Browsing Category

ଓଡିଶା

ସୋରଡା ପାଇଁ ବିଜେଡି ପକ୍ଷରୁ ନାମାଙ୍କନ ଭରିଲେ ସଂଘମିତ୍ରା….

ଭଞ୍ଜନଗର(ନିଲୁ ବିଷୋୟୀ) : ଦ୍ୱିତୀୟ ପର୍ଯ୍ୟାୟରେ ୨୦ ତାରିଖରେ ହେବାକୁ ଥିବା ନିର୍ବାଚନ ନିମନ୍ତେ ପ୍ରାଥୀପତ୍ର ଦାଖଲ ର ଚତୁର୍ଥ ଦିନରେ ୧୨୯ ନଂ ସୋରଡା ନିର୍ବାଚନ ମଣ୍ଡଳୀ ନିମନ୍ତେ ବିଜେଡି ପକ୍ଷରୁ ସଂଘମିତ୍ରା ସ୍ୱାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ ବେଳେ ସୋରଡା…
Read More...

ବିଜୁ ଜନତା ଦଳର ବାଲିଗୁଡା ବିଧାନସଭା ପ୍ରାର୍ଥୀ ଚକ୍ରମଣି କହଁରଙ୍କ ନାମାଙ୍କନ ପତ୍ର ଦାଖଲ….

ବାଲିଗୁଡ଼ା(ସିବନ୍ତ ଦିଗାଲ ): କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳିରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜୁ ଜନତା ଦଳର ପ୍ରାର୍ଥୀ ଚକ୍ରମଣି କହଁର । ଆଜି ବାଲିଗୁଡା ନିର୍ବାଚନ ମଣ୍ଡଳିରେ ହଜାର ହଜାର ବିଜେଡି ପ୍ରେମୀ ଓ ବିଜେଡି କର୍ମୀ ଉପସ୍ଥିତିରେ ବାଲିଗୁଡା ଉପ ଜିଲ୍ଲାପାଳଙ୍କ…
Read More...

ରାଧାକୃଷ୍ଣ ପାଠାଗାର ଠାରେ ମଧୁବାବୁଙ୍କ ଜୟନ୍ତୀ ପାଳିତ….

ଭଞ୍ଜନଗର(ନିଲୁ ବିଷୋୟୀ): ବାଉଁଶଲୁଣ୍ଡି ସ୍ଥିତ ରାଧାକୃଷ୍ଣ ପାଠାଗାରରେ ଉତ୍କଳ ଗୌରବ ମଧୁବାବୁଙ୍କ ୧୭୬ତମଜୟନ୍ତୀ ପାଳନ ହୋଇଛି। ପାଠାଗାରର ଉପସଭାପତି ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପଦ୍ମ ଚରଣ ପ୍ରଧାନଙ୍କ ସଭାପତିତ୍ବରେ "ମଧୁବାବୁଙ୍କ ‘ଉତ୍କଳ’ଓ ଆଜିର ଓଡ଼ିଶା” ଶୀର୍ଷକ ଏକ ଆଲୋଚନା ଚକ୍ର…
Read More...

ଦ୍ଵିତୀକୃଷ୍ଣଙ୍କୁ “ଶ୍ରୀ କ୍ଷେତ୍ର ସେବା ସମ୍ମାନ”

ଭଞ୍ଜନଗର(ନିଲୁ ବିଷୋୟୀ): ପୁରୀର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ପତିତପାବନ ସେବା ସଂଘର ୧୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ଥାନୀୟ ଟାଉନହଲ୍ ଠାରେ ରାଜ୍ୟ ସ୍ତରୀୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗୋପବନ୍ଧୁ ଆଚାର୍ଯ୍ୟ ଓ ତାଙ୍କ ଧର୍ମ ପତ୍ନୀଙ୍କ ବଳିଷ୍ଠ ଉଦ୍ୟମରେ ପ୍ରତିଷ୍ଠିତ ଏହି ସ୍ଵେଚ୍ଛାସେବୀ…
Read More...

ଭଞ୍ଜନଗରରେ ଦୁଇ ଦଳର ଶକ୍ତି ପ୍ରଦର୍ଶନ, ବିଶାଳ ବାଇକ ରାଲିରେ ପାଛୋଟି ଆଣିଲେ କର୍ମୀ…..

ଭଞ୍ଜନଗର(ନିଲୁ ବିଷୋୟୀ): ସାଧାରଣ ନିର୍ବାଚନ ପୁର୍ବରୁ ଶୁକ୍ରବାର ସନ୍ଧ୍ୟାରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ଭାଜପା ଓ ବିଜେଡି ଶକ୍ତି ପ୍ରଦର୍ଶନ କରିଛନ୍ତି । ହଜାର ହଜାର ବାଇକ୍ ଶୋଭାଯାତ୍ରାରେ ଦଳୀୟ କର୍ମୀ ଗଞ୍ଜାମ-ନୟାଗଡ଼ ସିମାନ୍ତ କରସିଂ ଛକରୁ ଉଭୟ ଦଳର ବିଧାୟକ ପ୍ରାର୍ଥୀଙ୍କୁ ଭଞ୍ଜନଗର…
Read More...

