Browsing Category
ଓଡିଶା
ସେରଙ୍ଗ ଅଙ୍ଗନବାଡି କର୍ମୀ ଚୟନରେ ଅନିୟମିତତା ଅଭିଯୋଗ, ଜିଲ୍ଲାପାଳଙ୍କ ଦ୍ଵାରାସ୍ତ ହେଲେ ଗ୍ରାମବାସୀ……
ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ବେଳେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଛନ୍ତି ଅଞ୍ଚଳବାସୀ । ସେଥିମଧ୍ୟରୁ ଅଙ୍ଗନବାଡି କର୍ମୀ ଚୟନ ପ୍ରକ୍ରିୟାରେ ଅନିୟମିତତା ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସୂଚନାଯୋଗ୍ୟ…
Read More...
Read More...
ଲଗାଣ ବର୍ଷାରେ ଭାଙ୍ଗିଲା ଦେବବ୍ରତଙ୍କ ଘର ଜଳମଗ୍ନରୁ ଅଳ୍ପକେ ବଞ୍ଚିଲେ ଗୋଟିଏ ପରିବାର….
କାମାକ୍ଷାନଗର(ସୌମ୍ୟରଞ୍ଜନ ନାୟକ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ଅଁଳାକଟା ଗ୍ରାମରେ ଦୁଃଖ ଉପରେ ଲଲିତା ବିଡଡା l ଗୋଟିଏ ଗରିବ ପରିବାର ଉପରେ ଦାଉ ସାଜିଲା ଲଗାଣ ବର୍ଷା l ସୂଚନା ଯୋଗ୍ୟ ଯେ ଦେବବ୍ରତ ସାହୁ ଜଣେ ଦିନ ମଜୁରିଆ ଭାବରେ କାମକରନ୍ତି ଯାହା ପଇସା ମିଳେ ତେଳ ଲୁଣରେ…
Read More...
Read More...
ଡିହପଢାଳରେ ବିଜେପିର ସେବା ପକ୍ଷ ପାଳିତ…
ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ନିର୍ବାଚନମଣ୍ଡଳୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ସେବା ପକ୍ଷ ପାଳନ ଅବସରରେ ଡିହପଢାଳ ପଞ୍ଚାୟତରେ ଏକ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠାନ ହୋଇଯାଇଛି । ସ୍ଥାନୀୟ କଲ୍ଯାଣ ମଣ୍ଡପରେ ଅନୁଷ୍ଠିତ ସ୍ବାସ୍ଥ୍ୟ ଶିବିରକୁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ…
Read More...
Read More...
ନୂଆଗଡ ପଞ୍ଚାୟତ ସମିତି ଅଷ୍ଟମ ସାଧାରଣ ବୈଠକ ଅନୁଷ୍ଠିତ…
ରା.ଉଦୟଗିରି( ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ନୂଆଗଡ ପଞ୍ଚାୟତ ସମିତିର ଅଷ୍ଟମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମିତି ଅଧ୍ୟକ୍ଷ୍ୟା ମାଳତୀ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଗତ ବୈଠକର ବିବରଣୀ ପାଠ ପରେ ନୂଆଗଡ ବ୍ଲକ୍ ଅନ୍ତର୍ଗତ ୧୯ ଗୋଟି ପଞ୍ଚାୟତର ସମସ୍ୟା…
Read More...
Read More...
ସୁଭଦ୍ରା ପାଇଁ ବ୍ୟାଙ୍କ ସମ୍ମୁଖରେ ମହିଳାଙ୍କ ଲମ୍ବା ଲାଇନ….
ଧରାକୋଟ(ସୁନୀଲ କୁମାର ଚୌଧୁରୀ ): ଗତ ୧୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଓଡ଼ିଶାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଛି । ଏହି ଯୋଜନାରେ ନିଜକୁ ସାମିଲ କରିବା ପାଇଁ ମହିଳା ମାନେ ୧୭ ତାରିଖ ପୂର୍ବରୁ ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ର ସମ୍ମୁଖରେ ରାତି ଉଜାଗର…
Read More...
Read More...
ବହୁ ଦିନ ବ୍ୟବଧାନ ପରେ ଟିକାବାଲି ସମିତି ବୈଠକ ଅନୁଷ୍ଠିତ…..
