Browsing Category
ଓଡିଶା
ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଫସିଲେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ…….
ଅନୁସନ୍ଧାନ ଭାରତ(ବ୍ୟୁର): ଭିଜିଲାନ୍ସ ଜାଲରେ ଫସିଲେ ରାୟଗଡା ଜିଲ୍ଲାର ପଦ୍ମପୁର ବିଦ୍ୟୁତ ବିଭାଗର କନିଷ୍ଟ ଯନ୍ତ୍ରୀ ଜିତେନ୍ଦ୍ର ପଟ୍ଟନାୟକ l ଜଣେ ଲୋକଙ୍କ ଠାରୁ ଦଶ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା କୋରାପୁଟ ଭିଜିଲାନ୍ସ ବିଭାଗ । ପଦ୍ମପୁରର ଭଡା ଘରୁ ଧରିଲା ଭିଜିଲାନ୍ସ ଟିମ l…
Read More...
Read More...
୧୨୭ ବାଟାଲିୟନ ସିଆରପିଏଫର ୮୩ ତମ ଜନ୍ମ ଦିବସ ପାଳିତ…..
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ୧୨୭ ବାଟାଲିୟନ ସିଆରପିଏଫ ହେଡକ୍ୱାର୍ଟର ପରିସରରେ ସିଆରପିଏଫ ତରଫରୁ ୮୩ ତମ ଜନ୍ମ ଦିବସ ମହାସମାରୋହରେ ପାଳନ ହୋଇଯାଇଛି l ଏହି ଉତ୍ସବରେ କମାଡେଣ୍ଟ ଶ୍ରୀ ଆନନ୍ଦ ଝା ଉପସ୍ଥିତ ରହି ଶହୀଦ ମାନଙ୍କୁ ସମ୍ମାନିତ କରିବା ସହ ସେମାନଙ୍କ…
Read More...
Read More...
କୁମ୍ଭକର୍ଣ୍ଣ ନିଦ୍ରାରେ ଗଜପତି ଜିଲ୍ଲା ପ୍ରଶାସନ: ମନ୍ଥର ଗତିରେ ଉଦୟଗୁଡା ବିଜୁସେତୁ ନିର୍ମାଣ, ନିମାଣ ଅବଧି ସରିବା…
ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦୁର୍ଗମ ଅଂଚଳର ବିକାଶ ନିମନ୍ତେ କୋଟି କୋଟି ଟଙ୍କାର ଯୋଜନା ଉପରେ ଯୋଜନା ଘୋଷଣା କରାଯାଉଛି I ହେଲେ ସେହି ଯୋଜନା ଗୁଡିକ ଦୁର୍ଗମ ଅଂଚଳରେ ନ ପହଁଚି ବାଟ ହୁଡ଼ି ଥିବା ଦେଖା ଦେଇଛି I ଯାହାର ଏକ ନଗ୍ନ ଚିତ୍ର ଗଜପତି ଜିଲ୍ଲା…
Read More...
Read More...
ମେଧାବୀ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପ୍ରେସ କ୍ଳବ ଫୁଲବାଣୀ ପକ୍ଷରୁ ମେଧା ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ…
ଅନୁସନ୍ଧାନ ଭାରତ(ବ୍ୟୁର): ଚଳିତ ୨୦୨୨ ମାଟ୍ରିକ ପରୀକ୍ଷାରେ କନ୍ଧମାଳ ଜିଲ୍ଲାରେ ଶିକ୍ଷାବିଭାଗ ଦ୍ଵାରା ପରିଚାଳିତ ସ୍କୁଲଗୁଡ଼ିକ ମଧ୍ୟରେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଓ ଜିଲ୍ଲା ମଙ୍ଗଳ ବିଭାଗ ପକ୍ଷରୁ ପରିଚାଳିତ ଆଶ୍ରମ ସ୍କୁଲ ଗୁଡିକର ପ୍ରଥମ ଦ୍ୱିତୀୟ…
Read More...
Read More...
