Browsing Category

ଓଡିଶା

ନୁଆପଡ଼ାରେ ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ କାର୍ଯ୍ୟକ୍ରମର ଶୁଭାରମ୍ଭ..

ନୁଆପଡ଼ା(ବିରବଲ ପ୍ରଧାନ): ନୂଆପଡା ନେସନାଲ ହାଇସ୍କୁଲ ଠାରେ ଜିଲ୍ଲାର ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଉମାକାନ୍ତ ମେହେରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସର ଶୁଭାରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ନୂଆପଡା ବ୍ଲକ, ଖରିଆର ରୋଡ଼ ଗୋଷ୍ଠୀ…
Read More...

ଭଞ୍ଜନଗର ପୁଅ ଏବେ ଗୁଗଲରେ ବୈଜ୍ଞାନିକ…

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଲକ ବଡ଼କୋଦଣ୍ଡା ଗ୍ରାମ ବାସିନ୍ଦା ଡକ୍ଟର ସ୍ୱରୂପ ରଞ୍ଜନ ମିଶ୍ର ଦେଶ ବିଦେଶରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ଭଞ୍ଜନଗର ଡିହଫଢାଳ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସ୍ୱେଚ୍ଛାସେବୀ ସଙ୍ଗଠନ…
Read More...

୧୦ ଫୁଟ ଲମ୍ବର ଅହିରାଜ ଉଦ୍ଧାର…

ଭଞ୍ଜନଗର(ନିଲୁ ବିଷୋୟୀ): ଉତ୍ତର ଘୁମୁସର ବନଖଣ୍ଡ ତାରାସିଂ ବନାଞ୍ଚଳ ଅଧୀନ ଗରୁଡ଼ପଥର ଗ୍ରାମର ରାଜୁ ସେଠୀଙ୍କ ଘର ଶୌଚାଳୟରୁ ଏକ ବିରାଟକାୟ ଅହିରାଜ ସାପ ଉଦ୍ଧାର ହୋଇଛି । ବନ ବିଭାଗ କର୍ମଚାରୀମାନେ ଖବର ପାଇଁ ଅହିରାଜକୁ କାବୁ କରିଛନ୍ତି । ଗ୍ରାମର ରାଜୁ ସେଠୀ ନିଜ ଶୌଚାଳୟକୁ ଯିବା…
Read More...

ଗୋଲାମୁଣ୍ଡା ମଣ୍ଡଳ ସ୍ତରୀୟ ବିଜେପିର ପ୍ରସ୍ତୁତି ବୈଠକ, “ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ” ଉପରେ…

କଳାହାଣ୍ଡି ଜିଲ୍ଲା(ଅଶ୍ୱିନ ମଲ୍ଲିକ): ଗୋଲାମୁଣ୍ଡା ବ୍ଲକ ର ସଦର ମଣ୍ଡଳରେ ଭାରତୀୟ ଜନତା ପାର୍ଟିର ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ତୁମୁରା ଧାନ ମଣ୍ଡି ଠାରେ ଅନୁଷ୍ଠିତ ହୋଇ ଯାଇଅଛି ।ଆଗକୁ ସ୍ଵାଧୀନତା ଦିବସ ଅବସରରେ "ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ"କୁ କିପରି ପଞ୍ଚାୟତରୁ ଗ୍ରାମ୍ୟ…
Read More...

ଖୁଡିଗୁଡା ଠାରେ ଶିକ୍ଷକ ଓ ଅଭିଭାବକ ବୈଠକ ଓ କୃମି ନାଶକ ଦିବସ ପାଳନ…

ନବରଙ୍ଗପୁର(ମିହିର ଶଙ୍କର ପାତ୍ର): ପାପଡା ହାଣ୍ଡି ବ୍ଳକ ଅନ୍ତର୍ଗତ ସେମଳା ଆଞ୍ଚଳିକ ସାଧନ କେନ୍ଦ୍ର ର ଖୁଡିଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗଣ ଶିକ୍ଷା ବିଭାଗର ନିର୍ଦେଶନାମା ପ୍ରକାରେ ବୈଠକ ଅନୁଷ୍ଠିତ ହୋଇଥିଲା ।ବୈଠକରେ ପିଲାମାନଙ୍କ ଅଭିଭାବକ ଓ ଶିକ୍ଷକ ସହଯୋଗରେ ବୈଠକ ଅନୁଷ୍ଠିତ…
Read More...

ଗୋଠ ଛଡ଼ା ଦନ୍ତାହାତୀ ଉତ୍ପାତ ପାଇଁ ପାଟଣା ରେଞ୍ଜର ଲୋକ ଭୟଭୀତ….

କେନ୍ଦୁଝର(ଆର୍ତ୍ତତ୍ରାଣ ପାତ୍ର): କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାପଡା ସେକ୍ସନର ବିଟ୍ ଅଧିନରେ ଥିବା ସାହାରପଡା ବ୍ଲକ ଅନ୍ତର୍ଗତ କପୁଣ୍ଡି ପଞ୍ଚାୟତ ଚୁଟିଆ ପଶି ଓ କରଞ୍ଜିଆ ପଡା ଗାଁରେ ଗତ କାଲି ରାତିରେ ଗୋଟିଏ ଗୋଠ ଛଡ଼ା ଦନ୍ତାହାତୀ ରାତି ସାରା ଦୁଇଟି ଗାଁରେ ତାଣ୍ଡବଲୀଳା କରିଥିଲା…
Read More...

ନୂଆପଡ଼ା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ବିଶ୍ବ ଆଦିବାସୀ ଦିବସ ପାଳିତ…

ନୁଆପଡ଼ା(ବିରବଲ ପ୍ରଧାନ): ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ବିଶ୍ବ ଆଦିବାସୀ ଦିବସ ପାଳିତ ହୋଇ ଯାଇଅଛି । ଏହି ଉପଲକ୍ଷେ ନୂଆପଡ଼ା ମିନି ଷ୍ଟଡିୟମରୁ ଏକ ଶୋଭାଯାତ୍ରା ବାହାରି ନୂଆପଡ଼ା ନଗର ପରିକ୍ରମା କରିଥିଲା ଏକତା ଛକ ଠାରେ ଆଦିବାସୀଙ୍କ ବର୍ଷୀୟାନ…
Read More...

ଗୁଣପୁର ଥେରୁବାଲି ରେଳ ପ୍ରକଳ୍ପରେ ଖୁବଶୀଘ୍ର ବାଜିବ ମୋହର, ରେଳ ମନ୍ତ୍ରାଳୟରୁ ମିଳିଲା ସାମ୍ଭାବ୍ୟ ସୂଚନା…

ଗୁଣପୁର(ସୁନିଲ୍ କୁମାର ସାବତ): ରାଜ୍ଯରେ ନୂଆ ସରକାର ଆସିବା ପରେ ଏବେ ଗୁଣପୁର ବାସିଙ୍କ ବହୁ ବର୍ଷର ସ୍ବପ୍ନ ଶାକାର ହେବାର ସମ୍ଭାବନା ଶୃଷ୍ଟି ହେଉଛି । ଡବଲ ଇଞ୍ଜିନ ସରକାର ଠାରୁ ସ୍ଥାନୀୟ ବାସିନ୍ଦାଙ୍କର ଯାହା ଅପେକ୍ଷା ଥିଲା ତାହାହିଁ ହବାକୁ ଯାଉଛି । ଖୁବଶୀଘ୍ର ବହୁ ପ୍ରତିକ୍ଷିତ ଗୁଣପୁର…
Read More...

ଗୁଣୁପୁର ଅଞ୍ଚଳରେ ବଢ଼ି ଚାଲିଛି ବାଲି ଚୋରା ଚାଲାଣ, ଗତିପଥ ବଦଳାଇ ଜନବସତି ମୁହାଁ ହେଉଛି ନଦୀ…

ଗୁଣପୁର(ସୁନିଲ୍ କୁମାର ସାବତ): ଗୁଣପୁର ଅଞ୍ଚଳରେ ଥିବା ପ୍ରମୁଖ ଚିରସ୍ରୋତା ନଦୀରୁ ଚାଲିଛି ମନ ଇଚ୍ଛା ବାଲି ଖନନ ହେଉ ଥିବା ଅଭିଯୋଗ ହୋଇଛି l ଏହା ଉପରେ କୌଣସି ଅଙ୍କୁଶ ରହୁନ ଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି । ଏ ଭଳିକି ପଡୋଶୀ ଆନ୍ଧ୍ରପ୍ରଦେଶ ରାଜ୍ୟକୁ ଦିନ ରାତି ବାଲି ଚାଲାଣ ହେଉଛି…
Read More...

ଗ୍ରାମ୍ୟ ରାସ୍ତା ଅଧା ପନ୍ତରିଆ, ବିଭାଗୀୟ ଅଧୀକାରୀଙ୍କ ଦୃଷ୍ଟି. ନାହିଁ ….

ନୂଆପଡ଼ା: (ବିରବଲ ପ୍ରଧାନ): ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ୩୫୩ ନମ୍ବର ଜାତୀୟ ରାଜପଥ ଉଦ୍ୟାନବନ୍ଧରୁ କୁରେଶ୍ୱର ରାସ୍ତା ତିଆରି କାମ ଅଧା ପନ୍ତରିଆ ଭାବରେ ଶୋଚନୀୟ ହୋଇ ପଡ଼ିଛି l ପ୍ରାପ୍ତ ସୂଚନା ଅନୁସାରେ ଗତ ଡିସେମ୍ବର ୨୦୨୩ ରେ ଗ୍ରାମ୍ୟ ସଡ଼କ ଯୋଜନା ପାଣ୍ଠିରୁ ଉଦ୍ୟାନବନ୍ଧ…
Read More...