ମୋହନାରେ ଦକ୍ଷିଣ ଓଡିଶା ରାାଜସ୍ବ ବିଭାଗୀୟ କମିଶନର କାର୍ଯ୍ୟାଳୟର ତିନିଜଣିଆ ଟିମ…

ମୋହନା(ମିହିର ପ୍ରସାଦ ମାଳୀ): ଆଜି ଦକ୍ଷିଣ ଓଡିଶା ରାଜସ୍ବ ବିଭାଗୀୟ କମିଶନର କାର୍ଯ୍ୟାଳୟର ଏକ ଟିମ ମୋହନା ଗ୍ରସ୍ଥରେ ଆସି ମୋହନା ସ୍ଥିତ ମିଶନ ଶକ୍ତି ମହିଳାମାନେ କିଭଳି ସ୍ୱାବଲମ୍ବୀ ହୋଇ ପାରୁଛନ୍ତି ତାହା ପଚାରି ବୁଝିଥିଲେ । ମୋହନାରେ ଥିବା ତିନୋଟି ସ୍ୱୟଂ ସହାୟକ ମହିଳା ଗୋଷ୍ଠୀଙ୍କ ସହ…
Read More...

ବିଜେପି ସରକାରର ନିଯୁକ୍ତି ପ୍ରତିଶ୍ରୁତି ପ୍ରବଚନାପୂର୍ଣ୍ଣ: ଓଡ଼ିଆ ଅସ୍ମିତା ଆହ୍ବାନ ଏକ ନାଟକବାଜି, ଅଣଓଡ଼ିଆ ଠିକାଦାର…

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର ବିଜେପି ସରକାରର ନିଯୁକ୍ତି ପ୍ରତିଶ୍ରୁତି, ଫମ୍ପା ଓଡ଼ିଆ ଅସ୍ମିତା ଆହ୍ବାନ ଏବଂ ବିଜେପି ସରକାରର ଅଣ ଓଡ଼ିଆ ଠିକାଦାର ପ୍ରୀତି ସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି…
Read More...

ଇଣ୍ଟରନ୍ୟାଶନାଲ ଡେମ ବାର୍ଷିକ ସମ୍ମିଳନୀରେ ଯୋଗ ଦେଲେ ଓଡ଼ିଆ ଯନ୍ତ୍ରୀ ଇଂ ଲିଙ୍ଗରାଜ ଗୌଡ…

ଭଞ୍ଜନଗର(ନିଲୁ ବିଷୋୟୀ): ଚୀନର ଚେଙ୍ଗୁଡୁ ସହରରେ ଗତ ୧୬ରୁ ୨୩ ତାରିଖ ପର୍ଯ୍ୟନ୍ତ ୨୮ତମ ଇଣ୍ଟରନ୍ୟାଶନାଲ ଡେମ ବାର୍ଷିକ ଅଧିବେଶନ ଅନଷ୍ଠିତ ହୋଇଥିଲା । ଏଥିରେ ଭାରତରୁ ୫ଜଣ ଇଞ୍ଜିନିୟର ଯୋଗ ଦେଇଥିବା ବେଳେ ସେଥିରେ ରାଜ୍ୟ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ(ପ୍ଲାନିଂ ଓ ଡିଜାଇନ) ତଥା…
Read More...

କନ୍ଧମାଳ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର: ଡାକ୍ତରଙ୍କ ଭୁଲ ଚିକିତ୍ସା ପାଇଁ ଚାଲିଗଲା ଗର୍ଭବତୀ ମହିଳାଙ୍କ…

ଦାରିଙ୍ଗବାଡି( ଆଶୋକ ସିଂ): ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁଁ ଚାଲିଗଲା ଗର୍ଭବତୀ ମହିଳାଙ୍କ ଜୀବନ । ଏଭଳି ଅଭିଯୋଗ ଆଣିଛନ୍ତି ଦାରିଙ୍ଗବାଡି ଥାନା ସିଆଙ୍ଗବାଲି ପଞ୍ଚାୟତ କାଜୁରି ପାଦେରୀ ଗ୍ରାମର ମୃତକଙ୍କ ପରିବାର । ମୃତ ଗର୍ଭବତୀ ମହିଳା ଜଣଙ୍କ ହେଲେ କାଜୁରି ପାଦେରୀ ଗ୍ରାମର ସୁରେନ୍ଦ୍ର…
Read More...

ଧରାକୋଟ ଗଡ଼ରେ ରାମାୟଣ ନାଟକ ମଞ୍ଚସ୍ଥ…

ଧରାକୋଟ(ସୁନୀଲ କୁମାର ଚୌଧୁରୀ): <span;>ପାରମ୍ପରିକ ରୀତି ନୀତିରେ ମହା ସମାରୋହ ଓ ମହା ଆଡମ୍ବର ସହକାରେ ଧରାକୋଟ ଗଡ  ଶୀତଳ ଷଷ୍ଠୀ ଯାତ୍ରା ପାଳନ ହେଉଛି ।ବଡଦାଣ୍ଡ ସାହିରେ ବାଜା ବଜଣା ସହ ପଟୁଆରରେ ନଗର ପରିକ୍ରମା ବା ଦ୍ୱାରପୂଜା କାର୍ଯ୍ୟକ୍ରମ ସମ୍ପନ୍ନ ପରେ ବଡ଼ଦାଣ୍ଡ ସାହି ସ୍ଥିତ…
Read More...

କୋଟଗଡ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ…

କୋଟଗଡ(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ମୋଟ ୪୨ ଗୋଟି ଅଭିଯୋଗ ଶୁଣାନୀ ହୋଇ ଥିଲା । ଯେଉଁଥିରେ ରାସ୍ତା, ପାନୀୟ ଜଳ, ନେଟୱାର୍କ, ବିଜୁଳି ସମସ୍ୟା ରହିଥିଲା । ବିଜୁଳି…
Read More...

ଗଜପତିକୁ ଆସିଲା ଆଉ ଗୋଟିଏ ଦାଦନ ଶ୍ରମିକର ମୃତ ଦେହ…

ରାୟାଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଜିରାଙ୍ଗ ଗ୍ରାମ ପଞ୍ଚାୟତ ଅଧିନସ୍ଥ ରଘୁନାଥପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ମୁତାବକ ରଘୁନାଥପୁର ଗ୍ରାମର ଆଦିବାସୀ ପରିବାର ସୁବାଷ ବଡରଇତଙ୍କ ବଡପୁଅ ସହଦେବ ବଡରଇତ ( 22) ନିଜ ପରିବାରର ଗୁଜୁରାଣ ମେଣ୍ଟେଇବା…
Read More...

ଦୁଇ ବାଇକ୍ ମୁହାଁ ମୁହିଁ ଧକ୍କା, ୬ ଆହତ ୩ ଗୁରୁତର…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ମେରାମହା ନିକଟସ୍ଥ ଆମ୍ବ ତୋଟା ବୁଲାଣିରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା ହେବା ଫଳରେ ଉଭୟ ବାଇକର ୬ ଜଣ ଆରୋହୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରାହ୍ମଣୀଗାଁ ସ୍ଵାସ୍ଥ୍ୟ…
Read More...

କୂଅରେ ପଡି ବାଛୁରୀ ମୃତ, ଅଗ୍ନିଶମ ବିଭାଗର ପରିଶ୍ରମ ବେକାର…

ରା.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ସୁବଲଡା ଗ୍ରାମପଞ୍ଚାୟତ ସ୍ଥିତ ଲରଡ଼ା ଗ୍ରାମରେ ଆଜି ସକାଳେ ଏକ କୂଅରେ ବାଛୁରୀ ଟିଏ ପଡ଼ିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ l ଲରଡ଼ା ଗ୍ରାମର ଏକ ବିଲ ମଝିରେ ଏକ ପଥର କୂଅ ଏବଂ ସେହି କୂଅ ଉପରେ ଛାତ ପକେଇ ଏକ ନଳକୂପ ବସାଯାଇଛି…
Read More...

ଦୁର୍ନୀତିରେ ଉବୁଡୁବୁ କୋଟଗଡ ବ୍ଲକ, ମନୋରଗାର ଅର୍ଥ ଆତ୍ମସାତ ଅଭିଯୋଗ…

କୋଟଗଡ଼(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲାର କୋଟଗଡ଼ ବ୍ଲକ l ଯାହାକି ଏକ ଉପାନ୍ତ ଓ ମାଓ ଆଧ୍ୟୁଷିତ ବ୍ଲକ ଭାବରେ ପରିଚିତ l ଏହି ବ୍ଲକର ବିକାଶ ନିମନ୍ତେ କୋଟି କୋଟି ଟଙ୍କାର ସରକାରୀ ଅନୁଦାନ ଆସୁଛି l ହେଲେ ବିକାଶ ସେତେଟା ହୋଇ ନ ଥିବା ଦେଖା ଦେଇଛି l ଏହି ସରକାରୀ ଅନୁଦାନ ହରିଲୁଟ ହେଉ…
Read More...