Browsing Category

ଓଡିଶା

ସାଇସମ୍ପତି ରିଅଲଇଷ୍ଟେଟ ତରଫରୁ ଗଣେଶ ପୂଜା ଉପଲକ୍ଷେ ମାଟି ଗଣେଶ ମୂର୍ତ୍ତି ଦାନ….

ଅନୁସନ୍ଧାନ ଭାରତ(ବ୍ୟୁର): ଆସନ୍ତା କାଲି ଗଣେଶ ପୂଜା l ଗଣେଶ ପୂଜା ଉପଲକ୍ଷେ ସାଇସମ୍ପତି ରିଅଲ ଇଷ୍ଟେଟ ପକ୍ଷରୁ ଏକ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟତଃ ପୂଜାଗୁଡିକରେ ଯେଉଁ ମୂର୍ତ୍ତି ତିଆରି ହୁଏ କୁତ୍ରିମ ରଙ୍ଗ ରେ ତିଆରି ହୁଏ ଓ ମୂର୍ତ୍ତି ଗୁଡିକୁ ପୋଖରୀରେ ବିସର୍ଜନ…
Read More...

ଘୁ.ଉଦୟଗିରିରେ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ, ବାଲ୍ୟ ବିବାହ ମୁକ୍ତ ହେଲେ ସୁସମାଜ ଗଠନ ହେବ-…

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ବ୍ଳକ ସ୍ଥିତ ସଭା ଗୃହରେ ସମନ୍ୱିତ ଶିଶୁ ବିକାଶ ବିଭାଗ ପକ୍ଷରୁ ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ସାବିତ୍ରୀ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ବ୍ଲକ୍ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯାକ୍ରମରେ ମୁଖ୍ୟ ଅତିଥି ଭାବେ…
Read More...

ବାଲିଗୁଡାରେ ରାଧାପ୍ରେମ ଲୀଳା ନାଟକ ମଞ୍ଚସ୍ଥ ପାଇଁ ଚାଲିଛି ଆଖଡ଼ା…..

ଅନୁସନ୍ଧାନ ଭାରତ(ବ୍ୟୁର): ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଲୋକ ନାଟକ ପାଇଁ ଜୋରସୋରରେ ଚାଲିଛି ଆଖଡ଼ା l ବର୍ତ୍ତମାନ ଆଧୁନିକ ସ୍ପର୍ଶ କରୁଥିବା ବେଳେ ଧୀରେ ଧୀରେ ପୁରାତନ ସଂସ୍କୃତି ପରମ୍ପରା ଲୁପ୍ତ ହେବାକୁ ଯାଉଛି l ଏହି ସମୟରେ ବିଲୁପ୍ତପ୍ରାୟ ପ୍ରସିଦ୍ଧ ଲୋକ ନାଟକ ରାଧାପ୍ରେମ ଲୀଳାରକୁ…
Read More...

ବାଲିଗୁଡା ଏନଏସିର ଦୁର୍ନୀତି ବିରୋଧରେ କଂଗ୍ରେସର ଏନଏସି ଅଫିସ ଘେରାଉ……

ଅନୁସନ୍ଧାନ ଭାରତ(ବ୍ୟୁର): ଅଫିସରଙ୍କୁ ଆଇନର ପାଠ ପଢ଼ାଇଲେ କଂଗ୍ରେସ ନେତା l ବାଲିଗୁଡା ଏନଏସିରେ ଦିନକୁ ଦିନ ଦୁର୍ନୀତି ବୃଦ୍ଧି ପାଉଛି l ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଓ଼ ଲାଞ୍ଚ କାରବାର, ମୁକ୍ତା ଯୋଜନାରେ ଘୋଟଲା, ସ୍ୱାସ୍ଥ୍ୟ ଜଳ ପରିମଳ ବ୍ୟବସ୍ଥା ବିପର୍ଯୟ,…
Read More...

କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ଜିଲ୍ଲା ପ୍ରେସ କ୍ଳବ ଫୁଲବାଣୀ ଠାରେ ଡଃ ଅରୁପ କୁମାର ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ସାମ୍ବାଦିକ ସୁନିଲ ପଟ୍ଟନାୟକ ସଂଘର ସଭ୍ୟସଭ୍ୟା ଓ କର୍ମକର୍ତ୍ତାମାନଙ୍କୁ ପ୍ରଥମେ ସ୍ୱାଗତ…
Read More...

