Browsing Category

ଓଡିଶା

ବିଦ୍ୟାଳୟକୁ ନିୟମିତ ଆସୁନାହାନ୍ତି ଶିକ୍ଷକ, ମଧ୍ୟାହ୍ନ ଭୋଜନ ପରେ ସ୍କୁଲ ଛୁଟି, ଘଣ୍ଟ ଘୋଡ଼ାଉଛି ଶିକ୍ଷା…

ବାରଖମା(ସନ୍ଦୀପ କୁମାର ନାୟକ): ରାଜ୍ୟ ସରକାରଙ୍କ ନିୟମକୁ ଖୋଲା ଖୋଲି ଉଲଙ୍ଘନ କରୁଛନ୍ତି ଶିକ୍ଷକ । ବିଦ୍ୟାଳୟକୁ ନିୟମିତ ଭାବେ ଖୋଲୁ ନାହାନ୍ତି, ମନ ମୁତାବକ ଖୋଲୁଛନ୍ତି, କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା କୌଣଷି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ସୂଚନା ଅନୁଯାୟୀ କନ୍ଧମାଳ…
Read More...

ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀଙ୍କ ଡାବୁଗାଁ ବ୍ଲକ ସଭାଗୃହରେ ସମୀକ୍ଷା ବୈଠକ….

ନବରଙ୍ଗପୁର(ମିହିର ଶଙ୍କର ପାତ୍ର): ଡାବୁଗାଁ ବ୍ଲକ ସଭା ଗୃହରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ସମସ୍ତ ବିଭାଗିୟ ଅଧିକାରୀମାନଙ୍କୁ ନେଇ ବ୍ଲକରେ ଚାଲୁଥିବା କାର୍ଯ୍ୟ ଉପରେ ସମୀକ୍ଷା କରିଛନ୍ତି । ଏହି ସମୟରେ ମନରେଗାରେ ଅଧିକରୁ ଅଧିକ ଲୋକଙ୍କୁ କାମ ଯୋଗାଇ ଦେବା ପାଇଁ ବିଭାଗୀୟ…
Read More...

ୱାର୍ଡ ସଦସ୍ୟ ଓ ସଦସ୍ୟାମାନଙ୍କ ଏକ ଦିବସୀୟ ପୁନଃ ନବୀକରଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ….

ଦାରିଙ୍ଗବାଡି/ବ୍ରାହ୍ମଣୀ ଗାଁ(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ ପକ୍ଷରୁ ୱାର୍ଡ ସଦସ୍ୟ ଓ ସଦସ୍ୟାମାନଙ୍କ ଏକ ଦିବସୀୟ ପୁନଃ ନବୀକରଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସ୍ଥାନୀୟ ପଞ୍ଚାୟତ ସମିତି ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ରଙ୍କ…
Read More...

ଓଡିଶା ମୋଟର ଚାଳକ ସଂଘର ସଦସ୍ୟ ମୃତ ଗାଡି ଚାଳକ ସ୍ବର୍ଗତ କାଳୁ ଚରଣ ସାହୁଙ୍କ ପରିବାରକୁ ଆର୍ଥିକ ସହାୟତା ରାଶି…

ଅନୁସନ୍ଧାନ ଭାରତ(ବ୍ୟୁର): ଓଡିଶା ମୋଟର ଚାଳକ ସଂଘ ଘୁ. ଉଦୟଗିରି ଶାଖା ତରଫରୁ ମୃତ ଗାଡ଼ି ଚାଳକ ସ୍ବର୍ଗତ କାଳୁ ଚରଣ ସାହୁଙ୍କ ପରିବାରକୁ 40,200 ଟଙ୍କାର ଆର୍ଥିକ ସହାୟତା ରାଶୀ ପ୍ରଦାନ କରାଯିବା ସଂଗେ ସଂଗେ ଚାଲକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ମଧ୍ୟ ଅର୍ପଣ କରାଯାଇଛି l ଏହି ସମୟରେ…
Read More...

ଦାରିଙ୍ଗବାଡି ଠାରେ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା ପାଠା ଶାଳା….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଳକ କୃଷି ଅଧିକାରୀ ଶୀତାଂଶୁ ମାଲିକଙ୍କ ଅଧ୍ୟକ୍ଷତାରେ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା ପାଠାଶାଳା କୃଷି ଅଧିକାରୀ ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସହକାରୀ ବ୍ଳକ କୃଷି ଅଧିକାରୀ ଅଶ୍ଳେଷା ରଥ ସହିତ କୃଷି କର୍ମଚାରୀ,…
Read More...

