Browsing Category

ଓଡିଶା

ଟୋକାଗଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କିଶୋରୀ ବାଳିକାମାନଙ୍କୁ ନେଇ “ରଜ ଉତ୍ସବ”…

ଭଞ୍ଜନଗର(ନିଲୁ ବିଷୋୟୀ): ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ "ଆଇନା" ତରଫରୁ ଭଂଜନଗର ବ୍ଲକ ଅଧିନସ୍ଥ ବଡକୋଦଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟୋକାଗଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କିଶୋରୀ ବାଳିକା ମାନଙ୍କୁ ନେଇ "ରଜ ଉତ୍ସବ" ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୂଖ୍ୟ ଅତିଥି ରୂପେ…
Read More...

ଗୁମୁଡୁମାହା ଗ୍ରାମରେ ଦେଖା ଦେଇଛି ପାଣି ସମସ୍ୟା, ବାରମ୍ବାର ଅଭିଯୋଗ କଲେ ମଧ୍ୟ୍ୟ ଶୁଣୁନି ପ୍ରଶାସନ…

ବାଲିଗୁଡା (ସିବନ୍ତ ଦିଗାଲ ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକର ପରମପାଙ୍ଗା ଗ୍ରାମ ପଞ୍ଚାୟତର ବହୁ ଚର୍ଚିତ ଗୁମୁଡୁମାହା ଗ୍ରାମରେ ପାଣି ସମସ୍ୟା ଦେଖା ଦେଉଛି । ଦୀର୍ଘ ବର୍ଷ ମୌଳିଜ ସୁବିଧାରୁ ବଞ୍ଚିତ ହେଉଥିଲେ ଏହି ଗ୍ରାମବାସୀ l କିନ୍ତୁ ଏହି କିଛି ବର୍ଷ ହବ 2016 ମସିହାରେ ଗୁଳିକାଣ୍ଡ…
Read More...

ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ବୈଠକ ଅନୁଷ୍ଠିତ….

ବଙ୍ଗୋମୁଣ୍ଡା(ବଂଶୀଧର ବେହେରା): ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ରଶ୍ମିରଞ୍ଜନ ପଟେଲଙ୍କ ସଭାପତିତ୍ୱରେ ଏକ ସାଧାରଣ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି…
Read More...

କାଳ ବୈଶାଖୀ ପ୍ରଭାବରେ ବର୍ଷା ପବନ, ଗଛପଡି ସାତ ଗାଈଗୋରୁ ମୃତ…

ଭଞ୍ଜନଗର(ନିଲୁ ବିଷୋୟୀ): କାଳବୈଶାଖୀ ପ୍ରଭାବରେ ଶୁକ୍ରବାର ଅପରାହ୍ନରେ ବର୍ଷା ପବନ ହେବା ସହ ବ୍ରଜପାତ ଘଟିଛି। ଦିନ ତମାମ ଗରମ ଅନୁଭୂତ ହେବା ସହ ଗୁଳୁଗୁଳି ଜନ ଜୀବନ ଅସ୍ତବ୍ୟସ୍ତ କରି ଦେଇଥିଲା। ପରେ ଅପରାହ୍ନରେ  ପାଗରେ ପରିବର୍ତ୍ତନ ଘଟି ପ୍ରବଳ ପବନ ବୋହିବା ସହ ବର୍ଷା ହୋଇଥିଲା। ବିଶେଷ…
Read More...

ଗୁଣପୁର ପୌର ପରିଷଦରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଦାବୀ ପତ୍ର ପ୍ରଦାନ….

ଗୁଣପୁର(ସୁନିଲ୍ କୁମାର ସାବତ): ଗୁଣପୁର ସହରରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଗୁଣପୁର ଉନ୍ନୟନ ଯୁବ ସଂଗଠନ ତରଫରୁ ୨୦ ଦଫା ଦାବୀ ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ସହର ମଧ୍ୟରେ ଥିବା ମାର୍କେଟ କମ୍ପ୍ଲେକ୍ସ ଗୁଡିକରେ ପାର୍କିଙ୍ଗ ଅଭାବ, ଦୋକାନ ଗୃହ ଗୁଡିଜର ଲିଜ୍ ରୁ…
Read More...

