Browsing Category

ଓଡିଶା

ଇମିସ ହିଞ୍ଜିଳିକାଟୁ ସମ୍ବାଦ ତରଫରୁ ସ୍ୱାଭିମାନ ଦିବସ ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): ହିଞ୍ଜିଳିକାଟୁ ଇମିସ ହିଞ୍ଜିଳିକାଟୁ ସମ୍ବାଦ ତରଫରୁ ବ୍ଲକ ପ୍ରତିନିଧି ଦ୍ବିତିକୃଷ୍ଣ ସାବତଙ୍କ ପୌରହିତରେ ମଧୁବାବୁଙ୍କ ଜୟନ୍ତୀ ଅବସରରେ ସ୍ୱାଭିମାନ ଦିବସ ପାଳିତ ହୋଇଯାଇଛି I ଏହି କାଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ଆଇନଜିବୀ ନିର୍ମଳ ସାହୁ, ମୁଖ୍ୟ ବକ୍ତା…
Read More...

କସବସା ଠାରେ ନାବାଳିକାଙ୍କ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ପୂର୍ବାହ୍ନ ୭ ଘଟିକା ସମୟରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ତାଯୁଙ୍ଗୀ ସେକ୍ଟର ହାତୀମୁଣ୍ଡା ପଞ୍ଚାୟତ କସବସା-୧, କସବସା-୨ ଓ ପଣସ ପଦର ଅଙ୍ଗନୱାଡ଼ି କେନ୍ଦ୍ର ତରଫରୁ ଦାରିଂବାଡ଼ି ସିଡିପିଓ ଅଞ୍ଜଳି ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ନାବାଳିକାମାନଙ୍କର…
Read More...

୮୫ ତମ ବାର୍ଷିକ ମହାସଭା ଓ ଫୁଲବାଣୀ ଧର୍ମାଞ୍ଚଳର ରୌପ୍ୟ ଜୟନ୍ତି ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଫୁଲବାଣୀ ଧର୍ମାଞ୍ଚଳ ତରଫରୁ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ପାଷ୍ଟରେଟ ଅଧିନସ୍ଥ ଡ୍ରେପାଙ୍ଗା ଉତ୍ତର ଭାରତ ମଣ୍ଡଳୀ ଠାରେ ୮୪ ତମ ବାର୍ଷିକ ମହାସଭା ଓ ଫୁଲବାଣୀ ଧର୍ମାଞ୍ଚଳର ରୌପ୍ୟ ଜୟନ୍ତି ପାଳିତ ହୋଇଛି I ଏହି ଉତ୍ସବ ଅବସରରେ ତାରିଖ ୨୭ ଠାରୁ ଆରମ୍ଭ ହୋଇ ୨୯…
Read More...

ଅବସରପ୍ରାପ୍ତ କର୍ମଚାରୀଙ୍କ ପକ୍ଷରୁ ଦାବି ସପ୍ତାହ ପାଳନ, ଚିକିତ୍ସା ଭତ୍ତା ସହ ଅନ୍ୟ ୧୦ ଦଫା ଦାବିରେ ମାନ୍ୟବର…

ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟର ସାଢ଼େ ତିନି ଲକ୍ଷ ପେନସନର ଓ ଫାମିଲି ପେନସନର ମାନଙ୍କ ପାଇଁ ପ୍ରତିନିଧିତ୍ଵ କରୁଥିବା ଏକମାତ୍ର ସଂଗଠନ 'ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ' ର ଆହ୍ବାନକ୍ରମେ ୨୪ଏପ୍ରିଲରୁ ରାଜ୍ୟବ୍ୟାପୀ ପାଳନ ହେଉଥିବା ପ୍ରତିବାଦ ସପ୍ତାହ ଅଵସରରେ ଆଜି ୧୦ ଦଫା…
Read More...

ମିଞ୍ଜାପଙ୍କା ଗ୍ରାମରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ, ଦଳରେ ସାମିଲ ହେଲେ ବହୁସଂଖ୍ୟକ ମହିଳା….

