Browsing Category

ଓଡିଶା

ଜାତୀୟ କଂଗ୍ରେସ ପକ୍ଷରୁ ବାଲିଗୁଡ଼ାରେ କର୍ମୀ ସମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ବାଲିଗୁଡା ଠାରେ ଜାତୀୟ କଂଗ୍ରେସ ପକ୍ଷରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି I ଉକ୍ତ କର୍ମୀ ସମ୍ମିଳନୀରେ କଂଗ୍ରେସ ଦଳର କନ୍ଧମାଳ ଜିଲ୍ଲା ସଭାପତି ଶ୍ରୀ ଅନାମ ନାୟକ ସଭାପତିତ୍ୱ କରି l ଏହି ଅବସରରେ ବାଲିଗୁଡ଼ା…
Read More...

ଚତୁର୍ଧା ମୂର୍ତ୍ତି ଙ୍କ ଆଗମନରେ ରେ ଶ୍ରୀ ଗୋପୀନାଥଙ୍କୁ ହତାଦର କରାଯାଉ ଥିବା ଚର୍ଚ୍ଚା …

ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁରରେ ଦ୍ବିତୀୟ ଦିବସରେ ନିଜ ଜନ୍ମବେଦୀରେ ମହାପ୍ରଭୁ ଜଗନ୍ନାଥ ମତ୍ସ୍ୟ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । କୁହାଯାଏ ଜନ୍ମ ଜନ୍ମର ପାପକୁ ଦୂର କରିବାକୁ ହେଲେ ଗୁଣ୍ଡିଚା ମଣ୍ଡପରେ ପ୍ରଭୁଙ୍କ ୯ ଦିନ ଦର୍ଶନ କରାଯାଏ । ହଜାର ହଜାର ଭକ୍ତଙ୍କ ଭିଡରେ ଆଜି…
Read More...

ଘୁ.ଉଦୟଗିରି ଠାରେ ବିଶ୍ୱ ଯୋଗ ଦିବସ ପାଳିତ, ଯୋଗ ଦେଲେ ବିଭିନ୍ନ ଛାତ୍ରଛାତ୍ରୀଙ୍କ ସହ ସରକାରୀ କର୍ମଚାରୀ….

ଅନୁସନ୍ଧାନ ଭାରତ(ବ୍ୟୁର): ସୁସ୍ଥତା ମଣିଷକୁ ସଫଳତା ଆଡକୁ ନେଇ ଯାଏ । ସୁସ୍ଥ ଶରୀର ସୁସ୍ଥ ମନ ବିନା ମଣିଷ ଲକ୍ଷ ସ୍ଥଳରେ ପହଁଞ୍ଚି ପାରେ ନାହିଁ । ଆଉ ଏବେ ଶରୀରକୁ ସୁସ୍ଥ ରଖିବାର ପ୍ରମୁଖ ମାଧ୍ୟମ ହେଉଛି ଯୋଗ ପ୍ରାଣାୟାମ । ଏହାକୁ ସାରା ବିଶ୍ୱ ଆପଣେଇ ଥିବା ବେଳେ ଆଜି ମହା ଆଡମ୍ବର ନବମ…
Read More...

ଗୁଣପୁରରେ ତଲାରୀ ଯାତ୍ରା ଏବଂ ରଥଯାତ୍ରା ପାଳିତ: ଏକଲକ୍ଷରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ, ସୁରକ୍ଷାରେ ବ୍ୟାପକ…

ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁରରେ ଚଳିତ ବର୍ଷ ଲକ୍ଷାଧିକ ଭକ୍ତଙ୍କ ଗହଣରେ ପ୍ରଭୁ ଜଗନ୍ନାଥ ବଲଭଦ୍ର ଏବଂ ସୁଭଦ୍ରାଙ୍କ ସହ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ସହିତ ରଥଯାତ୍ରା ବା ତଲାରୀ ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ସେବାୟତଙ୍କ ଦ୍ୱାରା ମଙ୍ଗଳ ଆଳତି ଏବଂ ପରେ ପରେ…
Read More...

ବଂଶଧାରା ପୋଲ ଉପରୁ ଡେଇଁ ଯୁବକ ମୃତ….

ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁରର ସ୍ଥାନୀୟ ବାଉରୀ ସାହିର ଜଣେ ଯୁବକ ବଂଶଧାରା ପୋଲ ଉପରୁ ଡେଇଁ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ଖବର ନେବାରୁ ଜଣାପଡିଛି ଯେ ତ୍ରିପତି ବାଉରୀ(୨୫) ଘରରୁ ବାହାରି ବଂଶଧାରା ନଦୀ ପୋଲ ଉପରକୁ ଯାଇଥିବା ବେଳେ ସେଠାରେ ନିଜ ମାନସିକ ଭାରସାମ୍ୟ ହରାଇ ପୋଲ…
Read More...