ସ୍ୱୟଂ ସହାୟକ ଗୋଷ୍ଟି ମହିଳାଙ୍କୁ ଦଶ ଲକ୍ଷ ଋଣ ପ୍ରଦାନ….

ଟିକାବାଲି(ସାନୁଜ ବେହେରା): ଟିକାବାଲି ବ୍ଲକ ପାବୁରିଆ ପଞ୍ଚାୟତର ପାବୁରିଆ ଗ୍ରାମର ମା ମହେଶ୍ୱରୀ ସ୍ୱୟଂ ସହାୟୀକା ଦଳକୁ ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା ତରଫରୁ ଦଶ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଟିକାବାଲି ଗୋଷ୍ଟିଉନ୍ନୟନ ଅଧିକାରୀ ଶ୍ରୀ ହୃଦରଞ୍ଜନ ସାହୁ,…
Read More...

ଗୋପାଳପୁର-ସମ୍ବଲପୁର ରେଳପଥକୁ ପୂର୍ଣ୍ଣାଙ୍ଗ ଅନୁଦାନ ପ୍ରଦାନ ପାଇଁ ମନ୍ତ୍ରୀ ଗୋକୁଳାନନ୍ଦ ମଳିକଙ୍କୁ…

ଭଞ୍ଜନଗର(ନିଲୁ ବିଷୋୟୀ): ଗୋପାଳପୁର-ସମ୍ବଲପୁର ଭାୟା ଫୁଲବାଣୀ ରେଳପଥ ପାଇଁ ବଜେଟରେ ପୂର୍ଣ୍ଣାଙ୍ଗ ଅନୁଦାନ ପ୍ରଦାନ କରିବା ସହ କାର୍ଯ୍ୟକୁ ଆରମ୍ଭ କରିବା ନେଇ ବୁଧବାର ଭଞ୍ଜନଗର ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ଟିମ୍ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ,ଏମ୍ଏସଏମ୍ଇ ମନ୍ତ୍ରୀ…
Read More...

ଦୁର୍ନିତୀର ଗନ୍ତାଘର ପାଲଟିଛି ଗୁଣୁପୁର ସମନ୍ଵିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ…..

ଗୁଣପୁର(ସୁନିଲ୍ କୁମାର ସାବତ): ରାୟଗଡ଼ା ଜିଲ୍ଲା ଗୁଣପୁରର ସମ୍ମନ୍ନିତ ଶିଶୁ ବିକାଶ ବିଭାଗର ଅଧିକାରୀ ସୁଶ୍ରୀ ସୁଷମା ପ୍ରସାଦଙ୍କ ଅଜବ ଗଜବ ଆଚାରଣ ଅଙ୍ଗନବାଡି କର୍ମୀଙ୍କ ପାଇଁ ଭାଳେଣିର କାରଣ ହୋଇଛି l ସମ୍ପୃକ୍ତ ଅଧିକାରୀଙ୍କ ସମ୍ମୁଖରେ ଜି ହଜୁରୀ କରିବା, ନଚେତ୍ ବିଭିନ୍ନ ଆଳରେ ଆକ୍ରୋଶ…
Read More...

ମାଉସୀ ମା’ଙ୍କ ଘରରୁ ବାହୁଡ଼ିଲେ ମହାବାହୁ….

ଗୁଣପୁର(ସୁନିଲ୍ କୁମାର ସାବତ): ରାୟଗଡ଼ା ଜିଲ୍ଲା ଗୁଣପୁର କ୍ଷେତ୍ର ଠାରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି । ବିଭିନ୍ନ ସଂକୀର୍ତନ ମଣ୍ଡଳୀଙ୍କ ନାମ ଉଚ୍ଚାରଣ, କୁନିକୁନି ପିଲାଙ୍କ ଓଡିଶୀ ନୃତ୍ୟ ପରିବେଷଣ, ହରିବୋଲ ଓ ଜୟ ଜଗନ୍ନାଥ ଧ୍ଵନୀରେ ଗୁଣପୁର ବଡ଼ଦାଣ୍ଡରେ ଏକ ଆଧ୍ୟାମିକ…
Read More...

ଘୁ.ଉଦୟଗିରି ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ନବନିର୍ବାଚ୍ଚିତ କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନଙ୍କୁ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ କଳିଙ୍ଗଆ ସ୍ଥିତ ପଥପ୍ରାନ୍ତ ସେବା କେନ୍ଦ୍ର ଠାରେ ଘୁ. ଉଦୟଗିରି ଜୋନ କଂଗ୍ରେସ ସଭାପତି ମାନଭଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ନବନିର୍ବାଚିତ ଘୁ.ଉଦୟଗିରି ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନଙ୍କୁ ସମ୍ବର୍ଦ୍ଧନା କରିବା…
Read More...