Browsing Category

ଓଡିଶା

ରାଜ୍ୟ ସ୍ତରୀୟ ଆଇନଜୀବୀ ସମ୍ମିଳନୀ ନେଇ ପ୍ରସ୍ତୁତି ବୈଠକ….

ଭଞ୍ଜନଗର(ନିଲୁ ବିଷୋୟୀ): ଓଡିଶା ଆଇନଜୀବୀ ସଂଘ ଚଳିତ ବର୍ଷ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ଭଞ୍ଜନଗର ଠାରେ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏନେଇ ଭଞ୍ଜନଗର ଓକିଲ ସଂଘ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଓକିଲ ସଂଘର ସଭାପତି ଶୌଳେନ୍ଦ୍ର ନାରାୟଣ ସାହୁଙ୍କ ସଭାପତିତ୍ବରେ ବନ ବିଭାଗ ଡାକ…
Read More...

ବ୍ରାହ୍ମଣୀଗାଁ ମେଡ଼ିକାଲକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିବର୍ତ୍ତନ କରିବାକୁ ଉଠିଲା ଦାବୀ….

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲାର ଅପହଞ୍ଚ ଇଲାକା ଭାବେ ବ୍ରାହ୍ମଣୀଗାଁ ତଥା ଏହାର ଆଖପାଖ ୮ଗୋଟି ପଞ୍ଚାୟତ ଯଥା ସରାମୂଳି, ଗଦା ପୁର,ତାଜୁଙ୍ଗିଆ, ହାତୀମୁଣ୍ଡା , ଝିଞ୍ଜିରୀ ଗୁଡା, କୁମ୍ଭାରି ଗାଁ, କାଟିଙ୍ଗିଆ ସମେତ ଗଜପତି ଜିଲ୍ଲାର କଟମା, ପାଣିଗଣ୍ଡା ଓ ଗଞ୍ଜାମ ଜିଲ୍ଲାର ସଲିମା…
Read More...

ଉନ୍ନୟନ କାର୍ଯ୍ୟ ଆଳରେ ଦୁର୍ଗପାଙ୍ଗା ପଂଚାୟତରେ ଦେଢ଼ କୋଟି ଅର୍ଥ ଆତ୍ମସାତ ଘଟଣା, ଏପିଡିଙ୍କ ତନାଘନା…..

ବାଲିଗୁଡା(ସିବନ୍ତ ଦିଗାଳ): କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକରେ ରାଜ୍ୟ ଅର୍ଥ କମିଶନ ପାଣ୍ଠି, ଚତୁର୍ଦଶ ଅର୍ଥ କମିଶନ ପାଣ୍ଠି ଓ ମନରେଗାର କାର୍ଯ୍ୟରେ କୋଟି କୋଟି ଟଙ୍କା ଚଳୁ ହୋଇଥିବା ନେଇ ଜନସାଧାରଣଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ସୋସିଆଲ ମିଡ଼ିଆ ଗ୍ରୁପରେ ଦୁଇମାସ ହେବ ତର୍ଚ୍ଚା…
Read More...

ଜିଲ୍ଲାପାଳଙ୍କ ପ୍ରତିଶୃତି ପାଇବା ପରେ ଥଇଥାନ ଅପେକ୍ଷାରେ ମାଣ୍ଡିପଙ୍କାର ୩୫ଜଣ ଭୂମିହୀନ ପରିବାର….

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ଜିଲ୍ଲାପାଳ ଅମ୍ରିତ ଋତୁରାଜ ସୋମବାର ଦିନ ମାଣ୍ଡିପଙ୍କାରେ ପହଞ୍ଚି ଆମ୍ୱ ଟାକୁଆ ଖାଇ ମୃତ୍ୟୁ ବରଣ କରିଥିବା ପରିବାରକୁ ସାକ୍ଷାତ କରି ସାନ୍ତ୍ଵନା ଦେଇଥିଲେ l ଏହି ସମୟରେ ପୀଡ଼ିତ ପରିବାର ଲୋକଙ୍କ ସମସ୍ୟା ବୁଝିବା ସହିତ ଗ୍ରାମ ତଥା ଅଞ୍ଚଳର…
Read More...

ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା: ୪ଦିନ ପରେ ମାଣ୍ଡିପଙ୍କାରେ ପହଞ୍ଚିଲା ଜିଲ୍ଲା ପ୍ରଶାସନ, ନିଜ ଗ୍ରାମରେ ମିଳିବ ପିଡିଏସ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬ ଜଣ ଗୁରୁତର ହୋଇ ଏବେ ବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମୃତକଙ୍କ ପରିବାରକୁ ୩୦ ହଜାର ଓ ଚିକିତ୍ସା ପାଇଁ ୧୦ ହଜାର ଟଙ୍କା…
Read More...

ରାଇରଙ୍ଗପୁର ପ୍ରଶାସନ ତରଫରୁ ସରକାରୀ ଜମି ଉଚ୍ଛେଦ ବିରୋଧରେ ରାଇରଙ୍ଗପୁରରେ ବିଶାଳ ଗଣ ବିକ୍ଷୋଭ…

ରାଇରଙ୍ଗପୁର(ଉତ୍ତମ ରାମ): ରାଇରଙ୍ଗପୁର ତହସିଲ ତରଫରୁ ହଳଦା ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ - ଲିପିଘୁଟୁ ଗ୍ରାମରେ ସରକାରୀ ଜମିରେ ପିଢ଼ି ପରେ ପିଢ଼ି ଘରଦ୍ଵାର କରି ବସବାସ କରୁଥିବା ଆଦିବାସୀମାନଙ୍କୁ ସରକାରୀ ଜମିରୁ ମାସକ ମଧ୍ୟରେ ଉଛେଦ ପାଇଁ ନୋଟିସ ପଠାଯାଇଛି । ଚିଠି ପାଇ ବସ୍ତି ବାସିନ୍ଦା…
Read More...

ବିଦ୍ୟାଳୟରେ ପୋଷାକ ବିତରଣ ମେଳା….

ଧରାକୋଟ(ସୁନୀଲ କୁମାର ଚୌଧୁର: ଧରାକୋଟ କ୍ଲଷ୍ଟଟ ଅଧିନସ୍ଥ ବଡ଼ଦାଣ୍ଡ ସାହି ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଧାନ ଶିକ୍ଷୟତ୍ରୀ ଜେ ସାକମ୍ବରି ଆଚାରିଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ସି.ଆର.ସି.ସି ଜଗନ୍ନାଥ…
Read More...

ମାଣ୍ଡିପଙ୍କା ଆମ୍ବ ଟାକୁଆ ଖାଇ ମୁତ୍ୟୁ ଘଟଣା: ସରକାରୀ ଦାଇତ୍ୱହୀନତାର ନଗ୍ନ ନମୁନା, ମାଣ୍ଡିପଙ୍କାରେ ବାମପନ୍ଥୀ ଦଳ…

ଦାରିଙ୍ଗବାଡି (ଆଶୋକ ସିଂ): କନ୍ଧମାଳ ଜିଲ୍ଳା ଦାରିଙ୍ଗବାଡି ବ୍ଲକ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ କୋଇଲିର ଯାଉ ଖାଇ ଦୁଇ ଜଣ ମହିଳାଙ୍କର ମୁର୍ତ୍ୟୁ ହୋଇଥିବା ବେଳେ 6 ଜଣ ଚିକିତ୍ସାଧୀନ ଅଛନ୍ତି l ଗତକାଲି ଠାରୁ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ, ସିପିଆଇ ଏବଂ ସିପିଆଇ (ଏମ. ଏଲ ) ଲିବରେସନ ଦଳର ଏକ…
Read More...

ମୌଳିକ ସୁବିଧାରୁ ବଂଚିତ କିଞ୍ଜରଡ଼ା ଗ୍ରାମବାସୀ….

ଗୁମ୍ମା(ନିରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ବୃଷଭ ଗ୍ରାମ ପଞ୍ଚାୟତ ଅଧୀନ କିଞ୍ଜରଡ଼ା ଗ୍ରାମବାସୀ ସମସ୍ତ ମୌଳିକ ସୁବିଧାରୁ ବଂଚିତ । 20 ପରିବାର ତଥା 120ରୁ ଉର୍ଦ୍ଧ ଲୋକ ଥିବା ଏହି ଗାଁକୁ ଯିବାକୁ ନା ଅଛି ଭଲ ରାସ୍ତା ନା ଗାଁରେ ଅଛି ବିଦ୍ୟୁତ୍ ସଂଯୋଗ ନା ଗାଁରେ ମିଳୁଛି…
Read More...

ଗୋଲାମୁଣ୍ଡା ବ୍ଲକ ଡୁଡୁକେଲ ଠାରେ ନୂତନ ବୁଥ୍ ଉଦଘାଟନ କଲେ ବ୍ଳକ୍ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ….

ଗୋଲାମୁଣ୍ଡା(ଅଶ୍ୱିନୀ ମଲ୍ଲିକ): ଭୋଟର ତାଲିକା ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଅନୁଷ୍ଟିତ । ଗ୍ରୀଣ୍ଡୋଲ ବୁଥକୁ ଭୋଟଦେବା ପାଇଁ 3 କି.ମି ପର୍ଯ୍ୟନ୍ତ ଯିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ଵେଳେ ଡୁଡୁକେଲ ଗ୍ରାମର ମାଁମାନେ ନିଜର ଦୁଇ ମାସର ଶିଶୁକୁ ମଧ୍ୟ…
Read More...