତମ ବୃହତ୍ତ ବଜାର ହେଉଛି ଓ ପ୍ରସ୍ତାବିତ ବ୍ଲକ ବ୍ରାହ୍ମଣୀଗାଁ l ଏଠାରେ ଜିଲ୍ଲାର ସୀମାନ୍ତବର୍ତ୍ତି ଥାନା ଅଛି l ଆଗରୁ ଏହା ମାଓବାଦି ପ୍ରବଣ ଇଲାକା ଭାବେ ପରିଚିତ ଥିବାରୁ ସୁରକ୍ଷା କର୍ମୀ ମୁତୟନ ହୋଇ ରହି ଆସୁଛନ୍ତି…
Read More...

ରାୟଗଡ ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ…

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ୧୦.୩୦ ମିନିଟ୍ ବେଳେ ବ୍ଲକ ସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜୀବିକା ମିଶନର ବି.ପି.ଏମ ଶ୍ରୀ ପ୍ରଫୁଲ୍ଲ କୁମାର ନାଗବଂଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟ…
Read More...

ରାମଗିରି ସରକାରୀ ଉଚ୍ଚ ମାଧ୍ୟମିକ (ଏସ୍ ଏସ ଡି) ବିଦ୍ୟାଳୟଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ…

ରା.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲା ରା ଉଦୟଗିରି ବ୍ଲକ ଅନ୍ତର୍ଗତ ରାମଗିରି ସରକାରୀ ଉଚ୍ଚ ମାଧ୍ୟମିକ (ଏସ୍ ଏସ ଡି) ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ସଂଜୀବ କୁମାର ନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଭାପତି ଭାବେ…
Read More...

ଉପର ତିଲି ଗ୍ରାମରେ ମୋହନ୍ଦ୍ର ବନ୍ୟାଞ୍ଚଳ ତରଫରୁ ଜଙ୍ଗଲ ନିଆଁ ନିରାକରଣ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ…

ରାୟଗଡ଼(ଟିକି ଲିମା): ମହେନ୍ଦ୍ର ବନ୍ୟାଞ୍ଚଳ  ତରଫରୁ ଜଙ୍ଗଲ ନିଆଁ ନିରାକରଣ ସଚେତନତା ପାଇଁ ଏକ ଦିନିକିଆ ଭଲିବଲ ଟୁର୍ଣ୍ଣାମେଣ୍ଟ ତିନୋଟି ପଞ୍ଚାୟତ ଲାଇଲାଇ, ଏସ୍ କରଡାଶୀଙ୍ଗି, ଗଣ୍ଡାହାତିକୁ ନେଇ ଉପର ତିଲି ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ତିନୋଟି ପଞ୍ଚାୟତର 12 ଗୋଟି ଟିମ୍ ଭାଗ…
Read More...

ସନ୍ତୋଷ ହିରୋ ସୋରୁମ ତରଫରୁ ସ୍ବଛ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରା.ଉଦୟଗିରି(ଆକାଶ ଦାସ): ଆଜି ଗଜପତିଜିଲ୍ଲା ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ ସେବା କେନ୍ଦ୍ର ପରିସଓ ଚତୁଃପାଶ୍ୱର୍ସରେ "ସନ୍ତୋଷ ମୋଟର୍ସ" ମହେନ୍ଦ୍ରଗଡ଼ ସୋରୁମ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସେହି କାର୍ଯ୍ୟରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଇନଚାର୍ଜ…
Read More...

ଦାରିଙ୍ଗବାଡିଠାରେ ବ୍ଲକ ଅଙ୍ଗନବାଡି କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ…

ଦାରିଙ୍ଗବାଡି(ଆଶୋକ ସିଂ): ଭାରତୀୟ ମଜଦୂର ସଂଘ ସହ ଅନୁବନ୍ଧିତ ଅଲ ଓଡିଆ ଅଙ୍ଗନବାଡି ସଂଘ ଦାରିଙ୍ଗବାଡି ବ୍ଲକର କାର୍ଯ୍ୟକାରିଣୀ ବୈଠକ ବ୍ଲକ ସଭାନେତ୍ରୀ ରଶ୍ମି ରଞିତା ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭାରତୀୟ ମଜଦୂର ସଂଘ (ବିଏମଏସ)ର ଜିଲ୍ଲା ସଭାପତି ଅଶୋକ…
Read More...