ଭଞ୍ଜନଗର ଇଣ୍ଡୋର ଷ୍ଟାଡିଅମ ଠାରେ ଅନୁଷ୍ଠିତ ଗ୍ରୀଷ୍ମକାଳୀନ ବ୍ୟାଡମିଣ୍ଟନ୍ ଶିବିର ଉଦଯାପିତ…

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ସହରରେ ଥିବା ବହୁମୁଖୀ ଇନ୍ଡୋର ଷ୍ଟାଡିୟମରେ ନୂଆ କ୍ରୀଡା ପ୍ରତିଭାକୁ ଅନ୍ବେଷଣ ନେଇ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏଠାରେ ପ୍ରାୟ ଏକ ମାସ ହେଲା ଚାଲିଥିବା ଗ୍ରୀଷ୍ମକାଳୀନ ବ୍ୟାଡମିଣ୍ଟନ୍ ଶିବିର ଆଜି ଉଦଯାପିତ ହୋଇଛି । ଗତ ମେ ୧ ତାରିଖରୁ…
Read More...

ମାନସିକ ବିକାରଗ୍ରସ୍ତଙ୍କ ସେବା କଲା ବିପଦର ବନ୍ଧୁ….

ଭଞ୍ଜନଗର(ନିଲୁ ବିଷୋୟୀ): ମାନବିକତାର ମୁଲ୍ୟବୋଧକୁ ବୁଝି ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କ ସେବା କଲେ ସ୍ବେଚ୍ଛାସେବୀ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ବିଭିନ୍ନ ଜନଗହଳି ସ୍ଥାନରେ ରହୁଥିବା, ରାସ୍ତାରେ ଏଣେତେଣେ ବୁଲୁଥିବା, ଖୋଲା ଆକାଶ ତଳେ ଜୀବନ ଅତିବାହିତ କରୁଥିବା ଓ ନାଳ ନର୍ଦ୍ଦମାରୁ…
Read More...

ପାନୀୟ ଜଳ ଯୋଗାଇ ପେନାଗବେରୀ ଗ୍ରାମବାସୀଙ୍କ ଦୁଃଖ ଦୂର କଲେ ପ୍ରଶାସନ, ଅଞ୍ଚଳ ବାସୀଙ୍କ ମଧ୍ୟରେ ଖେଳିଲା ଖୁସିର…

ଟିକାବାଲି(ସାନୁଜ କୁମାର ବେହେରା): କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ବୁର୍ବିନାଜୁ ଗ୍ରାମପଞ୍ଚାୟତ ପେନାଗବେରୀ ଗ୍ରାମବାସୀଙ୍କ ଦୁଃଖ ଦୂର କଲେ ପ୍ରଶାସନ l ଗତ 29/5/2024/ତାରିଖ ବୁଧବାର ଦିନ ଗ୍ରାମବାସୀ ପିଇବା ପାଣି ପାଇଁ ଟିକାବାଲି ବ୍ଳବ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ…
Read More...

ଫିରିଙ୍ଗିଆରେ ପ୍ରହସନ ପାଲଟିଛି ବିଧବା ଭତ୍ତା, ସ୍ୱାମୀଙ୍କ ଦେହାନ୍ତ ହେବାର ଦୁଇବର୍ଷ ପରେ ମଧ୍ୟ ମିଳୁନି ବିଧବା…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାରେ ଫେଲ ମାରିଛି ସରକାରୀ ଯୋଜନା l ଯାହାର ନଗ୍ନ ଚିତ୍ର ଫିରିଙ୍ଗିଆ ବ୍ଲକର ପାହିରାଜୁ ଗ୍ରାମରେ ଦେଖିବାକୁ ମିଳିଛି l ସରକାର ମଧୁବାବୁ ପେନସନ ଯୋଜନାରେ ଉଭୟ ବୃଦ୍ଧବୃଦ୍ଧା ଓ ବିଧବା ମହିଳା ମାନଙ୍କୁ ମାସକୁ ମାସ ଭତ୍ତା ଟଙ୍କା ଦେଉଛନ୍ତି । ଗରିବ…
Read More...

କାମ୍ବାନାଜୁରେ ହାତୀ ଉପଦ୍ରଵ: ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ ଓ ଚିନ୍ତାରେ ଚାଷୀ, ହାତୀ ଘଉଡ଼େଇବାରେ ଫେଲ…

ଅନୁସନ୍ଧାନ ଭାରତ(ବ୍ୟୁର): ଜନ ବସତି ମୁହାଁ ହାତୀ ପଲ l ଘୁ.ଉଦୟଗିରି ବ୍ଲକର ବିଭିନ୍ନ ଅଞ୍ଚଳରେ ଦୀର୍ଘଦିନ ଧରି ହାତୀପଲ ଉପଦ୍ରଵ ବଢିବାରେ ଲାଗିଛି l ହେଲେ ହାତୀ ଘଉଡ଼ାଇବାରେ ବନବିଭାଗ ଫେଲ ମାରି ଥିବା କହିଛନ୍ତି ଅଞ୍ଚଳବାସୀ l କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ କାମ୍ବାନାଜୁ ଠାରେ ହାତୀ…
Read More...