Browsing Category

ଓଡିଶା

ମୁଖ୍ୟମନ୍ତ୍ରୀ ବସ ସେବାର ସମୟ ପରିବର୍ତ୍ତନ ଦାବି…..

ଭଞ୍ଜନଗର(ନିଲୁ ବିଷୋୟୀ): ପଞ୍ଚାୟତ ସ୍ତରରୁ ବ୍ଳକ ମୁଖ୍ୟାଳୟକୁ ଆସିବା ପାଇଁ ଲକ୍ଷ୍ମୀ ବସ୍ ସେବା ତତ୍କାଳୀନ ସରକାର ଆରମ୍ଭ କରିଥିଲେ । ବର୍ତ୍ତମାନ ଏହାର ନାମ ପରିବର୍ତ୍ତନ କରାଯାଇ ମୁଖ୍ୟମନ୍ତ୍ରୀ ବସ ସେବା ରଖାଯାଇଛି । ଏହି ବସ୍ ଚଳାଚଳ ବ୍ଳକ ପ୍ରଶାସନ ଦ୍ବାରା ପରିଚାଳିତ ହେଉଥିବା ବେଳେ…
Read More...

ବ୍ରାହ୍ମଣୀଗାଁରେ ଅତିରିକ୍ତ ତହସିଲଦାରଙ୍କୁ ନିଯୁକ୍ତ କରିବା ପାଇଁ ଜିଲ୍ଲା ପାଳଙ୍କୁ ଦାବିପତ୍ର ପ୍ରଦାନ…

ଦାରିଙ୍ଗବାଡ଼ି/ ବ୍ରାହ୍ମଣୀଗାଁ(ଆଶୋକ ସିଂ): ଦାରିଙ୍ଗବାଡି ବ୍ଲକ  ବ୍ରାହ୍ମଣୀଗାଁରେ ଜଣେ ଅତିରିକ୍ତ ତହସିଲଦାରଙ୍କୁ ନିଯୁକ୍ତ କରିବା ପାଇଁ  ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ୧୧ନମ୍ବର ଜୋନ ଅନ୍ତର୍ଗତ ୮ପଞ୍ଚାୟତର ଜନପ୍ରତିନିଧିମାନେ ମଙ୍ଗଳବାର ଦିନ କନ୍ଧମାଳ ଜିଲ୍ଲା ପାଳ ଆଶିଷ ଈଶ୍ୱର…
Read More...

ବରିପଡା ଶଙ୍ଖ ନିକଟରେ ବୃହତ୍ ବଡ଼ ଗାତ, ମରାମତି ଦାବୀ କଲେ ଅଞ୍ଚଳ ବାସୀ…

ବାରଖମା(ସନ୍ଦୀପ କୁମାର ନାୟକ): ବାଲିଗୁଡା ବ୍ଲକ ଅନ୍ତର୍ଗତ ସେନ୍ଦ୍ରିଗାଁ ପଞ୍ଚାୟତରୁ କୁଟିକିଆ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା ନିକଟରେ ବୃହତ୍ ଗାତ ସୃଷ୍ଟି ହୋଇଛି । ସୂଚନା ପ୍ରକାରେ ସେନ୍ଦ୍ରିଗାଁ ପଞ୍ଚାୟତରୁ କୁଟିକିଆ ପଞ୍ଚାୟତକୁ ଏକ ପ୍ରଧାନମନ୍ତ୍ରୀ ସଡକ ରାସ୍ତାଟିଏ ଯାଇଛି। ଏହି…
Read More...

ଅସାବଧାନତା ହେଲା କାଳ, 300 ଫୁଟ ଗାତକୁ ଖସି ଯୁବକ ମୃତ….

ରାଇକିଆ(ଦାନିଏଲ ଦିଗାଳ): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକଅନ୍ତର୍ଗତ ଗୁମାମାହା ପଞ୍ଚାୟତ ନିକଟସ୍ଥ ମଣ୍ଡାସର ପର୍ଯ୍ୟଟନ ସ୍ଥଳୀରେ ଏକ ଅଭାବନୀୟ ଘଟଣା ଘଟିଛି l ପାଞ୍ଚ ଜଣ ସାଙ୍ଗଙ୍କ ସହ ବୁଲିବାକୁ ଯାଇଥିବା ସମୟରେ ଉଚ୍ଚ ପଥର ଶୃଙ୍ଗକୁ ଚଢିବାକୁ ଚେଷ୍ଟା କରିଥିବା ବେଳେ ଗାତକୁ ଖସି ବନ୍ଦନା…
Read More...

କୁଡୁତୁଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରିନ୍ସିପାଲଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ, ଜବତ ହୋଇ ଥିବା ଭଲ ମୋବାଇଲ ବଦଳରେ…

ବାରଖମା (ସନ୍ଦୀପ କୁମାର ନାୟକ): ପ୍ରିନ୍ସିପାଲଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ କରିଛନ୍ତି ଛାତ୍ର ଛାତ୍ରୀ । କୁଡୁତୁଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରନ୍ସିପାଲ ପ୍ରଭାତ କୁମାର ଜେନାଙ୍କ ବିରୋଧରେ ଛାତ୍ରଛାତ୍ରୀ ଓ ଅଭିବକଙ୍କ ପକ୍ଷରୁ କନ୍ଧମାଳ ଜିଲ୍ଲା କ.ନୁଆଗାଁ ଥାନାରେ ଲିଖିତ ଅଭିଯୋଗ…
Read More...

ବାଲୁଙ୍କେଶ୍ୱର ମନ୍ଦିରରେ ଶ୍ରାବଣୀ ଶିବ ଲିଙ୍ଗ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ…..

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ନୁଆଗଡ ସ୍ଥିତ ବାଲୁଙ୍କେଶ୍ୱର ମନ୍ଦିର ପରିସରରେ ଶ୍ରାବଣ ମାସରେ କାଉଡିଆଙ୍କ ଭିଡକୁ ପରିଲିକ୍ଷିତ କରି ଶ୍ରାବଣୀ ଶିବ ଲିଙ୍ଗ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବରେ ବିଜୟ…
Read More...

ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ…

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ସହରର ଧର୍ମପରାୟଣ ବ୍ୟକ୍ତି ସୁବାଷ ଚନ୍ଦ୍ର ପଣ୍ଡାଙ୍କ  ୭୨ବର୍ଷ ବୟସରେ ତାଙ୍କ ମହାଗୁଡା ସାହି ବାସଭବନରେ ଶନିବାର ରାତ୍ର ଏକ ଘଣ୍ଟା ସମୟରେ ହୃଦଘାତରେ  ପରଲୋକ ଘଟିଛି ।  ସେ ସରକାରୀ ଚାକିରୀରୁ ଅବସର ନେବା ପରେ ବିଭିନ୍ନ ଧାର୍ମିକ କାର୍ଯ୍ୟରେ ଜଡ଼ିତ…
Read More...

“ଦାରିଙ୍ଗବାଡି : ଅଭୁଲା ସ୍ମୃତି ” ପୁସ୍ତକର ସମୀକ୍ଷା ସମାରୋହ ଓ କବିତା ପାଠ….

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସଭାଗୃହ ପରିସରରେ ରବିବାର ସାହିତ୍ୟ କାର୍ଯ୍ୟକ୍ରମ ତଥା ପୁସ୍ତକ ସମୀକ୍ଷା ସମାରୋହ ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ସଂଯୋଜକ ତଥା ବରିଷ୍ଠ କବି, ସାହିତ୍ୟିକ ବିଦେଶୀ ନାୟକଙ୍କ…
Read More...

ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ତାଳ ଗଛ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ…

ବ୍ରାହ୍ମଣୀଗାଁ(ଅଶୋକ କୁମାର ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ତାଳ ଗଛ ରୋପଣ କାର୍ଯ୍ୟକ୍ରମରର ଶୁଭାରମ୍ଭ ହୋଇ ଯାଇଛି l ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ବିଜୁଳୀ ଘଡ଼ଘଡ଼ିକୁ ରୋକିବା ଓ ଜନ ଜୀବନକୁ ସୁରକ୍ଷା ଦେବା ଲକ୍ଷ୍ୟରେ ତାଳ…
Read More...

ସିର୍କାବର୍ଗକୁ ଯାତାୟତ ବାଧାପ୍ରାପ୍ତ…

ଦାରିଙ୍ଗବାଡି(ଆଶୋକ ସିଂ): ଦାରିଙ୍ଗବାଡିରୁ ସିର୍କାବର୍ଗକୁ ସଂଯୋଗ କରୁଥିବା ରାସ୍ତାର ଜାଞ୍ଜିକୁଟି ପୋଲ ଭାଙ୍ଗିବା ପରେ ସିର୍କାବର୍ଗ ପଞ୍ଚାୟତକୁ ଯୋଗାଯୋଗ ସଂପୂର୍ଣ୍ଣ ବିଛିନ୍ନ ହୋଇ ଯାଇଛି । ଦାରିଙ୍ଗବାଡି ଠାରୁ ସିର୍କାବର୍ଗ ଯିବା ପାଇଁ ହେଲେ ଦନେକବାଡ଼ିର ଜାଞ୍ଜିକୁଟି ନାଳ ଦେଇ ଯିବାକୁ…
Read More...