କୋଟଗଡ଼ରେ ଶୁଭାରମ୍ଭ ହେଲା ବିକାଶ ବାହନ ରଥ…

କୋଟଗଡ(ଦିପେନ୍ଦ୍ର ନାୟକ): କୋଟଗଡ ପଂଚାୟତ ସମିତିରେ ବିକାଶ ବାହନ ରଥ ଶୁଭାରମ୍ଭ କରିଛନ୍ତି ବିଡ଼ିଓ ଶୁଭକାନ୍ତ ନାୟକ । ଗୁରୁବାର ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଓ କେନ୍ଦ୍ର ସରକାରଙ୍କ ଏଗାର ବର୍ଷ ପୂର୍ତ୍ତିର ସଫଳତାର ପ୍ରଚାର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବିକାଶ…
Read More...

କୁଇସମାଜ ସେବାସମିତି ଉପଶାଖା ପକ୍ଷରୁ ପସରା ପଞ୍ଚାୟତ ରିଙ୍ଗିବାଡ଼ି ଗ୍ରାମରେ ବାର୍ଷିକ ସାଧାରଣ ଅଧିବେଶନ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଚକାପାଦ  ବ୍ଲକ ପସରା ପଞ୍ଚାୟତ ରିଙ୍ଗିବାଡ଼ି ଗ୍ରାମରେ ଏକ ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ସଭାପତି  ବିଶ୍ଵାମିତ୍ର ମଲ୍ଲିକଙ୍କ ତତ୍ଵାବଧାନରେ ଅନୁଷ୍ଠିତ ହୋଇଅଛି  l ଏହି କାର୍ଯ୍ୟକ୍ରମରେ ସଭାପତି…
Read More...

ଘୁ.ଉଦୟଗିରି ବ୍ଲକ କାର୍ଯ୍ୟାଳୟରେ “ବିକାଶ ବାହନ” ରଥର ଶୁଭାରମ୍ଭ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ପରିସରରେ ଓଡ଼ିଶା ସରକାରଙ୍କ ଏକ ବର୍ଷ ଶାସନ କାଳରେ ବହୁ ବିବିଧ ଲୋକାଭିମୁଖୀ ଯୋଜନା ଗୁଡ଼ିକୁ ଜନସାଧାରଣଙ୍କ ମଧ୍ୟରେ ଏହାର ସନ୍ଦେଶ ଓ କାର୍ଯ୍ୟକାରିତା ଉପଲବ୍ଧ କରେଇବା ପାଇଁ ସ୍ଥାନୀୟ ବ୍ଲକର ସମସ୍ତ ଅଞ୍ଚଳକୁ ଭ୍ରମଣ ନିମନ୍ତେ…
Read More...

ଟିକାବାଲି ପଂଚାୟତ ଅଞ୍ଚଳରେ ବୁଲିଲା ବିକାଶ ବାହାନ ରଥ….

ଟିକାବାଲି(ସାନୁଜ ବେହେରା): କନ୍ଧମାଳ ଜ଼ିଲ୍ଲା ଟିକାବାଲି ବ୍ଲକ କାର୍ଯ୍ୟଳୟ ପ୍ରାଙ୍ଗଣରେ ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ମୋହନ ଚରଣ ମାଝୀଙ୍କ ଶାସନର ଏକ ବର୍ଷ  ପୂର୍ତ୍ତି ଅବସରରେ ବିକାଶ ବାହାନ ରଥକୁ ଟିକାବାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ନାରାୟଣ ଦୀକ୍ଷିତ ଓ ଚେୟାରମ୍ୟାନ…
Read More...

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପ୍ରଚାରକ ବିୟୋଗରେ ବ୍ରହ୍ମପୁର ବାସୀ ମର୍ମାହତ…..

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଜ଼ିଲ୍ଲା ପ୍ରତିନିଧି, ବ୍ରହ୍ମପୁର ନୀଳକଣ୍ଠ ନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଥମ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ରାଜେନ୍ଦ୍ର ପ୍ରସାଦ ପାଢ଼ୀଙ୍କ ଆଜି ବ୍ରହ୍ମପୁର ସ୍ଥିତ ବାସଭବନରେ ହୃଦଘାତରେ ମୃତ୍ୟୁ ହୋଇଯାଇଛି । ସେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର…
Read More...

