Browsing Category

ଓଡିଶା

“ସ୍ଵଚ୍ଛତା ହିଁ ସେବା” ପକ୍ଷ ପାଳନ ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

ନୂଆପଡା(ବିରବଲ ପ୍ରଧାନ): ଏବେ ସମଗ୍ର ଦେଶରେ ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର  ପର୍ଯ୍ୟନ୍ତ ସ୍ୱଚ୍ଛ ଭାରତ ମିଶନ ଆନୁକୂଲ୍ୟରେ ସ୍ଵଚ୍ଛତା ହିଁ ସେବା ପକ୍ଷ  ପାଳନ କରାଯିବ l ଚଳିତ ବର୍ଷ ଏହି କାର୍ଯ୍ୟକ୍ରମକୁ  ଗ୍ରାମ୍ୟ ସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ସଫଳତାର ସହିତ ପାଳନ କରିବା ପାଇଁ ସ୍ୱଚ୍ଛ…
Read More...

ସାଇବର କମାଣ୍ଡୋ ଟ୍ରେନିଙ୍ଗ ପାଇଁ ଓଡିଶାରୁ ୭ ପୁଲିସ ଅଫିସର ଯୋଗ୍ୟ ବିବେଚିତ, ଗଜପତି ଜିଲ୍ଲା ରାଉଦୟଗିରିରୁ…

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗୃହମନ୍ତ୍ରୀ ଅମିତ ଶାହା ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (ଆଇ ଫୋର ସି )ର ପ୍ରଥମ ବାର୍ଷିକ ସ୍ଥାପନା ମହୋତ୍ସବରେ ଯୋଗ ଦେଇ ସାଇବର କମାଣ୍ଡୋ ବିଂଗର ଲୋଗୋ ଉନ୍ମୋଚନ କରିଛନ୍ତି l ଏହି ଅବସରରେ ଦେଶର…
Read More...

ନୂଆପଡା ଜିଲ୍ଲାପାଳଙ୍କ ଅଚାନକ ମୋ ସେବା କେନ୍ଦ୍ର ପରିଦର୍ଶନ…

ନୂଆପଡା(ବିରବଲ ପ୍ରଧାନ): ନୂଆପଡା ଜିଲ୍ଳାରେ ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ଜନ ସେବା କେନ୍ଦ୍ରମାନଙ୍କରେ କିଭଳି ହେଉଛି ଏହା ନିରୀକ୍ଷଣ କରିବା ପାଇଁ ଜିଲ୍ଲପାଳ ମଧୁସୂଦନ ଦାଶ  ଆଜି ହଠାତ ଖରିଆରରୋଡ ଏନଏସି ସ୍ଥିତ କିଛି କମ୍ପୁଟର କେନ୍ଦ୍ର ନିରୀକ୍ଷଣ କରିଥିଲେ l ଏହି ଅବସରରେ ସେଠାରେ…
Read More...

ସାମ୍ବାଦିକଙ୍କ ବିରୋଧରେ ଷଡଯନ୍ତ୍ର ଓ ମିଥ୍ୟା ମାମଲା ଘଟଣା, ୧୩ ତାରିଖରୁ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ…

ପାରଳାଖେମୁଣ୍ଡି/ରାୟଗଡ଼(ପ୍ରବୀଣ ଲିମା/ଟିକି ଲିମା): ଷଡଯନ୍ତ୍ର ଓ ମିଥ୍ୟା ମାମଲା ଘଟଣାକୁ ବିରୋଧ କରି ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୩ତାରିଖରୁ ସାମ୍ବାଦିକ ମାନେ ଅନିର୍ଦ୍ଧିଷ୍ଟ କାଳ ଗଣଧାରଣାରେ ବସିବେ । ସୂଚନାଯୋଗ୍ୟ ଯେ ରାୟଗଡ ବ୍ଲକ ଅନ୍ତର୍ଗତ ପେଗେଡା ସରକାରୀ…
Read More...

ସବଜୋନ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ……

ଭଞ୍ଜନଗର(ନିଲୁ ବିଷୋୟୀ): ମୁଜାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସବଜୋନ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ବିଦ୍ୟାଳୟ ଅଧକ୍ଷା ବୈଜନ୍ତିମାଳା ପ୍ରିୟଦର୍ଶିନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ପ୍ରାକ୍ତନ ପ୍ରଧାନଶିକ୍ଷକ ତଥା ଶିକ୍ଷକନେତା ସନ୍ତୋଷ କୁମାର ଜେନା ଆନୁଷ୍ଠାନିକ…
Read More...

ମାଁ ମାଣିକେଶ୍ଵରୀ ବିଜୟ ଛତର ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ….

ଭବାନୀପାଟଣା(ତୁଳମଣି ନାଗ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ଥିବା ଜିଲ୍ଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମାଁ ମାଣିକେଶ୍ଵରୀଙ୍କ ବିଜୟ ଛତର ଯାତ୍ରା ଲକ୍ଷ ଲକ୍ଷ ଦର୍ଶକଓ ଶ୍ରଦ୍ଧାଳୁଙ୍କ ଭିଡ଼ରେ ମାଙ୍କ ବିଜୟ ଛତର ଯାତ୍ରା ଜେନାଖାଳ ଠାରୁ ବାହାରି ମା ମାଣିକେଶ୍ଵରୀ ମନ୍ଦିରକୁ ପ୍ରତ୍ୟେକ ବର୍ଷ…
Read More...

ଭଞ୍ଜନଗରରେ ୯୪ କେନ୍ଦ୍ରରେ ଚାଲିଛି ‘ସୁଭଦ୍ରା’ ଯୋଜନାର ଆବେଦନ…..

ଭଞ୍ଜନଗର(ନିଲୁ ବିଷୋୟୀ): ରାଜ୍ୟରେ 'ସୁଭଦ୍ରା' ଯୋଜନା ପାଇଁ ବର୍ତ୍ତମାନ କ୍ରେଜ୍‌ ଜାରି ରହିଛି । ଏହାରି ମଧ୍ୟରେ 'ସୁଭଦ୍ରା' ଯୋଜନାକୁ ନେଇ ବଡ଼ ଅପଡ଼େଟ ଆସିଛି । ଆଧାର ସହିତ ମୋବାଇ ନମ୍ବର ଲିଙ୍କ ନ ଥିଲେ 'ସୁଭଦ୍ରା' ଯୋଜନାରେ ଆବେଦନ କରିପାରିବେ । ଏଥି ସହିତ 'ସୁଭଦ୍ରା' ଯୋଜନାକୁ…
Read More...

ରାଇରଙ୍ଗପୁର ଏଲ୍ଆଇସି ଶାଖା ଏଜେଣ୍ଟସ୍ ତରଫରୁ ଚବିଶତମ ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ…..

ରାଇରଙ୍ଗପୁର(ଉତ୍ତମ ରାମ) : ଭାରତୀୟ ଜୀବନବୀମା ଏଜେଣ୍ଡସ୍ ନିଗମ ( ଲିଆଫି 64 ) ଆନୁକୂଲ୍ୟରେ ରାଇରଙ୍ଗପୁର ଏଲ୍ ଆଇ ସି ଶାଖା ଏଜେଣ୍ଟସ୍ ମାନଙ୍କ ଦ୍ବାରା ଚବିଶିତମ ବାର୍ଷିକ ସାଧାରଣ ଅଧିବେଶନ ସ୍ଥାନୀୟ ପିସିଏମ କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସମ୍ମାନିତ ଅତିଥି ଭାବେ କଟକ…
Read More...

ତାଙ୍ଗିଲିଡ଼ାର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ଗୁମ୍ମା ବ୍ଲକ ଅଧ୍ୟକ୍ଷା….

ଗୁମ୍ମା( ନିରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଗୁମ୍ମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତାଙ୍ଗିଲିଡ଼ା ଗ୍ରାମର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ଗୁମ୍ମା ବ୍ଲକ ଅଧ୍ୟକ୍ଷା  ଶ୍ରୀମତୀ ସୁନେମି ମଣ୍ଡଳ । ତାଙ୍ଗିଲିଡ଼ା ଗ୍ରାମର ସୋଲାର ଜଳ ଯୋଗାଣ ପ୍ରକଳ୍ପ, ଆମ ଓଡ଼ିଶା ନବୀନ…
Read More...

ବନବିଭାଗକୁ ବିରଳ ବଜ୍ରକାପ୍ତା ହସ୍ତାନ୍ତର କଲେ ଗ୍ରାମବାସୀ…

ଗୋଲାମୁଣ୍ଡା(ଅଶ୍ୱିନୀ ମଲ୍ଲିକ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମାନଝରି ଗ୍ରାମରେ ଏକ ବଜ୍ରକାପ୍ତାକୁ ମାନଝରି ଗ୍ରାମବାସୀ ବନବିଭାଗକୁ ହସ୍ତାନ୍ତର କରିଛନ୍ତି । ସୁଚନାଯୋଗ୍ୟ ଯେ, ବୁଧବାର ରାତି ଅଧରେ ମାନଝରି ଗ୍ରାମର ଅଘ୍ରିଆ ପଡ଼ା ସ୍ଥିତ ପୁରୁଣା ପଞ୍ଚାୟତ ପାଖରେ…
Read More...