ଅନୁସନ୍ଧାନ ଭାରତ(ବ୍ୟୁର): ଭିଜିଲାନ୍ସ ଜାଲରେ ଫସିଲେ ରାୟଗଡା ଜିଲ୍ଲାର ପଦ୍ମପୁର ବିଦ୍ୟୁତ ବିଭାଗର କନିଷ୍ଟ ଯନ୍ତ୍ରୀ ଜିତେନ୍ଦ୍ର ପଟ୍ଟନାୟକ l ଜଣେ ଲୋକଙ୍କ ଠାରୁ ଦଶ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା କୋରାପୁଟ ଭିଜିଲାନ୍ସ ବିଭାଗ । ପଦ୍ମପୁରର ଭଡା ଘରୁ ଧରିଲା ଭିଜିଲାନ୍ସ ଟିମ l ଭିଜିଲାନ୍ସ ଦ୍ୱାରା 25/2022 ଓ ଦଫା ୭ PC Act 1988 as amended by PC Amendment Act 2018ରେ ମାମଲା ରୁଜୁ କରାଯାଇ କୋରାପୁଟ ଭିଜିଲାନ୍ସ ଦ୍ୱାରା ଜୁନିଅର ଯନ୍ତ୍ରୀ ଗିରଫ ହେବା ପରେ ଆସନ୍ତାକାଲି କୋର୍ଟ ଚାଲାଣ ହେବ ବୋଲି ସୂଚନା ଦେଲେ ଭିଜିଲାନ୍ସ ଡି ଏସ ପି ସୁରେନ୍ଦ୍ର ନାଥ ରାୟଗୁରୁ ଦେଇଛନ୍ତି l