ଘୁ.ଉଦୟଗିରିରେ ରଥଯାତ୍ରା ଧୁମଧାମରେ ପାଳିତ: ମାଉସୀ ମା ମନ୍ଦିର ସମ୍ମୁଖରେ ପହଁଚିଲା ତିନି ରଥ, ସୁଭଦ୍ରାଙ୍କ ରଥକୁ…

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରିର ରଥଯାତ୍ରା ଆଜି ମହା ସମାରୋହରେ ଅନୁଷ୍ଠିତ ହୋଇଛି । ସକାଳୁ ରଥ ଯାତ୍ରା ପାଇଁ ସ୍ୱତନ୍ତ୍ର ରିତୀନିତୀ ଅନୁଷ୍ଠିତ ହୋଇଛି ।ରଥ ପ୍ରତିଷ୍ଠା, ଟାହିଆ ଯାତ୍ରା, ପହଣ୍ଡି ଯାତ୍ରା, ଛେରା ପହଁରା , ରଥ ଟଣା ଆଦି ସମସ୍ତ ରୀତିନୀତି ସମୟାନୁଯାୟୀ ଅନୁଷ୍ଠିତ…
Read More...

ପାରଳାଖେମୁଣ୍ଡିରେ ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବ ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଉତ୍କଳମଣି ଗୋପବନ୍ଧୁଙ୍କ ୯୫ ତମ ଶ୍ରାଦ୍ଧ ଅବସରର ପାରଳାଖେମୁଣ୍ଡି ଉପକଣ୍ଠରେ ପ୍ରବାହିତ ମହେନ୍ଦ୍ରତନୟା ନଦୀ କୂଳରେ ଆଜି ସକାଳ ୭.୩୦ ବେଳେ ତିଳ ତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର,…
Read More...

ଗୁଣୁପୁର ଠାରେ ରଥଯାତ୍ରା ପାଳନ ନେଇ ଦ୍ଵିତୀୟ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଅର୍ଥାତ ରବିବାର ଦିନ ଅପରାହ୍ନ ୪ ଘଟିକା ସମୟରେ ଗୁଣପୁର ଉପ-ଜିଲ୍ଲାପାଳ ଲଳିତ କୁମାର କହଁରଙ୍କ ଅଧ୍ୟକ୍ଷତାରେ ଗୁଣପୁର ରଥଯାତ୍ରା ପାଳନ ନିମନ୍ତେ ଦ୍ଵତୀୟ ପ୍ରର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଥିଲା । ମାନ୍ୟବର ଗୁଣପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ, ମନ୍ଦିର…
Read More...

୫ଟି ସଚିବ ଭି.କେ.ପାଣ୍ଡିୟାନଙ୍କ ଘୁ.ଉଦୟଗିରି ଗସ୍ତ, ପର୍ଯ୍ୟଟନ ସ୍ଥଳୀ, ଶିକ୍ଷା ଅନୁଷ୍ଠାନ, କୃଷି ଓ ଧାର୍ମିକ ସ୍ଥଳୀର…

ଅନୁସନ୍ଧାନ ଭାରତ(ବ୍ୟୁର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ୫ଟି ସଚିବ ଭି. କେ.ପାଣ୍ଡିୟାନ ଆଜି ଦାରିଙ୍ଗବାଡିରୁ ଘୁ.ଉଦୟଗିରି ହେଲି କେପ୍ଟର ଯୋଗେ ଆସି ପହଞ୍ଚି ଥିଲେ I ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟ ଖେଳ ପଡ଼ିଆରେ ଏକ ବିରାଟ ଶୋଭାର…
Read More...

କନବାଗେରି ଉତ୍ତର ଭାରତ ମଣ୍ଡଳୀରେ ସଣ୍ଡେସ୍କୁଲ ରାଲି ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଫୁଲବାଣୀ ଧର୍ମାଞ୍ଚଳ ଅଧୀନସ୍ଥ ଉଦୟଗିରି ପାଷ୍ଟରେ ସମ୍ମିଳନୀ ପକ୍ଷରୁ ଆଜି କନବାଗେରି ଉତ୍ତର ଭାରତ ମଣ୍ଡଳୀ ଠାରେ ସଣ୍ଡେସ୍କୁଲ ରାଲି ଅନୁଷ୍ଠିତ ହୋଇଛି I ଏହି ରାଲିରେ ଉଦୟଗିରି ପାଷ୍ଟରେ ସମ୍ମିଳନୀ, ଟିକାବାଲି ପାଷ୍ଟରେଟ, ରାଇକିଆ ପାଷ୍ଟରେଟ ଅଧୀନରେ ଥିବା ୩୦ଟି…
Read More...