ରାୟଗଡା ଜିଲ୍ଲା ଗୁଣପୁର କଲେଜରେ ଉଦ୍ଭିଦ ବିଜ୍ଞାନ ଶେଷ ବର୍ଷର ଛାତ୍ରୀଛାତ୍ରଙ୍କୁ ବିଦାୟ କାଳିନ…
ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ଗୁଣପୁର କଲେଜ ଉଦ୍ଭିଦ ବିଜ୍ଞାନର ଶେଷ ବର୍ଷର ଛାତ୍ରୀଛାତ୍ରଙ୍କୁ ମଙ୍ଗଳବାର ବିଦାୟ କାଳିନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ବିଦାୟ କାଳିନ କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଡସୂର୍ଯ୍ୟ ନାରାୟଣ ପଣ୍ଡା ସଭାପତିତ୍ବ କରିଥିଲେ । ମୂଖ୍ୟ ଅତିଥି…
Read More...
Read More...
ଘୁ.ଉଦୟଗିରି ଓ ବାଲିଗୁଡ଼ା ଡାକ୍ତର ଖାନାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ, ଅଞ୍ଚଳରେ ତେଜୁଛି ଜନଅସନ୍ତୋଷ….
ଅନୁସନ୍ଧାନ ଭାରତ(ବ୍ୟୁର): ଓଡିଶାର ସର୍ବ ବୃହତ୍ତ ଉପଖଣ୍ଡର ମାନ୍ୟତା ପାଇଥିବା ବାଲିଗୁଡା ଉପଖଣ୍ଡ ରେ ଦିନକୁ ଦିନ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେବାକୁ ଲାଗିଛି l ଡାକ୍ତର ଖାନାରେ ଡାକ୍ତର ଓ ଷ୍ଟାଫ ମରୁଡି ଯୋଗୁଁ ରୋଗୀ ସେବାରେ ବ୍ୟାହତ ହେଉଥିବା ଦେଖିବାକୁ ମିଳିଛି l ଜରୁରୀକାଳୀନ…
Read More...
Read More...
ଗୁଣପୁର ଠାରେ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ଦସ୍ତଖତ ଅଭିଯାନ ଆରମ୍ଭ….
ଅନୁସନ୍ଧାନ ଭାରତ(ବ୍ୟୁର): ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଙ୍ଘର ରାଜ୍ୟ ଶାଖା ସଭାପତି ବିଜୟ ମଲ୍ଲଙ୍କ ନିର୍ଦେଶରେ ଆଜି ଗୁଣପୁର ଟାଉନ ହଲ ଠାରେ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ, ରାୟଗଡ ଶାଖା ତରଫରୁ ରାୟଗଡ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଚୁକ୍ତିଭିତ୍ତିକ…
Read More...
Read More...
ଆଶା କିରଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ସରକାରୀ ନିୟମକୁ ଅବମାନନା ଅଭିଯୋଗ, ପ୍ରଧାନ ଶିକ୍ଷକଙ୍କ ଇଚ୍ଛାରେ ଚାଲିଛି ସକାଳୁଆ…
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତ ଠାରେ ଥିବା ଆଶା କିରଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ସରକାରୀ ନିୟମକୁ ଅବମାନନା କରାଯାଉଥିବା ଦେଖିବାକୁ ମିଳିଛି l ସମଗ୍ର କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ ସୋମବାର ଠାରୁ ଶନିବାର ପର୍ଯ୍ୟନ୍ତ ସକାଳ ୧୦ରୁ ୪ଟା…
Read More...
Read More...
ପରଲୋକରେ କଳାହାଣ୍ଡିର ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକ………
ଅନୁସନ୍ଧାନ ଭାରତ(ବ୍ୟୁର): ପୂର୍ବତନ ଲୋକସଭା ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ ଘଟିଛି । ଆଜି ସକାଳେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମେଡିକାଲରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…
Read More...
Read More...
ସିବିଏସଇ ପରୀକ୍ଷାରେ କନ୍ଧମାଳର ଶୁଭମଙ୍କ କୃତିତ୍ଵ, ୯୭.୪ ପ୍ରତିଶତ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର…
ଅନୁସନ୍ଧାନ ଭାରତ(ବ୍ୟୁର): ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଫୁଲବାଣୀ ଜବାହାର ନବୋଦୟ ବିଦ୍ୟାଳୟର ଛାତ୍ର ଶୁଭମ ସୌରଭ ୯୭.୪ ପ୍ରତିଶତ ନମ୍ବର ରଖି କନ୍ଧମାଳ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି I ସୁଭମ କନ୍ଧମାଳ ଜିଲ୍ଲା ବାଲିଗୁଡା ପାଟଖଣ୍ଡା ସାହିର ସୁଶାନ୍ତ କୁମାର ସାହୁ ଓ…
Read More...
Read More...