ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ସ୍ଥିତ ଭଞ୍ଜ ମାର୍କେଟ ନିକଟ ଦୂର୍ଗାପୂଜା ମଣ୍ଡପ ଠାରେ ଚଳିତ ବର୍ଷ ହେବାକୁ ଥିବା ଦୁର୍ଗା ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ ହୋଇଯାଇଛି l ଏଥିରେ ପୂଜା କମିଟିର ସଭାପତି କାଳୁଚରଣ ପଣ୍ଡା, ସମ୍ପାଦକ ଅରୁଣ କୁମାର ଷଡଙ୍ଗୀ, କର୍ତ୍ତା ପ୍ରତାପ କୁମାର ପଣ୍ଡା, ପୂଜକ ସୂର୍ଯ୍ୟନାରାୟଣ ଆଚାର୍ଯ୍ୟ, ସଞ୍ଜୟ ଆଚାର୍ଯ୍ୟ, ସୁଧାଂଶୁ ଆଚାର୍ଯ୍ୟ, ପୂଜାକମିଟିର ସଦସ୍ୟ ଅଶୋକ ପାତ୍ର, ଆଶିଷ କୁମାର ସାହୁ, ଦଣ୍ଡପାଣି, ଦୁର୍ଗା ମାଧବ, ସୁଜିତ୍ ସାହୁ, ପତିତପାବନ ସାହୁ , ଦେବୀ ପ୍ରସାଦ ଦାସ, ଅଜିତ ପଣ୍ଡା, ଆନନ୍ଦ ପାତ୍ର, ଚନ୍ଦନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ l