Browsing Category
ଓଡିଶା
ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ହିଞ୍ଜିଳିକାଟୁ ଗସ୍ତ….
ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ଆଜି ହିଞ୍ଜିଳିକାଟୁ ଗସ୍ତ କରିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା l ପ୍ରଥମେ ହିଞ୍ଜିଳିକାଟୁ ଶ୍ୟାମଳାୟୀ ଛକ ଠାରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥି ଶିଶିର ମିଶ୍ର ନେତୃତରେ ବହୁତ୍ ବିଜେପି ନେତା ଓ କର୍ମୀ ଉପସ୍ଥିତ…
Read More...
Read More...
ଜୀବନକା ଜଲ ସଂସ୍ଥା ପକ୍ଷରୁ କନବାଗେରି ଚର୍ଚ୍ଚରେ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ…
ଅନୁସନ୍ଧାନ ଭାରତ(ବ୍ୟୁର): ଆଜି କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ କନବାଗେରି ବାପଟିଷ୍ଟ ଚର୍ଚ୍ଚ ସିଏନଆଇ ଠାରେ ଜିଲ୍ଲା ସ୍ଥରୀୟ ଜୀବନକା ଜଲ ସ୍ବେଚ୍ଛାସେବୀ ସଂସ୍ଥା ପକ୍ଷରୁ ଜିଲ୍ଲା ସ୍ଥରୀୟ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି l ଏହି ପ୍ରତିଯୋଗିତାରେ ଏକକ ଓ ଦଳଗତ ପ୍ରତିଯୋଗତା…
Read More...
Read More...
ଉଦୟଗିରି ପାଷ୍ଟରେଟ ସମ୍ମିଳନୀ ସ୍ତରୀୟ ଯୁବରାଲି ଅନୁଷ୍ଠିତ….
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଡାୟୋସିସ ଅଫ ଫୁଲବାଣୀ ଅଧିନସ୍ଥ ରିସୁଙ୍ଗିଆ ପାଷ୍ଟରେଟର ଆଡାସୀକୁପା ମଣ୍ଡଳୀରେ ଯୁବ ରାଲୀ ଅନୁଷ୍ଠିତ ହୋଇଛି l ଏହି ରାଲୀରେ ଫୁଲବାଣୀ ଧର୍ମାଞ୍ଚଳର ବିଶପ ମହାଚାର୍ଯ୍ୟ ଭାଓଲେଟ ନାୟକ ମୁଖ୍ୟ ଅତିଥି ଭାବେ ପ୍ରଦୀପ ପ୍ରଜ୍ବଳନ କରି ରାଲିକୁ ଉଦଘାଟନ…
Read More...
Read More...
କଣ ଗ୍ରାମରେ ଖନ୍ଦାମଡା ଉତ୍ସବ ଉଦଯାପିତ…..
ରାଇରଙ୍ଗପୁର(ଉତ୍ତମ ରାମ): ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଝରାଡିହି ନିକଟସ୍ଥ କଣ' ଗ୍ରାମରେ ଖନ୍ଦାମଡା ବା ନିଆଁ ମଡା ଉତ୍ସବ ଉଦଯାପିତ ହୋଇ ଯାଇଛି । ଗ୍ରାମରେ ଥିବା ବହୁ ପୁରାତନ ମାଆ ଦୂର୍ଗା'ଙ୍କ ମନ୍ଦିରରେ ଦଶହରା ପର୍ବ ଅବସରରେ ଦୀର୍ଘ ୧୬' ଦିନ ପୂଜାପାଠ କରି ନବରାତ୍ରୀ ଏବଂ…
Read More...
Read More...
ଶିଆଳିଲଟି ଠାରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ….
ରା.ଉଦୟଗିରି( ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ଶିଆଳିଲଟି ଗ୍ରାମ ପଞ୍ଚାୟତଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଗଜପତି ଜିଲ୍ଲାପାଳ ବିଜୟ କୁମାର…
Read More...
Read More...
ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ, ମୋଟ ୮୦ ଟି ଅଭିଯୋଗ ର ହେଲା…
ରାଇରଙ୍ଗପୁର(ଉତ୍ତମ ରାମ): ଆଜି ବାମନଘାଟୀ ଉପଖଣ୍ଡ ସଦର ମହକୁମା ରାଇରଙ୍ଗପୁର ଠାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଜିଲ୍ଲାପାଳ ଶ୍ରୀ ହେମ କାନ୍ତ ସାଏ, ଭା.ପ୍ର.ସେଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ…
Read More...