ଟିକାବାଲି(ସାନୁଜ ବେହେରା): ଟିକାବାଲି ବ୍ଲକ ସମିତି କାର୍ଯ୍ୟାଳୟର ସଭାଗୃହ ଠାରେ ବହୁ ଦିନର ବ୍ୟବଧାନ ପରେ ଆଜି ସମିତି ଅଧ୍ୟକ୍ଷ ଶ୍ରୀ ଦିଲୀପ କହଁରଙ୍କ ଅଧ୍ୟକ୍ଷତାରେ ସମିତି ବୈଠକ ଅନୁଷ୍ଠିତ ହୋଇଛି | ଗ୍ରାମପଞ୍ଚାୟତ ଅଧିକାରୀ ପ୍ରଶାନ୍ତ ଦିଗାଳ ପ୍ରଥମେ ପୂର୍ଵ ବୈଠକର ବିବରଣୀ ପଠନ କରିଥିଲେ…
Read More...
Read More...
ଶ୍ରୀମନ୍ଦିରରେ ବ୍ୟବହାର ହେଉଥିବା ଘିଅର ମାନ ଯାଞ୍ଚ ହେବ – ଜିଲ୍ଲାପାଳ….
ପୁରୀ(ମାନସ କୁମାର ଦାସ): ପୁରୀ ଶ୍ରୀମନ୍ଦିରରେ ବ୍ୟବହାର ହେଉଥିବା ଘିଅର ମାନ ଯାଞ୍ଚ ହେବ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୋଠ ଭୋଗ, ବରାଦି ଭୋଗ ଓ ଅନ୍ୟାନ୍ୟ ଭୋଗରେ ଘିଅ ବ୍ୟବହୃତ ହୁଏ । ବ୍ୟବହୃତ ହେଉଥିବା ଘିଅର ମାନ ଯାଞ୍ଚ ହେବ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମଙ୍ଗଳବାର…
Read More...
Read More...
ବ୍ରାହ୍ମଣୀଗାଁ ଅଞ୍ଚଳରେ ଡିଜିଟାଲ କ୍ରପ୍ ସର୍ଭେ ତାଲିମ ଅନୁଷ୍ଠିତ..
ଦାରିଙ୍ଗବାଡି(ଆଶୋକ ସିଂ): ରାଜ୍ଯ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରତ୍ୟେକ ତହସିଲ ଓ ବ୍ଲକ ଅଞ୍ଚଳରେ ଡିଜିଟାଲ କ୍ରପ ସର୍ଭେ କାର୍ଯ୍ୟ ଜାରୀ ରହିଛି l ସରକାର ଚାଷୀମାନଙ୍କ ପାଇଁ କୋଟି କୋଟି ଅର୍ଥ ବ୍ୟୟ କରୁଛନ୍ତି କିନ୍ତୁ ପ୍ରକୃତ ଚାଷୀ ପାଖରେ ତାହା ପହଞ୍ଚି ପାରୁଛି କି ନାହିଁ କେଉଁ ଅଞ୍ଚଳର…
Read More...
Read More...
ଟ୍ରଲର ଧକ୍କାରେ ଜଣେ ମହିଳା ସମେତ ଛଅ ଗୋଟି ଛେଳି ମୃତ, ଉତ୍ୟକ୍ତ ଲୋକଙ୍କ ଦ୍ୱାରା ରାସ୍ତା ଅବରୋଧ….
ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ସୁନ୍ଦରଗଡ ଟାଉନ ଥାନା ଅନ୍ତର୍ଗତ ନୂଆ ଅମଲି ପାଲି ନିକଟର ଟ୍ରଲର ଧକ୍କାରେ ଜଣେ ମହିଳା ସମେତ ତାଙ୍କର ଛଅ ଗୋଟି ଛେଳିଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ହେଲେ ନୂଆ ଅମଲି ପାଲିର ଗୁରୁବାରି ବୁଡ଼ା (୫୮) । ବେପରୁଆ ଗାଡ଼ି ଚାଳନା କରିବା ସହ ରନ ୱେ ରେ…
Read More...
Read More...
ପବିତ୍ର ମୂଳାଷ୍ଟମୀ, ଆଜିଠୁ ଶ୍ରୀମନ୍ଦିରରେ ଷୋଳପୂଜା…..
ପୁରୀ(ମାନସ କୁମାର ଦାସ): ଆଜିଠାରୁ ଶ୍ରୀମନ୍ଦିରରେ ଷୋଳ ପୂଜା । ମୂଳାଷ୍ଟମୀ ଅବସରରେ ସହସ୍ରା କୁମ୍ଭାଭିଷେକ ପରେ ନିଦ୍ରାରୁ ଜାଗ୍ରତ କରାଯାଇ ମାଆଙ୍କର ଘଟ ସ୍ଥାପନ ସହ ଆବାହନ କରାଯାଇଛି । ଏଥିପାଇଁ ଶ୍ରୀନଅରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ୨୧ଜଣ ବ୍ରାହ୍ମଣଙ୍କୁ ଆଚାର୍ଯ୍ୟ ବରଣ କରି ଦେବୀ…
Read More...
Read More...