Browsing Category
ଓଡିଶା
ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆମ୍ବୁଲାନ୍ସ ଅଭାବ, ଜନ ଅସନ୍ତୋଷରୁ ଦେଖାଦେଇଛି ଉତ୍ତେଜନା….
ସିମୋନବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆମ୍ବୁଲାନ୍ସ ଅଭାବ ହେତୁ ସେଜରେ ଛଟପଟ ହଉଛନ୍ତି ରୋଗୀ । ଲୋକଙ୍କ ଅସନ୍ତୋଷରୁ ଦେଖାଦେଇଛି ଉତ୍ତେଜନା । ଶନିବାର ଦ୍ବିପ୍ରହରରୁ ଗୁରୁତର ରୋଗୀଙ୍କୁ ଅଧିକ ଚିକିତ୍ସା ପାଇଁ ଅନ୍ୟତ୍ର ହସ୍ପିଟାଲ…
Read More...
Read More...
ଭଞ୍ଜନଗର ଥାନାରେ ‘ଜୁଭେଣ୍ଟିକା’ ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ….
ଭଞ୍ଜନଗର(ନିଲୁ ବିଷୋୟୀ): ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ରାଜ୍ୟର ସମସ୍ତ ଥାନାରେ ସଚେତନତା କାର୍ଯ୍ୟକ୍ରମ ‘ଜୁଭେଣ୍ଟିକା’ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଭିସି ଯୋଗେ ଏହାକୁ ଅପରାହ୍ଣ ୪ଟା ବେଳେ ଉଦ୍ଘାଟନ କରିଥିବା ବେଳେ ଗଞ୍ଜାମ…
Read More...
Read More...
ଲୋକ ଅଦାଲତରେ ୧୯୮ଟି ମାମଲାର ସମାଧାନ….
ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ସିଭିଲ କୋର୍ଟ ପରିସରରେ ଶନିବାର ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଭଞ୍ଜନଗରର ଅତିରିକ୍ତ ଜିଲା ଦୌରାଜଜ୍ ତଥା ତାଲୁକ ଆଇନ ସେବା କମିଟି ଅଧ୍ୟକ୍ଷ ଶେଖ୍ ମହମ୍ମଦ କଏସଙ୍କ ନେତୃତ୍ୱରେ ଅନୁଷ୍ଠିତ ଲୋକଅଦାଲତରେ ସିନିୟର…
Read More...
Read More...
ଜଡାମାହାରେ ହାତୀ ଆତଙ୍କ, ରୋଷେଇ ଘର ଭାଙ୍ଗିଦେଲା ଦନ୍ତା…
ଅନୁସନ୍ଧାନ ଭାରତ(ବ୍ୟୁର): କିଛି ଦିନର ବ୍ୟବଧାନ ପରେ ପୁଣିଥରେ ଘୁ.ଉଦୟଗିରି ଅଞ୍ଚଳରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ଗ୍ରେସିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ୧ ନମ୍ବର ୱାର୍ଡର ଜଡାମାହା ଗ୍ରାମରେ ରାତ୍ରି ସମୟରେ ଏକ ଦନ୍ତା ହାତୀ ପ୍ରବେଶ କରି ନିଦ୍ରାବତି ପ୍ରଧାନଙ୍କ ରୋଷେଇ ଘର ଭାଙ୍ଗି…
Read More...
Read More...
ବ୍ଲକ ଭୀମ ଆର୍ମି ସଂଗଠନ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ….
ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ଆଦିବାସୀ ସାଂସ୍କୃତିକ ଭବନ ଠାରେ ବ୍ଲକ ଭୀମ ଆର୍ମି ସଂଗଠନ ପକ୍ଷରୁ ଏକ ସାଧାରଣ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ସଂଗଠନର ସଦସ୍ୟ ଓ ସମର୍ଥକମାନେ ଉପସ୍ଥିତ ରହି…
Read More...
Read More...
ବିଦ୍ୟାଳୟ ହେଉଛି ଲୁକ୍କାୟିତ ପ୍ରତିଭା ପ୍ରଦର୍ଶନ କରିବାର ଉତ୍କୃଷ୍ଟ ମାଧ୍ୟମ, ପ୍ରଭାତୀ ତାରା ବାଳିକା ଉଚ୍ଚ ବିଦ୍ୟାଳୟ…
ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଅଞ୍ଚଳରେ ନାରୀଶିକ୍ଷାକୁ ଗଢ଼ି ତୋଳିବା ପାଇଁ ପ୍ରଭାତୀ ତାରା ବାଳିକା ଉଚ୍ଚ ବିଦ୍ୟାଳୟ ସ୍ୱତନ୍ତ୍ର ଶିକ୍ଷା ଦାନ କରି ଆସୁଅଛି । ଏହି ବିଦ୍ୟାଳୟଟି କେବଳ ପୋଥି ଗତଶିକ୍ଷାରେ ସୀମିତ ନୁହେଁ, ଛାତ୍ରୀ…
Read More...
Read More...
ଦୀର୍ଘ ଦିନ ଧରି ମରାମତି ନହେବାରୁରୁ ଅଚଳ ହୋଇ ପଡ଼ିଛି ନଳକୂପ, ବାଞ୍ଜାମାହା ଗ୍ରାମର ହରିଜନ ସାହିରେ ଜଳ କଷ୍ଟ…..
ସିମୋନବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସିର୍କାବର୍ଗ ପଞ୍ଚାୟତ ଅନ୍ତର୍ଗତ ବାଞ୍ଜାମାହା ଗ୍ରାମ ହରିଜନ ସାହିରେ ବିଶୁଦ୍ଧ ପାନୀୟ ଜଳ ସମସ୍ୟା ଦେଖିବାକୁ ମିଳିଛି । ଏହି ସାହିରେ ୩୫ ପରିବାର ବସବାସ କରନ୍ତି । ହେଲେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ଠାରୁ ହିଁ ପିଇବା…
Read More...
Read More...
ବ୍ରାହ୍ମଣୀଗାଁ ଋଷିମାଳ ମହା ବିଦ୍ୟାଳୟ ସ୍ତରୀୟ ଇଣ୍ଟରସିପ କାର୍ଯ୍ୟକ୍ରମ ଅନୁଷ୍ଠିତ….
ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ଋଷିମାଳ ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ଭାସ୍କର ଚରଣ ନାୟକଙ୍କ ଅଧ୍ୟକ୍ଷତାରେ ଗ୍ରୀଷ୍ମ ଅବକାଶ ବୃତ୍ତିଗତ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଞ୍ଚଳରେ ପ୍ରାୟ…
Read More...
Read More...
ରାୟଗଡ ଥାନାରେ ନୂତନ ଥାନା ଅଧିକାରୀ ଭାବେ ପ୍ରମୋଦ କୁମାର ଖଣ୍ଡୁଆଳଙ୍କ ଯୋଗଦାନ….
ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ଥାନାରେ ନୂତନ ଥାନା ଅଧିକାରୀ ଭାବରେ ପ୍ରମୋଦ କୁମାର ଖଣ୍ଡୁଆଳ ଯୋଗଦାନ କରିଛନ୍ତି । କିଛି ଦିନ ତଳେ ଜିଲ୍ଲା ପୁଲିସ ମୁଖ୍ୟାଳୟ ତରଫରୁ ଥାନା ଅଧିକାରୀମାନଙ୍କ ବଦଳୀ ଆଦେଶ ଜାରି କରାଯାଇଥିଲା । ସେହି ପ୍ରକାରେ ପ୍ରମାଦ କୁମାର ଖଣ୍ଡୁଆଳଙ୍କୁ…
Read More...
Read More...
ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ନେଇ ଧାରଣା ଓ ଦାବିପତ୍ର ପ୍ରଦାନ…
ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ନେଇ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ୮ ନମ୍ବର ୱାର୍ଡ଼ କାଉଁସିଲର ଯାକେଶ ପ୍ରଧାନଙ୍କ ନେତୃତ୍ୱରେ ୱାର୍ଡ଼ ବାସିନ୍ଦାଙ୍କ ତରଫରୁ ଏକ ଲିଖିତ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ…
Read More...
Read More...