ବାଇକ୍ ଦୁର୍ଘଟଣାରେ ଦୁଇ ସାଙ୍ଗ ଆହତ, ଜଣେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି-କନବାଗିରି ମୁଖ୍ୟ ରାସ୍ତାର ବେଥେଲ ନିକଟରେ ଗୁରୁବାର ଏକ ବାଇକ୍ ଦୁର୍ଘଟଣାରେ ଦୁଇ ଯୁବକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ, ରାଇକିଆ…
Read More...

କିଲାକିଆରେ ହରଡ଼ ବିହନ ବିତରଣ ଓ କୃଷକଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): ଆନ୍ତର୍ଜାତୀୟ ଶୁଷ୍କାଞ୍ଚଳ କୃଷି ଗବେଷଣା କେନ୍ଦ୍ର (ଇକାର୍ଡ଼ା) ଏବଂ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଳ୍ୟରେ ଘୁ.ଉଦୟଗିରି ବ୍ଲକର କିଲାକିଆ ଗ୍ରାମରେ ବର୍ଷାଦିନିଆ ହରଡ଼ ଚାଷ ପାଇଁ ହରଡ଼ ବିହନ ବିତରଣ ଓ କୃଷକଙ୍କ ଦକ୍ଷତା ବିକାଶ…
Read More...

ପୂର୍ବ ଶତ୍ରୁାକୁ କେନ୍ଦ୍ର କରି ପୂର୍ବତନ ସମିତି ସଭ୍ୟ କରମ ସିଂଙ୍କୁ ଆକ୍ରମଣ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ କାଟିଙ୍ଗିଆ ଗ୍ରାମ୍ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ କରମ ସିଂ ନାୟକ @ ରବି ଶର୍ମା(୭୫)ଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ମଙ୍ଗଳ ବାର ଦିନ କାଟିଙ୍ଗିଆ ଗ୍ରାମରେ ଏକ…
Read More...

ସାପ କାମୁଡାରେ ୪ ବର୍ଷର ଶିଶୁ ମୃତ…

ଦାରିଙ୍ଗବାଡ଼ି(ଆଶୋକ ସିଂ): ଦାରିଙ୍ଗବାଡି ବ୍ଲକ ଝୀଞ୍ଜିରୀଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଘପଦା ଗ୍ରାମର ଧର୍ମେନ୍ଦ୍ର ସିଂଙ୍କ ୪ ବର୍ଷର ପୁଅ ସାପ କାମୁଡାରେ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ସୂଚନା ରାତି ପ୍ରାୟ ଦୁଇ ଘଣ୍ଟାରେ ଶୋଇଥିବା ସମୟରେ ବିଷାକ୍ତ ସାପ ଶିଶୁ ଲରେନ୍ସଙ୍କୁ ବେକରେ…
Read More...

୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ଗିରଫ…

ଭଞ୍ଜନଗର(ନିଲୁ ବିଷୋୟୀ): ବେଆଇନ ନିଶା କାରବାରରେ ରୋକ ଲଗାଇବା ପାଇଁ ପୁଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସ୍‌ପିଙ୍କ କଡା ନିର୍ଦ୍ଦେଶ ରହିଛି । ତାକୁ ଦୃଷ୍ଟିରେ ରଖି ଗଞ୍ଜେଇ ଠାରୁ ଆରମ୍ଭ କରି ନିଶା କାରବାର ଉପରେ ଧରପଗଡ ଜୋରଦାର କରାଯାଇଥିବା ‌ବେଳେ‌ ନିଶା କାରବାର…
Read More...

ସ୍ୱତନ୍ତ୍ର ଗ୍ରାମ ସଭାରେ ଜନସହଭାଗୀତାରେ ପ୍ରସ୍ତୁତ ହେବ ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା…..

ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା (GPDP) ପ୍ରସ୍ତୁତିକୁ ନେଇ ସ୍ୱତନ୍ତ୍ର ଗ୍ରାମ ସଭା ଗ୍ରେଶୀଙ୍ଗିଆ ସରପଞ୍ଚ ତ୍ରିଶିଳା ପ୍ରଧାନଙ୍କ ନେତୃତ୍ୱରେ  ଗ୍ରେଶୀଙ୍ଗିଆ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଠାରେ…
Read More...

