ରାୟଗଡ ଗ୍ରାମକୁ ପୁଣି ଏକ ଦାଦନ ଶ୍ରମିକ ଙ୍କ ମୃତ ଦେହ ଆସିଲା…

ରାୟଗଡ଼ (ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ ବ୍ଳକ ଅନ୍ତର୍ଗତ ରାୟଗଡ ଗ୍ରାମକୁ ଆଜି ଏଗାରଟା ବେଳେ ଦାଦନ ଶ୍ରମିକଙ୍କ ମୃତ ଦେହ ପହଞ୍ଚି ଥିବା ଦେଖିବାକୁ ମିଳିଛି । ମୃତ ଦେହ କୁହାଟ ଠାରୁ ରାୟଗଡ଼ ପର୍ଯ୍ୟନ୍ତ୍ ଯୁବକ ମାନେ ବାଇକ୍ ସଭା ଯାତ୍ରା କରି ଆଣିଥିଲେ l ମୃତ ଯୁବକ ଜଣକ ହେଲେ ରାୟଗଡ…
Read More...

ଘୁ.ଉଦୟଗିରି ଠାରେ କଂଗ୍ରେସର ସାଙ୍ଗଠନିକ ବୈଠକ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀର ସଦର ମହକୁମା ଘୁ. ଉଦୟଗିରି ସ୍ଥିତ ସମ୍ୱନ୍ୱିତ ସଭାଗୃହ ଠାରେ ଯୁବା ନେତା ତଥା ପୂର୍ବତ୍ତନ ନଗର କଂଗ୍ରେସ ସଭାପତି ଗଗନ କୁମାର ପ୍ରଧାନଙ୍କ ନେତୃତ୍ୱରେ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି l ଉକ୍ତ…
Read More...

ଘୁ.ଉଦୟଗିରି ଠାକୁରାଣୀ ଯାତ୍ରା, ଆରମ୍ଭ ହେଲା ମିନା ବଜାର….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରିରେ ମା ବରାଳିନୀକଂ ଠାକୁରାଣୀ ଯାତ୍ରା ଚଳିତ ମାସ ୭ ତାରିଖରୁ ଆରମ୍ଭ ହୋଇଥିବା ବେଳେ ନଗରର ପରିକ୍ରମାରେ ବାହାରୁଛି ପନ୍ଚ ଠାକୁରାଣୀ । ଶୁକ୍ରବାର ଦିନ ହାତୀବାଲି ସାହି, ବ୍ଯାକଂ କଲୋନୀ, ପାଗାଂନାଜୁକୁ ମା ପରିକ୍ରମା କରିଥିବା ବେଳେ…
Read More...

ଗୋଲାମୁଣ୍ଡା ଠାରେ ବର୍ଷ ଏକ ଉପଲବ୍ଧି ଅନେକ ସଭା ଅନୁଷ୍ଠିତ..

ଗୋଲାମୁଣ୍ଡା (ଅଶ୍ୱିନ ମଲ୍ଲିକ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ମଣ୍ଡଳ ତରଫରୁ ଗୋଲାମୁଣ୍ଡା ଉପକଣ୍ଠ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ବିକଶିତ ଭାରତ, ବିକଶିତ ଓଡିଶାର ସଂକଳ୍ପ ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ଗୋଲାମୁଣ୍ଡା ବ୍ଲକ…
Read More...

୩ଦଫା ଦାବି ନେଇ ଉତ୍ତର ଘୁମୁସର ବନଖଣ୍ଡ କର୍ମଚାରୀଙ୍କ ଆନ୍ଦୋଳନ..

ଭଞ୍ଜନଗର(ନିଲୁ ବିଷୋୟୀ): ଓଡ଼ିଶା ଅଣ ଗେଜେଟେଡ୍ ବନ ସେବା ସଂଘ ପକ୍ଷରୁ ୩ଦଫା ଦାବି ନେଇ ରବିବାର କଳାବ୍ୟାଜ ପିନ୍ଧି ବିକ୍ଷୋଭ ପରଦର୍ଶନ କରାଯାଇଛି । ବିଭିନ୍ନ ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉତ୍ତର ଘୁମୁସର ବନଖଣ୍ଡ…
Read More...

ମହେନ୍ଦ୍ର ବନାଞ୍ଚଳ ଠାରେ କଳା ବ୍ୟାଚ ପରିଧାନ କରି ତିନିଗୋଟି ଦାବିକୁ ନେଇ ବିକ୍ଷୋଭ ପ୍ରଦର୍ଶନ…

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ନାରାୟଣ ପୁର ମହେନ୍ଦ୍ର ବନାଞ୍ଚଳ ଠାରେ କଳା ବ୍ୟାଚ ପରିଧାନ କରି ତିନିଗୋଟି ଦାବିକୁ ନେଇ ବିକ୍ଷୋଭ ପ୍ରଦର୍ଶନ । ମହେନ୍ଦ୍ର ବନାଞ୍ଚଳ ଅଣଗେଜେଟେଡ ବନସେବା ସଂଘ ତରଫରୁ ନାରାୟଣପୂର ବନପାଳ ଏମ.କାମେଶ୍ୱର ରାଓଙ୍କ ନେତୃତ୍ୱରେ…
Read More...

କୋଟଗଡ ବ୍ଲକରେ ଜଳଛାୟାର ଦୁର୍ନୀତି କାର୍ଯ୍ୟକଳାପକୁ ନେଇ ଲାଗିଲା ଲାଲ ବ୍ୟାନର…

କୋଟଗଡ଼(ଦିପେନ୍ଦ୍ର ନାୟକ): ମାଓ ଅଧ୍ୟୁଷିତ ବ୍ଲକ ଭାବେ ପରିଚିତ କୋଟଗଡ଼ ବ୍ଲକରେ ଲାଗିଛି ପୁଣି ମାଓ ବ୍ୟାନର l ଦୁର୍ନୀତି ବିରୋଧରେ ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ଦେଇ କୋଟଗଡ ଥାନା ଅନ୍ତର୍ଗତ କହମଗୁଡାର ଗାଜିନାଜୁ ସ୍ଥିତ କମିଟି ଘର କାନ୍ଥରେ ଲାଲ ବ୍ୟାନର ଲଗାଇ ନିଜର ସ୍ଥିତି ଜାହୀର…
Read More...

କଟିମାହା ଗ୍ରାମ ପଞ୍ଚାୟତର ସଭାଗୃହ ଠାରେ ମହମବତୀ ଓ ଫିନାଏଲ ତିଆରି ତାଲିମ ଶିବିର ଉଦଯାପିତ..

ଟିକାବାଲି(ସାନୁଜ ବେହେରା): ଟିକାବାଲି ବ୍ଲକ ