Browsing Category

ଓଡିଶା

କୋକସରା ବ୍ଲକ ଅଫ ଜର୍ଣ୍ଣାଲିଷ୍ଟ ପକ୍ଷରୁ ୭୮ ତମ ସ୍ୱାଧୀନତା ଦିବସ ପାଳନ…..

କୋକସରା(ତ୍ରିଲୋକ୍ୟ ବେଶ୍ରା): ୭୮ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଆନନ୍ଦ ଉଲ୍ଲାସର ସହିତ ଦେଶବ୍ୟାପୀ ସ୍ୱାଧୀନତା ଦିବସ ପାଳିତ ହୋଇଛି l ଏହି ପରିପେକ୍ଷୀରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ପକ୍ଷରୁ କୋକସରା ଧାନ ମଣ୍ଡି ପରିସରରେ ସାମ୍ବାଦିକ ସଙ୍ଘ ସଭାପତି…
Read More...

ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ, ପଞ୍ଚାୟତ ସମିତି ବୈଠକ ରେ ଅନୁପସ୍ଥିତ ଥିବା ଅବକାରୀ ଅଧିକାରୀଙ୍କ ଦରମା ବନ୍ଦ ପାଇଁ…

ଗୋଲାମୁଣ୍ଡା (ଅଶ୍ୱିନ ମଲ୍ଲିକ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସଭାଗୃହଠାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବିଡିଓ ଶ୍ରୀଧର ପଣ୍ଡା, ତହସିଲଦାର ଚନ୍ଦନ କୁମାର ନାୟକ, ଉପାଧ୍ୟକ୍ଷା ପଞ୍ଚମୀ…
Read More...

ଗୋଳମୁଣ୍ଡାରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ….

ଗୋଲାମୁଣ୍ଡା(ଅଶ୍ୱିନ ମଲ୍ଲିକ): ୭୮ତମ ସ୍ବାଧୀନତା ଦିବସ ଅବସରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି I ଏହି କାର୍ଯ୍ୟ କ୍ରମ ଗୋଲାମୁଣ୍ଡା ବିଡ଼ିଓ ଶ୍ରୀଧର ପଣ୍ଡାଙ୍କଙ୍କ ତତ୍ତ୍ୱାବଧାନରେ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଗୋଲାମୁଣ୍ଡା ବ୍ଲକ…
Read More...

ଜିଲ୍ଲା ସ୍ତରୀୟ ଆଇ.ସି.ସି ଏବଂ ଏଲ.ସି.ସିର ତାଲିମ କାର୍ଯକ୍ରମ ଅନୁଷ୍ଠିତ…

ନୁଆପଡ଼ା(ବିରବଲ ପ୍ରଧାନ): ନୁଆପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ କର୍ମ କ୍ଷେତ୍ରରେ ମହିଳାମାନଙ୍କ ଯୌନ ନିର୍ଯାତନା (ନିଷେଧ, ନିବାରଣ ଏବଂ ପ୍ରତିକାର) ଆଇନ-୨୦୧୩ ସମ୍ପର୍କିତ ଜିଲ୍ଲା ସ୍ତରୀୟ ଆଇ ଆଇ.ସି.ସି ଏବଂ ଏଲ.ସି.ସିର ସଦସ୍ୟମାନଙ୍କ ତାଲିମ୍ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି…
Read More...

ଜାତୀୟ ପତାକା ଦେଶବାସୀଙ୍କ ସ୍ୱାଭିମାନ ଓ ଗୌରବ

ଭୁବନେଶ୍ୱର: ଜାତୀୟ ପତାକା ଦେଶବାସୀଙ୍କ ସ୍ୱାଭିମାନ ଓ ଗୌରବ । ଜାତୀୟ ପତାକାକୁ ସମ୍ମାନର ସହିତ ଉଚ୍ଚ ସ୍ଥାନରେ ରଖିବା ଆମ ସମସ୍ତଙ୍କର ଦାୟୀତ୍ୱ  । ତ୍ରିରଙ୍ଗା ମାଧ୍ୟମରେ ଜାତୀୟତାବାଦ, ରାଷ୍ଟ୍ରବାଦ ପ୍ରଚାର କରିବା ସହ ଦେଶପ୍ରେମ ଜାଗ୍ରତ କରିବା ବିଜେପି ଯୁବମୋର୍ଚ୍ଚାର ଉଦେ୍ଦଶ୍ୟ ବୋଲି…
Read More...

ଅଙ୍ଗଦାନ ଦ୍ୱାରା ଅନେକ ମୂଲ୍ୟବାନ ଜୀବନ ବଞ୍ଚିଥାଏ: ମୁକେଶ ମହାଲିଙ୍ଗ

ଭୁବନେଶ୍ୱର: ଅଙ୍ଗଦାନଠାରୁ ମହତ୍ କାର୍ଯ୍ୟ ଆଉ କିଛି ନାହିଁ କାରଣ ଅଙ୍ଗଦାନ ଦ୍ୱାରା ଅନେକ ମୂଲ୍ୟବାନ ଜୀବନ ବଞ୍ଚିପାରିଥାଏ  । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ଜନହିତୈଷୀ ସରକାର ଅଙ୍ଗଦାତା ଏବଂ ତାଙ୍କର ପରିବାରକୁ ସର୍ବୋଚ୍ଚ ସମ୍ମାନ ଜଣାଇ ଲୋକସେବା ଭବନ ତୃତୀୟ ମହଲାସ୍ଥିତ…
Read More...

କାହିଁକି ପାଣ୍ଡିଆନଙ୍କ ବିରୋଧରେ ଏତଲା

ଭୁବନେଶ୍ୱର : ଭିକେ ପାଣ୍ଡିଆନଙ୍କ ନାମରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି  । ଆଇନଜୀବୀ ସୁଧିର ଚରଣ ମହାନ୍ତି ଏତଲା ଦେଇଛନ୍ତି  । ଖଣି ମାଲିକଙ୍କ ଠାରୁ ପାଣ୍ଡିଆନ୍‌ କୋଟି କୋଟି ଟଙ୍କା ଉତ୍କୋଚ ନେଇଛନ୍ତି  । କମ୍ପାନୀଗୁଡ଼ିକୁ ସେ ଅନୁକମ୍ପା ଦେଖାଇଛନ୍ତି  । ବିପୁଳ କଳା ଟଙ୍କାକୁ ସେ…
Read More...

କୋକସରା ବ୍ଲକ ସଭାଗୃହରେ ମାଣ୍ଡିଆ ଚାଷ ପ୍ରୋତ୍ସାହନ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା ଅନୁଷ୍ଠିତ…

କୋକସରା(ତ୍ରିଲୋକ୍ୟ ବେଶ୍ରା): ମିଲେଟ ମିଶନକୁ ପୂର୍ବତନ ରାଜ୍ୟ ସରକାର ଏକ ମିଶନ ଭାବେ ନେଇ ଚାଷିଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଓ ମାଣ୍ଡିଆରେ ଉତ୍ପାଦିତ ଖାଦ୍ୟ ସାମଗ୍ରୀକୁ ବଜାରରେ ବିକ୍ରି କରିବା ପାଇଁ ମିଶନ ଶକ୍ତି ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଜରିଆରେ ପ୍ରୟାସ ଆରମ୍ଭ କରିଥିଲେ ।…
Read More...

ଡିଜିଟାଲ ଫସଲ ସର୍ବେକ୍ଷଣ, ବ୍ଲକ ସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ….

କୋକସରା(ତ୍ରିଲୋକ୍ୟ ବେଶ୍ରା): ଓଡିଶା ରାଜ୍ୟର ଚାଷିଙ୍କୁ ଚାଷ ପାଇଁ ସରକାରୀ ସ୍ତରରେ ସଠିକ ଭାବେ ଫସଲ ସର୍ବେକ୍ଷଣ ଡିଜିଟାଲ ଆପ ମାଧ୍ୟମରେ ଓଡିଶା କୃଷକ ପୋର୍ଟାଲ ମଧ୍ୟରେ ତଥ୍ୟ ସଂଗ୍ରହ କରିବା ପାଇଁ ଓଡିଶା କୃଷି ସଶକ୍ତିକରଣ ବିଭାଗ ପକ୍ଷରୁ ଡିଜିଟାଲ ସର୍ବେ ଚଳିତ ମାସ ୧୫ରୁ ସେପ୍ଟେମ୍ବର ମାସ…
Read More...

ବିଭିନ୍ନ ଦୋକାନରେ ଖାଦ୍ୟ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ବିଭାଗର ମିଳିତ ଚଢ଼ାଉ…

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରିରେ ଆଜି ଖାଦ୍ୟ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ ହୋଇଛି I ଘୁ.ଉଦୟଗିରି ସହରରେ ଥିବା ବିଭିନ୍ନ ଦୋକାନ ଏବଂ ହୋଟେଲରେ ହଠାତ ବୁଧବାର ଦିନ ପ୍ରଶାସନ ଦ୍ୱାରା ଚଢ଼ାଉ ହୋଇଛି I ବିଭିନ୍ନ ଦୋକାନରେ ଥିବା ଗୁଟଖା, ସିଗାରେଟ, ମୃଦୁ…
Read More...