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ପୂର୍ବାହ୍ନରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ମିଞ୍ଜାପଙ୍କା ଗ୍ରାମରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି I ଏହି ମିଶ୍ରଣ ପର୍ବରେ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ବହୁ ସଂଖ୍ୟାରେ ମହିଳା ତଥା ଯୁବା ଯୁବତୀ ଯୋଗ ଦେଇଥିଲେ I…
Read More...

ବିଜ୍ଞାନ ମହାବିଦ୍ୟାଳୟ ରାଜନୀତି ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସ୍ଵଂୟ ଶାସିତ ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ମଙ୍ଗଳବାର ମହାବିଦ୍ୟାଳୟର ପୋଷ୍ୟ ଗ୍ରାମ ଆଲପୁର ଠାରେ ରାଜନୀତି ବିଜ୍ଞାନ ତରଫରୁ 'ଗ୍ରାମୀଣ ଓଡ଼ିଶାରେ ନାରୀ ସଶକ୍ତିକରଣ' ଏକ ସମ୍ପ୍ରସାରଣ ଉପରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

କଳିଙ୍ଗା ସରକାରୀ ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ଠାରେ କୁଇ ଭାଷା ଭିତ୍ତିକ ଶିକ୍ଷକ ତାଲିମ ଶିବିର ଉଦଯାପିତ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ସ୍ଥିତ ସରକାରୀ ଡିଏଭି ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ, କଳିଙ୍ଗା ଠାରେ ପାଞ୍ଚ ଦିନିଆ ଜନଜାତି କୁଇ ଭାଷାର ପ୍ରାଥମିକ ଶ୍ରେଣୀରେ ଶିକ୍ଷାଦାନ କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଉକ୍ତ ଉଦଯାପନ ଉତ୍ସବରେ ମୁଖ୍ୟ…
Read More...

ସୁନାନ୍ତର ଗ୍ରାମରେ ଗୋଷ୍ଠୀ ସଂଘର୍ଷ, ୭ ଆହତ…

ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ସୁନାନ୍ତର ଗାଁରେ ଗତ ତିନିଦିନ ତଳେ ଗୋଷ୍ଠୀ ସଂଘର୍ଷ କୁ ନେଇ ଉଭୟ ପକ୍ଷରୁ ସାତ ଜଣ ଆହତ ହୋଇ ଥିଲେ I ଏହି ଘଟଣାକୁ ନେଇ ପୁଲିସ ମଙ୍ଗଳବାର ରାତ୍ରରେ ସୁନାନ୍ତର ଗାଁରେ ଚଢ଼ାଉ କରି ଗାଁର ଜଣା ଶୁଣା ବିଜେଡି ନେତା ନିରଞ୍ଜନ…
Read More...

ଡିହପଢାଳ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଘାଟିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଡିହପଢାଳ ଠାରେ ୩ ଦିନ ବ୍ୟାପି ହେବାକୁ ଥିବା ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦ୍ଘାଟିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷାବିତ୍ ଉମାକାନ୍ତ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦ୍ଘାଟନ କରିଥିବା…
Read More...

କେନ୍ଦ୍ରୀୟ ବନାଞ୍ଚଳରୁ ପୁରୀ ଗଲା ରଥ କାଠ…..

ଅନୁସନ୍ଧାନ ଭାରତ(ବ୍ୟୁର) : ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳର ପୁରୁଣାପାଣିରୁ ଦ୍ୱିତୀୟ ପର୍ଯ୍ୟାୟରେ ବିରାଟ ଶୋଭଯାତ୍ରାରେ ଏକ ଟ୍ରକରେ ଘୋଷଯାତ୍ରା ପାଇଁ ଚିହ୍ନଟ କାଠ ପୁରୀ ଅଭିମୁଖେ ବାହାରିଛି । ପ୍ରଥମ ପର୍ଯ୍ୟାୟରେ ମୁଜାଗଡ ରେଞ୍ଜର ତଡମାରୁ ୨୦ ଟି ଢଉରା କାଠ ଯାଇଥିବା ବେଳେ…
Read More...