Browsing Category

ଓଡିଶା

ସମ୍ଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ଛାତ୍ରୀଙ୍କ କୃତିତ୍ୱ….

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଶିକ୍ଷା ବିକାଶ ସମିତି ଓଡିଶା ପକ୍ଷରୁ ଫୁଲବାଣୀ ସରସ୍ଵତୀ ଶିଶୁ ମନ୍ଦିରରେ ଆୟୋଜିତ ଦକ୍ଷିଣ ପୂର୍ବ ସଂଭାଗ ବିଜ୍ଞାନ ମେଳାରେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ଏଥିରେ ଧରାକୋଟ ବ୍ଲକର…
Read More...

ଧୁମଧାମରେ ବୁରୂଜାଙ୍ଗରେ ପାଳିତ ହେଲା ଗଣେଶ ପୂଜା….

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ବୁରୂଜାଙ୍ଗ ହରିଜନ ସାହିରେ ଧୁମ୍ ଧାମରେ ଗଣେଶ ପୂଜା ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ପୁର୍ବ ପୁରୁଷ ତଥା ପରମ୍ପରାରୁ ଏହି ଗ୍ରାମରେ ବଡ ଧୁମ୍ ଧାମରେ ଗଣେଶ ପୂଜା ପାଳନ କରାଯାଉଛି l ଆଜି ବି ଉକ୍ତ ଅଞ୍ଚଳର ଯୁବକମାନେ…
Read More...

ଆକର୍ଷଣର କେନ୍ଦ୍ର ବିନ୍ଦୁ ୧୪ ଫୁଟ ଉଚ୍ଚର ଗଣେଷ ମୂର୍ତ୍ତି, ଗଣନାଥଙ୍କ ପୂଜାରେ ଧରାକୋଟ ଅଞ୍ଚଳ ଉତ୍ସବ ମୁଖର…..

ଧରାକୋଟ(ସୁନୀଲ କୁମାର ଚୌଧୁରୀ, ଜ଼ିଲ୍ଲା ପ୍ରତିନିଧି): ଧରାକୋଟ ଅଞ୍ଚଳର ପୁର ପଲ୍ଲୀ ଗଣେଶ ପୂଜାରେ ଉତ୍ସବ ମୁଖରିତ ହୋଇ ଉଠିଛି । ଧରାକୋଟ ନିକଟସ୍ଥ ବରଡ଼ାବାଲି ଗ୍ରାମର ପଞ୍ଚାଯତ କାର୍ଯ୍ୟଳୟ ନିକଟସ୍ଥ ଶିବ ମନ୍ଦିର ଛକରେ ଗଜାନନ ଯୁବକ ସଂଘ ପକ୍ଷରୁ ଆୟୋଜିତ ଗଣେଶ ପୂଜା ଆକର୍ଷଣର କେନ୍ଦ୍ର…
Read More...

ଧରାକୋଟ ସ୍ଵାସ୍ଥ୍ୟ କେନ୍ଦ୍ର ରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ….

ଧରାକୋଟ(ସୁନୀଲ କୁମାର ଚୌଧୁରୀ, ଜ଼ିଲ୍ଲା ପ୍ରତିନିଧି): ଧରାକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଏମ ଭି କେ ଅଶୋକଙ୍କ ଆବାହକତ୍ୱରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ପ୍ରତିନିଧି…
Read More...

ମହେନ୍ଦ୍ରତନୟା ମହାବିଦ୍ୟାଳୟରେ ମ୍ୟାଲେରିଆ, ଡେଙ୍ଗୁ ହଇଜା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ….