ଜେମ୍ସ ହସ୍ପିଟାଲ ତରଫରୁ ମେଗା ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଆରମ୍ଭ…….

ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ମାଗଣାରେ ଉପଯୁକ୍ତ ଚିକିତ୍ସା ଉପଲବ୍ଧ ପାଇଁ ମେଗା ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆରମ୍ଭ କଲା ରାଗୋଲୁ ସ୍ଥିତ ଜେମ୍ସ ବେସରକାରୀ ହସ୍ପିଟାଲ l ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଦର ମହକୁମା ଗୁମ୍ମା…
Read More...

ଗୁଣପୁରରେ ସେକ୍ସ ରାକେଟ ଠାବ୍, ଦୁଇଜଣ ଯୁବତୀଙ୍କ ସହ ପାଞ୍ଚ ଜଣ ଗ୍ରାହକ ଗିରଫ….

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ଗୁଣପୁର ଅଂଚଳରୁ ସ୍ଥାନୀୟ ପୁଲିସ ସେକ୍ସ ରକେଟ ଠାବ କରିଛି l ଏହି ଅଭିଯୋଗରେ ପୁଲିସ ୫ ଜଣକୁ ଗିରଫ୍ କରି କୋର୍ଟ ଚାଲାଣ କରିଛି l ଗିରଫ ଆସାମୀ ହେଲେ ଆରକେଏଏସ ଲଜରୁ ଉକମ୍ବା ଗ୍ରାମର ରାତାଲୁ ବାବୁରାଓ, ଗୁଣପୁର ନୀଳାଦ୍ରି ବିହାରରେ ରହୁଥିବା ଲଜ୍ଜ…
Read More...

ପୁଲିସକୁ ପୁଲିସର ଅମାନୁଷିକ ଅତ୍ୟାଚାର, ନ୍ୟାୟ ପାଇଁ ଧାରଣରେ ପରିବାର……

ଅନୁସନ୍ଧାନ ଭାରତ(ବ୍ୟୁର): ଗତକାଲି ଘୁ .ଉଦୟଗିରି ଆଦର୍ଶ ଥାନାରେ କାର୍ଯ୍ୟରତ ମହିଳା ପୋଲିସ୍ ଏସ୍ଆଇ ସ୍ୱାଗତିକା ବେହେରାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି l ମୃତ ଏସ୍ଆଇଙ୍କ ପରିବାର ଲୋକେ ଘୁ.ଉଦୟଗିରିରେ ପହଁଚିବା ପରେ ଏସ୍ଆଇ ସ୍ବାଗତିକାଙ୍କ ମୃତ୍ୟୁ…
Read More...

କନ୍ଧମାଳ ନ୍ୟାୟ, ଶାନ୍ତି ଓ ସଦବାଭନା ସମାଜର ପକ୍ଷରୁ ରାଲି ଓ ସାଧାରଣ ସଭା ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ସ୍ଥିତ କରନେସନ ପଡିଆ ଠାରେ ସଭାପତି ପ୍ରସନ୍ନ ବିଷୋୟୀ ଓ ଅଭୟ ସୁନ୍ଦର ବନମାଳି ଦିଗାଲଙ୍କ ନେତୃତ୍ୱରେ ଶାନ୍ତି ଓ ସଦବାଭନା ସମାଜ, କନ୍ଧମାଳର ପକ୍ଷରୁ ଏକ ବିରାଟ ରାଲି ଓ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି l ସର୍ଵ ପ୍ରଥମେ…
Read More...

ଗଜପତି ଜିଲ୍ଲାର ବିଭିନ୍ନ ନିର୍ମାଣାଧୀନ କାର୍ଯ୍ୟର ସମୀକ୍ଷା ସହ ପରିଦର୍ଶନ କଲେ ପ୍ରମୁଖ ଶାସନ ସଚିବ…….

ଅନୁସନ୍ଧାନ ଭାରତ(ବ୍ୟୁର): ଗଜପତି ଜିଲ୍ଲା ରାୟଗଡ଼ା ବ୍ଲକର ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ପୁଟିସାହି ଠାରୁ ଲିମାରସିଙ୍ଗି ପୋଲ, କାଶୀପଦରର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତା ଓ ଜାତୀୟ ରାଜପଥ ଠାରୁ ବ୍ରଲଣ୍ଡା ରାସ୍ତା କାର୍ଯ୍ୟର ଅଗ୍ରଗତିର ରାଜ୍ୟ…
Read More...