Browsing Category

ଓଡିଶା

ଟିକାବାଲି ସରସ୍ବତୀ ଶିଶୁମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ….

ଟିକାବାଲି(ସାନୁଜ ବେହେରା ): ଟିକାବାଲି ସରସ୍ବତୀ ଶିଶୁମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି l ଏହି ବିଜ୍ଞାନ ମେଳରେ ଟିକାବାଲି ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀମତୀ ବୋନୋଦିନୀ ତ୍ରିପାଠୀ ଓ ଶ୍ରୀ ଜଗନ୍ନାଥ ଜେନା ଓ AMCS ମହାବିଦ୍ୟାଳୟର PG ଛାତ୍ରୀ ଓ ପୂର୍ବରୁ…
Read More...

ବି.ଡି ପୁର କଲେଜର ନୂତନ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା…

ଭଞ୍ଜନଗର,(ନିଲୁ ବିଷୋୟୀ): ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ବିଡିପୁର ସ୍ଥିତ ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଥିବା ବଦ୍ରି ନାରାୟଣ ପାତ୍ରଙ୍କୁ କଲେଜ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ପ୍ରଶାସନିକ ଅଧିକାରୀ ଅଧ୍ୟାପକ ଦିଲ୍ଲୀପ କୁମାର…
Read More...

ରାଜ୍ୟସ୍ଥରିୟ ୩୭ତମ ଟାଇକୋଣ୍ଡୋ ଚମ୍ପିୟାନସିପ ଅନୁଷ୍ଠିତ…

ହିଞ୍ଜିଳିକାଟୁ( ସଂସ୍କାର ପଟ୍ଟନାୟକ): ରାଜ୍ୟସ୍ଥରିୟ ୩୭ତମ ଟାଇକୋଣ୍ଡୋ ଚମ୍ପିୟାନସିପ ଦୁଇଦିନ ଧରି ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମ କଟକ ଠାରେ ଅନୁଷ୍ଠିତ ହୋଇଯାଇଛି । ଚମ୍ପିୟାନସିପରେ କେଡେଟ, ଜୁନିଅର ଓ ସିନିଅର ୪୫୦ ଜଣ ଛାତ୍ର ଛାତ୍ରୀ ଭାଗ ନେଇଛନ୍ତି ‌। ହିଞ୍ଜିଳିକାଟୁ ଓ…
Read More...

ପୋଖରୀରେ ବୁଡି ଯୁବକ ମୃତ….

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ହିଞ୍ଜିଳି ଥାନା ଅନ୍ତର୍ଗତ ଦାରୁଭଦ୍ରା ଗ୍ରାମ ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ ଘଟିଛି | ସୂଚନା ଅନୁସାରେ ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ପାଣିଗ୍ରାହୀ ନଗର ସାହିର ଟିକିନା ପ୍ରସାଦ ପାଢ଼ୀ (୩୮) ରବିବାର ସନ୍ଧ୍ୟାରେ ଶଶୁର ଘର ହିଞ୍ଜିଳି ଥାନା…
Read More...

ଶୁଣିଲାନି ପ୍ରଶାସନ ସହଯୋଗର ହାତ ବଡେ଼ଇଲେ ସମାଜସେବି

ବାଲିଗୁଡା (ସିବନ୍ତ ଦିଗାଲ ):କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ମିଡ଼ିଆକିଆ ଗ୍ରାମ ପଞ୍ଚାୟତ ର ସେନାପଡି ଗ୍ରାମ ର କାର୍ଜି ଦିଗାଲ ପ୍ରଧାନମନ୍ତ୍ରୀ ଆବାସ ଘର ରୁ ବଞ୍ଚିତ ଅଛନ୍ତି। ବୟସ ପ୍ରାୟ 27,ପରିବାରରେ ବାସ କରନ୍ତି ପାଞ୍ଚ ଜଣ। କାର୍ଜି ଦିଗାଲ କୁଳି ମଜୁରୀ କାମ କରନ୍ତି ଗୋଟେ…
Read More...