ରା.ଉଦୟଗିରି(ଆକାଶ ଦାସ): ଗଜପତିଜିଲ୍ଲା ରା.ଉଦୟଗିରି ସ୍ଥିତ ମହେନ୍ଦ୍ରତନୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଅଧ୍ୟକ୍ଷା ଭାରତୀ ମିଶ୍ରଙ୍କ ସଭାପତିତ୍ବରେ, ମ୍ୟାଲେରିଆ, ଡେଙ୍ଗୁ ଓ ହଇଜା ସଂକ୍ରମଣର କାରଣ, ନିରାକରଣ ଓ ପ୍ରତିକାର ଉଦ୍ଦେଶ୍ୟରେ Y. R. C. ୟୁନିଟ ତରଫରୁ ଏକ ସଚେତନତା…
Read More...

ଖାରିଗୁଡା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ…

ମୋହନା (ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଖାରିଗୁଡା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀମତୀ ମଧୁମିତା, ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା,…
Read More...

ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ପରଲୋକରେ ରାଜ୍ୟ ବିଜେପିର ଶୋକ, କରେନ୍ଦ୍ର ମାଝୀଙ୍କ ବିୟୋଗ ରାଜ୍ୟ ତଥା ବିଜେପି…

ରାଜ୍ୟ କାର୍ଯ୍ୟାଳୟରେ ପାର୍ଥୀବ ଶରୀର ପହଂଚିବା ପରେ ରାଜ୍ୟ ସଭାପତି, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ, ବିଧାୟକ, ରାଜ୍ୟ ପଦାଧିକାରୀ, କାର୍ଯ୍ୟକର୍ତା ଜଣାଇଲେ ଶ୍ରଦ୍ଧାଞ୍ଜଳୀ ଅନୁସନ୍ଧାନ ଭାରତ(ବ୍ୟୁର): ବାଲିଗୁଡ଼ାର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା କରେନ୍ଦ୍ର…
Read More...

୩୨ ବର୍ଷ ଧରି ମୂର୍ତ୍ତି ନିର୍ମାଣ କରୁଛନ୍ତି ମହିଳା ଶିଳ୍ପୀ ଲିଲି ମହାପାତ୍ର….

ଧରାକୋଟ(ସୁନୀଲ କୁମାର ଚୌଧୁରୀ, ଜ଼ିଲ୍ଲା ପ୍ରତିନିଧି): ଆଜିକାଲି ନୁହଁ ଦୀର୍ଘ ୩୨ ବର୍ଷ ଧରି ମୂର୍ତ୍ତି ନିର୍ମାଣ କରୁଛନ୍ତି ଜଣେ ସଫଳ ମହିଳା ଶିଳ୍ପୀ ଲିଲି ମହାପାତ୍ର । ନୟାଗଡ଼ ଜିଲ୍ଲାର ବାଙ୍କତରାରେ ତାଙ୍କର ଜନ୍ମ । ଧରାକୋଟ ଗଡର କିଶୋର ଚନ୍ଦ୍ର ମହାପାତ୍ରଙ୍କୁ ବିବାହ ପରେ ତାଙ୍କର ଜୀବନ…
Read More...

କୋଟଗଡରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ….

କୋଟଗଡ(ଦିପେନ୍ଦ୍ର ନାୟକ): ସୋମବାର ଦିନ କୋଟଗଡ ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । କୋଟଗଡ ପଂଚାୟତ ସମିତିର ମିଶନ ଶକ୍ତି ସଭାଗୃହରେ ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ l  ଜିଲ୍ଲାପାଳ  ସମୁଦାୟ  ସତୁରି ଗୋଟି ଅଭିଯୋଗ…
Read More...

ରୋଜଗାର କ୍ଷମ ହେବାକୁ ହେଲେ ନିଜସ୍ଵ ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ଆହ୍ଵାନ, ଋଷି ମାଳ ସ୍ନାତକ ଇନୋଭେଶନ ଏବଂ ଷ୍ଟାର୍ଟ…

ଦାରିଙ୍ଗବାଡି(ଆଶୋକ ସିଂ):  ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଧେଶ କ୍ରମେ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟ ପରିସରରେ ଇନୋଭେଶନ ଓ ଷ୍ଟାର୍ଟ ଅପ୍ ସମ୍ପର୍କିତ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼.ଭାସ୍କର ଚରଣ…
Read More...