Browsing Category

ଓଡିଶା

ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ବାଲିଗୁଡା ବିଡ଼ିଓ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ବାଲିଗୁଡା……

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ବ୍ଲକ କଳାସଂସ୍କୃତି ସଂଘର ଉପ-ସଭାପତି ପ୍ରମୋଦ କୁମାର ଦଣ୍ଡସେନାଙ୍କ ନେତୃତ୍ୱରେ ବାଲିଗୁଡା ବିଡ଼ିଓ ତଥା ବ୍ଲକ କଳା ସଂସ୍କୃତି ସଂଘର ସଭାପତି ଶଶାଙ୍କ ଶେଖର ପାତ୍ରଙ୍କୁ ଫୁଲ ତୋଡ଼ା ଉପଢ଼ୋକନ ଦେଇ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି l…
Read More...

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ସରକାରୀ ସହାୟତା ଅପେକ୍ଷାରେ ଅଂଚଳ ବାସୀ…..

ଅନୁସନ୍ଧାନ ଭାରତ(ବ୍ୟୁର): ଦାରିଙ୍ଗବାଡ଼ି ବ୍ଲକ କାଟିଙ୍ଗିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖାରିଗୁଡା ଗ୍ରାମର ଦିବାକର ବଳିୟାରସିଂଙ୍କ ଘର କାନ୍ଥ ୨୦ ତାରିଖ ଲଗାଣ ବର୍ଷାରେ ସନ୍ଧ୍ୟା ୬ଟା ସମୟରେ ଭୁଶୁଡି ପଡିଥିବା ଖବର ହସ୍ତଗତ ହୋଇଛି l ସନ୍ଧ୍ୟା ସମୟରେ ଭୁଶୁଡି ଗଲା ରାତ୍ର ଶୋଇଥିବା ବେଳେ…
Read More...

ବାଳ ମୁକୁନ୍ଦ କେନ୍ଦ୍ର ଦ୍ୱାରା ନୂତନ ଶିକ୍ଷା କୌଶଳ ପ୍ରୟୋଗ କରି ବରିଷ୍ଠ ନାଗରିକ ଦିବସ ପାଳିତ…….

ଅନୁସନ୍ଧାନ ଭାରତ(ବ୍ୟୁର): ଭକ୍ତିରସ ଅବତାର ଜଗଦଗୁରୁ ଶ୍ରୀ କୃପାଳୁ ମହାରାଜାଙ୍କ ଶହେତମ ଜନ୍ମବାର୍ଷିକୀ ଉତ୍ସବ ଅଭିଯାନ ବାଳ ମୁକୁନ୍ଦ କେନ୍ଦ୍ର ଦ୍ୱାରା ଚାଲୁଥିବା ବେଳେ ଆଜିର ରବିବାର କାର୍ଯ୍ୟକ୍ରମ ବରିଷ୍ଠ ନାଗରିକ ଦିବସ ଅବସରରେ ଶିଶୁମାନେ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ସହିତ ଘର ଘର ବୁଲି…
Read More...

ଘୁ.ଉଦୟଗିରି ଠାରେ ଦୁର୍ଗା ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ସ୍ଥିତ ଭଞ୍ଜ ମାର୍କେଟ ନିକଟ ଦୂର୍ଗାପୂଜା ମଣ୍ଡପ ଠାରେ ଚଳିତ ବର୍ଷ ହେବାକୁ ଥିବା ଦୁର୍ଗା ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ ହୋଇଯାଇଛି l ଏଥିରେ ପୂଜା କମିଟିର ସଭାପତି କାଳୁଚରଣ ପଣ୍ଡା, ସମ୍ପାଦକ ଅରୁଣ କୁମାର ଷଡଙ୍ଗୀ,…
Read More...

ଲଗାଣ ବର୍ଷାରେ ଭାଙ୍ଗିଲା ତିନି ବଖରା ଘର, ସହାୟତା ଦାବୀ….

ଲଗାଣ ବର୍ଷାରେ ଭାଙ୍ଗିଲା ତିନି ବଖରା ଘର, ସହାୟତା ଦାବୀ…. ଅନୁସନ୍ଧାନ ଭାରତ(ବ୍ୟୁର): ସପ୍ତାହେ ଧରି ହୋଇଥିବା ଲଗାଣ ବର୍ଷାରେ କନ୍ଧମାଳ ଜ଼ିଲ୍ଲାରେ ଅନେକ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି l ଚାଷ ଜମିରେ ପାଣି ପଶି ଏକର ଏକର ଜମିର ଧାନ ଚାଷ ନଷ୍ଟ ହୋଇଛି l କନ୍ଧମାଳ ଜ଼ିଲ୍ଲା ଫିରିଙ୍ଗିଆ…
Read More...

ବଂଶଧାରା ନଦୀର ଜଳସ୍ତର ବିପଦ ସଂକେତ ଉର୍ଦ୍ଧ୍ବରେ ପ୍ରବାହିତ ହେଉଛି….