ଭଞ୍ଜନଗର ଏସ୍ଏନସିୟୁ କୁ ଶ୍ରେଷ୍ଠ ପୁରସ୍କାର

ଭଞ୍ଜନଗର,(ନିଲୁ ବିଷୋୟୀ) : ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ରହିଥିବା ସ୍ବତନ୍ତ୍ର ନବଜାତ ଶିଶୁ ଚିକିତ୍ସା କେନ୍ଦ୍ର(ଏସ୍ଏନସିୟୁ) ରାଜ୍ୟ ସ୍ତରରେ ଶ୍ରେଷ୍ଠ ପୁରସ୍କାର ପାଇଛି। ରାଜ୍ୟ ସ୍ବାସ୍ଥ ବିଭାଗ ପକ୍ଷରୁ ଭୂବନେଶ୍ବର ଠାରେ ଚାଲିଥିବା ସମୀକ୍ଷା କର୍ମଶାଳାରେ ରାଜ୍ୟର ବିଭିନ୍ନ ଜିଲ୍ଲା…
Read More...

ସାଞ୍ଜାସୋରୁ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ, ହିଲଭିୟୁ ପର୍ଯ୍ୟଟନ ସ୍ଥଳୀ ସମେତ ଅନେକ ସ୍ଥାନ ହେବ ବିକାଶ…

ଦାରିଙ୍ଗବାଡ଼ି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସାଞ୍ଜାସୋରୁ ଉନ୍ନୟନ କମିଟି ବୈଠକ ଗୁରୁବାର ଦିନ ସ୍ଥାନୀୟ ସମିତି ସଭା ଗୃହ ଠାରେ ଅନୁଷ୍ଠିତ ହୋଇ ଯାଇଛି । ବାଲିଗୁଡ଼ା ଉପଜିଲ୍ଲାପାଳ ରିନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମିତି ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ,…
Read More...

ନବମ ଶ୍ରେଣୀ ଛାତ୍ରର ଆତ୍ମହତ୍ୟା….

ଭଞ୍ଜନଗର(ନିଲୁ ବିଷୋୟୀ): ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ କେ. ନୂଆଁଗଡ଼ ଗ୍ରାମର ଜଣେ ନବମ ଶ୍ରେଣୀ ଛାତ୍ର ମୂଷା ମରା ବିଷ ଖାଇ ଆତ୍ମହତ୍ୟା କରିଥିବା ଗାଙ୍ଗପୁର ଥାନାରେ ଅଭିଯୋଗ ହୋଇଛି I ଆତ୍ମହତ୍ୟା କରିଥିବା ଛାତ୍ର ଜଣଙ୍କ ହେଲେ କେ ନୂଆଁଗଡ଼ ଗ୍ରାମର ନାରାୟଣ ପରିଡ଼ାଙ୍କ ବଡ଼…
Read More...

ବ୍ରାହ୍ମଣୀଗାଁରେ ନୂତନ ବ୍ଲକ ଗଠନ ପାଇଁ ମୁଖ୍ୟ ମନ୍ତ୍ରୀଙ୍କୁ ଦାବୀ ଜଣେଇଲେ ଘୁ.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର…

ବ୍ରାହ୍ମଣୀଗାଁ(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଜି ଉଦୟଗିରି ନିର୍ବାଚନ ମଣ୍ଡଳୀ ର ନବ ନିର୍ବାଚିତ ବିଧାୟକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନଙ୍କୁ ବ୍ରାହ୍ମଣୀଗାଁରେ ଏକ ନୂତନ ବ୍ଲକ ଗଠନ ପ୍ରତିଷ୍ଠା ପାଇଁ ଅଞ୍ଚଳ ବାସୀଙ୍କ ତରଫରୁ ଏକ ସ୍ବତନ୍ତ୍ର ଦାବୀପତ୍ର ପ୍ରଦାନ କରାଯାଇ ଥିଲା । ବିଧାୟକ…
Read More...

ପ୍ରଶାସନର ଅଣଦେଖା, ଜନପ୍ରତିନିଧି ଓ ଅଞ୍ଚଳ ବାସୀଙ୍କ ଦାବୀ ସତ୍ୱେ ମଧ୍ୟ ମରାମତି ହେଉ ନାହିଁ ଗାଇବା ପଂଚାୟତ…

ପାରୋଳାଖେମୁଣ୍ଡି( ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚାୟତ ଗାଇବା ଖ୍ରୀଷ୍ଟୀୟାନ ସାହି l ହେଲେ ଏହି ସାହିକୁ ଯାତାୟାତ କରିବା ପାଇଁ ବହୁ ବର୍ଷ ପୂର୍ବେ ନିର୍ମିତ ରାସ୍ତାର ମରାମତି ହୋଇ ପାରି ନାହିଁ l ଟିକିଏ ବର୍ଷା ହେଲେ ସାହି ରାସ୍ତାରେ କୁତ୍ରିମ…
Read More...