Read More...
ଜିପିଡିଓଙ୍କ ଅଧ୍ୟକ୍ଷତାରେ ଗାଁରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ….
ନୂଆପଡ଼ା(ବିରବଲ ପ୍ରଧାନ): ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଡମଝର ପଞ୍ଚାୟତରେ ଜିପିଡିଓ ପ୍ରଫୁଲ୍ଲ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଆଜି ଗାଁରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ସଦାଶିବ ବେହେରା, ସମିତି ସଭ୍ୟ ବିଜୟ କୁମାର ବେହେରା, ଏପିଓ ରବି ନାରାୟଣ ରାଉତ,…
Read More...
Read More...
ସିଙ୍ଗଝରରେ ବୁଡ଼ାରାଜାଙ୍କ ଛତର ଯାତ୍ରା ଅନୁଷ୍ଠିତ…
ସିନାପାଲି(ପରମେଶ୍ୱର ମେହେର): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ସିଙ୍ଗଝର ଗ୍ରାମରେ ବୁଡ଼ାରାଜାଙ୍କ ଛତର ଯାତ୍ରା ମହା ଆଡମ୍ବରରେ ସମ୍ପନ୍ନ ହୋଇଛି l ମାଁ ଦୁର୍ଗାଙ୍କ ବିଜୟା ଦଶମୀ ଦିନ ଏହି ବୁଡ଼ାରାଜା ଛତର ଯାତ୍ରା ଅନୁଷ୍ଠିତ ହୋଇଥାଏ l ଏହି ଯାତ୍ରାରେ ଅନେକ ଆଖ ପାଖ ଅଂଚଳର…
Read More...
Read More...
ଗୁଣପୁର ବାଉରୀ ସାହି ଦଶହରା ଶ୍ରଦ୍ଧାଳୁଙ୍କ ମନ ମୋହୁଛି, କଳାକୁଞ୍ଜ ପ୍ରତିକୃତି ଦେଖିବାକୁ ଜମୁଛି ଭିଡ଼….
ଗୁଣପୁର(ସୁନିଲ୍ କୁମାର ସାବତ): ଷାଠିଏ ସତୁରୀ ଦଶକରୁ ଆୟୋଜନ ହେଉଛି ବାଉରୀ ସାହିର ଦୁର୍ଗା ପୂଜା । ନିଜସ୍ୱ କାରିଗରଙ୍କ ଦ୍ଵାରା କଳାକୃତିକୁ ନେଇ ସର୍ଵଦା ଚର୍ଚ୍ଚାରେ ରହି ଆସୁଥିବା ବାଉରୀ ସାହିର ଦଶହରା ପୂଜା ଏଥର ମଧ୍ୟ ଶ୍ରଦ୍ଧାଳୁଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ପ୍ରତିଟି…
Read More...
Read More...
ଉଦ୍ୟାନବନ୍ଧ ଠାରେ ପଶ୍ଚିମାଞ୍ଚଳ କ୍ଷତ୍ରୀୟ ପାଇକ ସମାଜର ସପ୍ତମତମ ବାର୍ଷିକୋତ୍ସବ ପାଳିତ….
ନୂଆପଡା(ବିରବଲ ପ୍ରଧାନ): ପବିତ୍ର ଦଶହରା ଉପଲକ୍ଷେ ବିଜୟ ଦଶମୀ ହେଉଛି ବୀର ଓ କ୍ଷତ୍ରୀୟ ମାନଙ୍କର ବୀରତ୍ୱ ଓ ତ୍ୟାଗର ଦିନକୁ ସୂଚିତ କରେ । ଏହି ଦିନ ଅସତ୍ୟ ଉପରେ ସତ୍ୟର ଜୟ, ପାପ ଉପରେ ପୁଣ୍ୟର ଜୟ, ଅଧର୍ମ ଉପରେ ଧର୍ମର ଜୟକୁ ପ୍ରଦର୍ଶିତ କରେ । ଏହି ଅବସରରେ ପଶ୍ଚିମାଞ୍ଚଲ କ୍ଷତ୍ରୀୟ ପାଇକ…
Read More...
Read More...