ରାଜ୍ୟର ଛାତ୍ରଛାତ୍ରୀ ମାନଙ୍କ ପାଇଁ ମାଗଣା ସରକାରୀ ସାର୍ବଜନୀନ ପରିବହନ ଏବଂ ଘରୋଇ ପରିବହନରେ ୫୦ ପ୍ରତିଶତ ରିହାତି…

ଅନୁସନ୍ଧାନ ଭାରତ (ବ୍ୟୁର): ଗତ ଏପ୍ରିଲ ମାସ ୩୧ ତାରିଖ ଦିନ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦିତ ପ୍ରଧାନ ଭୁବନେଶ୍ବର ସ୍ଥିତ କଂଗ୍ରେସ ଭବନ ଠାରେ ପ୍ରେସମୀଟ ମାଧ୍ୟମରେ ରାଜ୍ୟ ସରକାରଙ୍କ ନିକଟରେ ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣା ସରକାରୀ ସାର୍ବଜନୀନ ପରିବହନ ଏବଂ ଘରୋଇ…
Read More...

ପ୍ରତିଶ୍ରୁତି ନୁହେଁ ପ୍ରତାରଣା, ଶାସନ ବାଟବଣା: ବିଜେପି ସରକାରଙ୍କ ବର୍ଷପୂର୍ତ୍ତି ଦୁର୍ନୀତ୍ତିରେ ଭର୍ତ୍ତି, ଅସ୍ମିତା…

ଅନୁସନ୍ଧାନ ଭାରତ(ବ୍ୟୁର): ଓଡ଼ିଶାରେ ୨୪ ବର୍ଷର ବିଜେଡ଼ି ସରକାରର ପତନ ହୋଇଛି l ମୋହନ ସରକାର ୧ବର୍ଷ ପୂରଣ କରିଛି କିନ୍ତୁ ବ୍ୟବସ୍ଥାରେ ପରିବର୍ତ୍ତନ ହୋଇନାହିଁ । ପ୍ରତିଶ୍ରୁତିରେ ପୋତି ପକାଇଥିବା ରାଜ୍ୟରେ ମୋହନ ସରକାରଙ୍କ ବର୍ଷପୂର୍ତ୍ତି ପାଳନ କରୁଛନ୍ତି ।  ପ୍ରତିଶ୍ରୁତି ନାଁ ରେ…
Read More...

ଦାରିଙ୍ଗବାଡି ଭାଜପା ମଣ୍ଡଳ ପକ୍ଷରୁ ନୂତନ ତହସିଲଦାରଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା…

ଦାରିଙ୍ଗବାଡି( ଆଶୋକ ସିଂ): କନ୍ଧମାଳ ଜିଲା ଦାରିଙ୍ଗବାଡିରେ ନୂତନ ତହସିଲଦାର ଭାବେ ଧୀରୋଜ ପାତ୍ର ଯୋଗଦାନ ପରେ ବିଭିନ୍ନ ସଂଗଠନ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଉଛି । ଏହି ପ୍ରରିପ୍ରେକ୍ଷୀରେ ମଙ୍ଗଳବାର ଦାରିଙ୍ଗବାଡି ଭାଜପା ପକ୍ଷରୁ ମଣ୍ଡଳ  ସଭାପତି ମିଟୁ ସାହୁ ଏବଂ କନ୍ଧମାଳ ସାଂସଦ…
Read More...

ଚିକିତ୍ସା ଅଭାବରୁ ଗର୍ଭବତୀଙ୍କ ମୃତ୍ୟୁ ମାମଲା, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଦୁଇ ମାସ ପରେ ତଦନ୍ତ ଆରମ୍ଭ…

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ମେଡିକାଲରେ ଗତ ମାର୍ଚ୍ଚ ମାସରେ ଚିକିତ୍ସା ଅବହେଳାରୁ ଜଣେ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗର ଯାଞ୍ଚ ହୋଇଛି । ମୃତ ମହିଳା ଜଣକ ବେଲଗୁଣ୍ଠା ବ୍ଲକ ଉଢୁରା ଗ୍ରାମର ମିଲୁ ସାମଲଙ୍କ ପତ୍ନୀ ଟିକିନା ସାମଲ(୩୨) । ଚିକିତ୍ସାଧୀନ ଅବସ୍ଥାରେ ମାର୍ଚ୍ଚ ୨୯ ତାରିଖ…
Read More...

ରୋଗୀ ପରିବହନ ସେବା ବାଧାପ୍ରାପ୍ତ, ଆମ୍ବୁଲାନ୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ….

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲରେ କାର୍ଯ୍ୟରତ ଥିବା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଏକାଧିକ ଦାବିନେଇ ବୁଧବାର ଅପରାହ୍ନରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିବ ବୋଲି ସଙ୍ଘ ପକ୍ଷରୁ ସୂଚନା…
Read More...