ଅନୁସନ୍ଧାନ ଭାରତ(ବ୍ୟୁର): ଗଜପତି ଜିଲ୍ଲା କାଶୀନଗର ପାର୍ଶ୍ୱରେ ପ୍ରବାହିତ ହେଉଥିବା ବଂଶଧାରା ନଦୀର ଜଳସ୍ତର ବର୍ତ୍ତମାନ ବିପଦ ସଂକେତ ଉର୍ଦ୍ଧ୍ବରେ ପ୍ରବାହିତ ହେଉଛି l ଏଠାରେ ବିପଦ ସଂକେତ ୫୪.୬୦ ମିଟର ଥିବା ବେଳେ ବର୍ତ୍ତମାନ ୫୪.୮୬ ମିଟର ଉଚ୍ଚତାରେ ପ୍ରବାହିତ ହେଉଛି l କାଶୀନଗର ଅଞ୍ଚଳରେ…
Read More...

ଜଳବନ୍ଦୀ ଅବସ୍ଥାରେ ଟେଲାପାଲି ଓ ସିଙ୍କୁଳି ପଦର ଗାଁ, ଏଯାଏ ପହଂଚିନି ପ୍ରଶାସନ….

ଅନୁସନ୍ଧାନ ଭାରତ(ବ୍ୟୁର): ଲଘୁଚାପ ଜନିତ ଲଗାଣ ବର୍ଷା ସାରା ଓଡିଶାକୁ ବେହାଲ କରି ଦେଇଛି l ବହୁତ ଲୋକଙ୍କ ଘର ଭାଙ୍ଗିଥିବାରୁ ନିରାଶ୍ରୟ ଭାବେ ଜୀବନ କାଟୁଛନ୍ତି ତ ଆଉ କିଛି ଲୋକ ଜଳବନ୍ଦୀ ଭାବେ ଜୀବନ କାଟୁଛନ୍ତି l ଏମିତି ଏକ ଜଳବନ୍ଦୀ ଭିତରେ ଫସିରହିଛନ୍ତି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ…
Read More...

କିରୀକୁଟି ଗ୍ରାମରେ ଭୁଶୁଡ଼ିଲା ଘର କାନ୍ଥ, ଅଳ୍ପକେ ବର୍ତିଲେ ଘରର ସଦସ୍ୟ……

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଦାରିଙ୍ଗବାଡ଼ି ବ୍ଲକର ଅବସ୍ଥା ଲଗାଣ ବର୍ଷା ପାଇଁ ବେହାଲ ହୋଇ ଯାଇଛି l ଗତ ୨ଦିନ ହେଲା ଲଗାଣ ବର୍ଷା ଲାଗି ରହିଥିବା ବେଳେ ଲଗାଣ ବର୍ଷା ଫଳରେ ଦାରିଙ୍ଗବାଡ଼ି ବ୍ଲକ କିରୀକୁଟି ଗ୍ରାମର ବୁଧବାରି କହଁରଙ୍କ ବିଜୁ ପକ୍କା ଘରର ଗୋଟିଏ…
Read More...

ଲଗାଣ ବର୍ଷାରେ ଘର ଘର ବୁଲି ଲୋକଙ୍କ ସମସ୍ୟା ବୁଝୁ ଛନ୍ତି ଟିକାବାଲି ବ୍ଲକ ଅଧ୍ୟକ୍ଷ..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଟିକାବାଲି ବ୍ଲକ ଅନ୍ତର୍ଗତ କଟିମାହା ଗ୍ରାମପଞ୍ଚାୟତ ଓ ପଡ଼ାଙ୍ଗି ଗ୍ରାମପଞ୍ଚାୟତକୁ ଟିକାବାଲି ବ୍ଲକ ଅଧକ୍ଷ ଶ୍ରୀ ଦିଲ୍ଲୀପ କହଁର ସ୍ଥାନୀୟ ସରପଞ୍ଚଙ୍କ ସହ ଗାଁକୁ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି l ସେହିପରି ପାଡ଼ାଙ୍ଗି…
Read More...

ଲଗାଣ ବର୍ଷାରେ ଟିକାବାଲି ଅଞ୍ଚଳରେ ସ୍ଥିତି ସାଂଘାତିକ୍, ମୁକାବିଲା ପାଇଁ ପ୍ରଶାସନର ତତ୍ପରତା…….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଟିକାବାଲି ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଅନେକ ଲୋକଙ୍କ ବାସଗୃହର କାନ୍ଥ ଭୁଶୁଡି ପଡ଼ିଥିବା ଦେଖିବାକୁ ମିଳିଛି l ଲଗୁଚାପ ଲଗାଣ ବର୍ଷା ହେତୁ ଜନଜୀବନ ଅସ୍ତବ୍ୟସ୍ତ l ଅନେକ ଲୋକଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ଘର ନ ଥିବା ବେଳେ…
Read More...