ଘୁ.ଉଦୟଗିରି କଂଗ୍ରେସରେ କେଁ: ଦକ୍ଷ, ସକ୍ରିୟ ନେତାଙ୍କୁ ଅଣଦେଖା ଏବଂ ନିଷ୍କ୍ରିୟ ଓ ଦକ୍ଷତା ନ ଥିବା ନେତାଙ୍କ ମୁଣ୍ଡରେ…

ଅନୁସନ୍ଧାନ ଭାରତ(ବ୍ୟୁର): ଏକଦା କଂଗ୍ରେସ ଗଡ଼ ଭାବେ ପରିଚିତ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ କଂଗ୍ରେସରେ ପ୍ରାର୍ଥୀତ୍ୱକୁ ନେଇ ଦିନକୁ ଦିନ ବିବାଦ ବଢିବାରେ ଲାଗିଛି l ଏହି ବିବାଦ ଏବେ ଉଗ୍ର ରୁପ ଧାରଣ କରିଛି l ଯାହା ପାଇଁ ଏଇ କିଛି ଦିନ ହେବ କଂଗ୍ରେସ ଦଳର ଦକ୍ଷ ଓ ଅନୁଭବୀ ସଂଗଠକ ଦଳରୁ…
Read More...

କେରଳରେ ଦାଦନ ଶ୍ରମିକର ମୃତ୍ୟୁ: ଆଖି ବୁଜିଲେ ଖମାରେଡି ଗ୍ରାମର ନରସିଂହ, ମୃତ ଦେହ ଭିଟାମାଟିକୁ ଆଣିବା ପାଇଁ…

ଭଞ୍ଜନଗର(ନିଲୁ ବିଷୋୟୀ): ରୋଜଗାର ପାଇଁ କେରଳ ଯାଇ ଭଞ୍ଜନଗର ବ୍ଳକ ଡୁମାକୁମ୍ପା ପଞ୍ଚାୟତ ଖମାରେଡି ଗ୍ରାମର ନରସିଂହ ସ୍ୱାଇଁ (୪୫) ଙ୍କ ଅକାଳ ବିୟୋଗ ଘଟିଛି। କେରଳ ରେ ଦୀର୍ଘ ବର୍ଷ ଧରି ନରସିଂହ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ କିଛି ଦିନ ତଳେ ସେ ଗାଁକୁ ଆସି ପୁଣି…
Read More...

“ଆମ ସଂସ୍କୃତି, ଆମ ଖେଳନା” କର୍ମଶାଳା ଅନୁଷ୍ଠିତ…

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଳକ ଗୋଷ୍ଠୀ ବଡକୋଦଣ୍ଡା ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଚଳିତ ବର୍ଷର "ଆମ ସଂସ୍କୃତି ଆମ ଖେଳନା କର୍ମଶାଳା ଉଦଯାପିତ ହୋଇଯାଇଛି। ବଡକୋଦଣ୍ଡା ଓ ଲାଲସିଂ କ୍ଲଷ୍ଟର ର ମିଳିତ ସହଯୋଗରେ ଦୁଇ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଉତ୍କଳୀୟ…
Read More...

ହିଞ୍ଜିଳିରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର ଆରମ୍ଭ…..

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ନିର୍ବାଚନୀ ବିଗୁଲ ବାଜିବା ସହ ଦେଶରେ ଗୋଟିଏ ପର୍ଯ୍ୟାୟର ଭୋଗ ଗ୍ରହଣ ପ୍ରକ୍ରିୟା ଶେଷ ହେଲାଣି। ଓଡ଼ିଶାରେ ମୋଟ ୪ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟ ଅର୍ଥାତ୍ ମଇ ୨୦ରେ ଆସିକା ଲୋକସଭା କ୍ଷେତ୍ରରେ ଭୋଟ ଗ୍ରହଣ…
Read More...

ବିଜେଡି – କଂଗ୍ରେସର ବିଶାଳ ବାଇକ୍ ରାଲି ଅନୁଷ୍ଠିତ…

ଭଞ୍ଜନଗର(ନିଲୁ ବିଷୋୟୀ) : ଭଞ୍ଜନଗର ସହରରେ ବିଜେଡି ଓ କଂଗ୍ରେସ ପକ୍ଷରୁ ବୁଧବାର ପୃଥକ ପୃଥକ ଭାବେ ବିଶାଳ ବାଇକ ରାଲି କରାଯାଇଛି । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୭ ତମ ଶ୍ରାଦ୍ଧ ଦିବସ ଭଞ୍ଜନଗର ବିଜେଡି ପକ୍ଷରୁ ପାଳିତ ହୋଇଯାଇଛି । ଏହି ଅବସରରେ ଦଳ…
Read More...