୧୦ ସ୍କୁଲରେ ୧୦ରୁ କମ୍ ଛାତ୍ରଛାତ୍ରୀ: ଘୁ. ଉଦୟଗିରି ଶିକ୍ଷା ବ୍ୟବସ୍ଥାର ଚିନ୍ତାଜନକ ଚିତ୍ର, ଦୀର୍ଘ ଦିନ ଧରି ଖାଲି…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକର ଶିକ୍ଷା ବ୍ୟବସ୍ଥାର ଏକ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି । ବ୍ଲକ ଅଧୀନରେ ଥିବା ୭୨ଟି ସରକାରୀ ବିଦ୍ୟାଳୟ ମଧ୍ୟରୁ ୧୦ଟି ବିଦ୍ୟାଳୟରେ ୧୦ ଜଣରୁ କମ୍ ଛାତ୍ରଛାତ୍ରୀ ପଢ଼ୁଛନ୍ତି । ଏହା ଗ୍ରାମାଞ୍ଚଳରେ ସରକାରୀ ବିଦ୍ୟାଳୟର…
Read More...

କନ୍ଧମାଳ ଜିଲ୍ଲାରେ ବିକାଶର ନଗ୍ନ ଚିତ୍ର, ରାସ୍ତା ଅଭାବରୁ ୪ କିଲୋମିଟର ଖଟିଆରେ ବୁହା ହେଲା ମୃତଦେହ….

ଦାରିଙ୍ଗବାଡ଼ି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଗୁମିକିଆ ପଞ୍ଚାୟତ ଅନ୍ତର୍ଗତ କାଂଜୁମା ଗ୍ରାମରେ ରାସ୍ତା ଅଭାବର ଏକ ହୃଦୟବିଦାରକ ଦୃସ୍ୟ ଓ କନ୍ଧମାଳ ଜିଲ୍ଲାର ନଗ୍ନ ଚିତ୍ର ସାମ୍ନାକୁ ଆସିଛି । ଗାଁକୁ ପକ୍କା ରାସ୍ତା ନଥିବାରୁ ଗ୍ରାମବାସୀମାନେ ପ୍ରାୟ ୪ କିଲୋମିଟର ଦୂର…
Read More...

୨୫୧ କେଜି ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ରା ଉଦୟଗିରି ପୁଲିସ…

ରା.ଉଦୟଗିରି(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲାରେ ପୁଲିସ ପ୍ରସାଶନ ଗଞ୍ଜେଇ ଚାଷ ଉପରେ ଯେତିକି ରୋକ ଲଗାଉଛି ଲୋକେ ସେତିକି ଜୋରରେ ଗଞ୍ଜେଇ ଚାଷ ଓ ଗଞ୍ଜେଇ ଉତ୍ପାଦନ କରୁଥିବାର ଅନୁମାନ କରାଯାଉଛି । ଫଳରେ କିଛି ଦିନ ଅନ୍ତରରେ ଅଡବା, ମୋହନା ଅଞ୍ଚଳ ହେଉ କିମ୍ବା ରା.ଉଦୟଗିରି ଅଞ୍ଚଳ ହେଉ…
Read More...

କନ୍ଧମାଳ ଗଜପତି ସୀମାନ୍ତରେ ଦୂର୍ଘଟଣା, ଦୁଇ ଗୁରୁତର ଓ ୫ ଖଣ୍ଡିଆ ଖାବରା….

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଓ ଗଜପତି ଜିଲ୍ଲା ସୀମାନ୍ତ ଅଡବା ଥାନା ଅଞ୍ଚଳ ରାଇଗଣ୍ଡା ନିକଟ ଘାଟି ବୁଲାନ୍ତି ଏକ ସଡ଼କ ଦୁର୍ଘଟଣା ଘଟିଛି l ଏଥିରେ ଦୁଇ ଜଣ ବାଇକ୍ ଆରୋହୀ ଗୁରୁତର ଆହତ ହୋଇ ଥିବା ବେଳେ ବସରେ ଥିବା ୫ ଜଣ ଯାତ୍ରୀ ଖଣ୍ଡିଆ ଖାବରା ହୋଇ ଥିବା ସୂଚନା ମିଳିଛି । ଗୁରୁତର…
Read More...