Browsing Category

ଓଡିଶା

ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୁଲ୍ୟରେ ଅମୃତ ମହୋତ୍ସବ ପାଳିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୁଲ୍ୟରେ ସ୍ଥାନୀୟ ଉତ୍କଳହିତୈଷିଣୀ ସମାଜ ସଭା ଗୃହରେ ଭାରତ ସ୍ୱାଧୀନତାର ଅମୃତ ମହୋତ୍ସବ ଆଡମ୍ବର ସହକାରେ ପାଳିତ ହୋଇଯାଇଛି l ଏହି ଅବସରରେ ୨୦ଜଣ କବି ଦେଶାତ୍ମକବୋଧକ ସ୍ବରଚିତ କବିତା ଆବୃତ୍ତି କରିଥିଲେ l ଗବେଷକ ଉପାନ୍ତ ପ୍ରହରୀ…
Read More...

ନିୟତି ଭିନ୍ନକ୍ଷମ ଅନୁଷ୍ଠାନର ୭୬ ତମ ସ୍ବାଧିନତା ଦିବସ ପାଳିତ……

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ପୂର୍ବାହ୍ନ ୦୮ଘଣ୍ଟା ସମୟରେ ରାଣୀପେଣ୍ଠ ସ୍ଥିତ ନିୟତି ଭିନ୍ନକ୍ଷମ ଅନୁଷ୍ଠାନର ୭୬ ତମ ସ୍ବାଧିନତା ଦିବସ ପାଳନ ହୋଇଛି l ବକ୍ତାମାନେ ଏଭଳି ଭିନ୍ନକ୍ଷମଙ୍କ ସେବା, ତାଲିମ୍ ଏବଂ ଭୋଟିକ ଚିକିତ୍ସାର ଆବଶ୍ୟକ ସମ୍ପର୍କରେ ଆଲୋଚନା କରିବା ସଙ୍ଗେ ସ୍ଵାଧୀନତାର ଅମୃତ…
Read More...

ରାୟଗଡ଼ା ଜିଲ୍ଲା ଶାଖା ଭାରତୀୟ ମଜଦୁର ସଂଘ ପକ୍ଷରୁ ଅମୃତ ମହୋତ୍ସବ ପାଳିତ…….

ଅନୁସନ୍ଧାନ ଭାରତ(ବ୍ୟୁର): ସ୍ଵାଧିନତାର ପୂର୍ତ୍ତି ଉପଲକ୍ଷେ ଦେଶ ବ୍ୟାପୀ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ରାୟଗଡ଼ା ଜିଲ୍ଲାରେ ମହାସମାରୋହରେ ପାଳିତ ହେଉଥିବା ଦେଖିବାକୁ ମିଳୁଛି l ଭାରତୀୟ ମଜଦୁର ସଂଘର କେନ୍ଦ୍ର ନିଷ୍ପତ୍ତି କ୍ରମେ ସାରା ଦେଶରେ ଆଜାଦି କା ଅମୃତ ମହୋତ୍ସବ…
Read More...

ଲିମାପଦର ବିଦ୍ୟାଳୟରେ ୭୬ତମ ସ୍ୱାଧୀନତା ଦିବସ ପାଳିତ…….

ଅନୁସନ୍ଧାନ ଭାରତ(ବ୍ୟୁର): ଆଜାଦିର ୭୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଦେଶ ପାଳୁଛି ସ୍ୱାଧୀନତାର ଅମୃତ ମହୋତ୍ସବ l ଆଜି ଦେଶ ପାଳନ କରୁଛି ୭୬ତମ ସ୍ୱାଧୀନତା ଦିବସ l ପଲ୍ଲୀରୁ ଦିଲ୍ଲୀ ସବୁଠି ଉତ୍ସବ ମୁଖର ହୋଇ ଉଠିଛି ସମଗ୍ର ଦେଶ । ଏହି ପୁଣ୍ୟ ଅବସରରେ ଲିମାପଦର ସରକାରୀ ଉଚ୍ଚ ପ୍ରାଥମିକ…
Read More...

ଗୁଣପୁର ଉପଖଣ୍ଡ ସ୍ତରୀୟ ମିନି ଷ୍ଟାଡିୟମରେ ୭୬ତମ ସ୍ବାଧିନତା ଦିବସ ପାଳିତ……..

ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ମିନି ଷ୍ଟାଡିୟମ ପଡିଆରେ ୭୬ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି l ଗୁଣପୁର ଉପଜିଲ୍ଲାପାଳ ଲୋକନାଥ ଦଳବେହେରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ l କରୋନା କଟକଣାରେ କେବଳ…
Read More...

ଘୁ.ଉଦୟଗିରି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସ୍ଵାଧୀନତା ଦିବସ ପାଳିତ…….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସ୍ଵାଧୀନତା ଦିବସ ପାଳିତ ହୋଇଛି l ଏହି କାର୍ଯାକ୍ରମରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଷମା ପ୍ରଧାନ ଯୋଗ ଦେଇ ପତକା ଉତ୍ତୋଳନ କରିବା ସହ ସରକାରୀ ଯୋଜନାର ସଫଳ ରୂପାୟନ…
Read More...

କଳିଙ୍ଗ ମହାବିଦ୍ୟାଳୟ ରେଡକ୍ରସ ପକ୍ଷରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଶିଶୁ ମାରିଆ ସଦନ ଠାରେ ଫଳ ଏବଂ ବିସ୍କେଟ…

ଅନୁସନ୍ଧାନ ଭାରତ(ବ୍ୟୁର): ସ୍ୱାଧୀନତାର ୭୫ ତମ ପୂର୍ତ୍ତି ଅବସରରେ କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ସ୍ଥିତ କଳିଙ୍ଗ ମହାବିଦ୍ୟାଳୟ ଯୁବ ରେଡକ୍ରସ ପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଶିଶୁ ମାରିଆ ସଦନ ଠାରେ ଅନ୍ତେବାସୀଙ୍କୁ ଫଳ ଓ ବିସ୍କେଟ ବଣ୍ଟନ କରାଯାଇଛି I ଏହି…
Read More...

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଗଜପତି ଷ୍ଟାଡିୟମ୍ ଠାରେ ୭୬ ତମ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ସମାରୋହ…

ଅନୁସନ୍ଧାନ ଭାରତ(ବ୍ୟୁର): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷ'ରୁ ୭୬ ତମ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି l ଏହି ସମାରୋହ କାର୍ଯ୍ୟକ୍ରମ'ରେ ଓଡ଼ିଶା'ର ମାନ୍ୟବର ଶ୍ରମ ଓ କର୍ମଚାରୀ ରାଜ୍ୟ…
Read More...

ବାରଖମା ସିଆରପିଏଫ୍ ୧୨୭ ବାଟାଲିୟନ ପକ୍ଷରୁ ହର୍ ଘର୍ ତୀରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦେଶ ପାଳୁଛି “ଆଜାଦୀ କା ଅମୃତ୍ ମହୋତ୍ସବ” l ଏହି ଅବସରରେ କନ୍ଧମାଳ ଜିଲ୍ଲାର ବାରଖମା ଠାରେ ଅବସ୍ଥିତ ସିଆରପିଏଫ୍ ୧୨୭ ବାଟାଲିୟନ ପକ୍ଷରୁ ହର୍ ଘର୍ ତୀରଙ୍ଗା କାର୍ଯ୍ୟକ୍ରମ…
Read More...

ହିଲଭିୟୁ ପାର୍କ ପାର୍ଶ ପାହାଡ଼ରେ ଅଜଣା ଗଳିତ ମୃତ ଶରୀର ଉଦ୍ଧାର….

ଅନୁସନ୍ଧାନ ଭାରତ(ବ୍ୟୁର): ଦାରିଙ୍ଗବାଡ଼ି ହିଲଭିୟୁ ପାର୍କ ପାର୍ଶରେ ପାହାଡ଼ରେ ଅଜଣା ଗଳିତ ମୃତ ଶରୀରକୁ ଦାରିଙ୍ଗବାଡ଼ି ପୁଲିସ ଉଦ୍ଧାର କରି ଫୁଲବାଣୀ ପଠା ଯାଇଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି l ସୂଚନା ମୁତାବକ ଉକ୍ତ ପାହାଡ଼ରେ ସାରିଙ୍ଗିଇର୍ପି ଗ୍ରାମର ଗାଇବଳଦ ଚରାଇବା…
Read More...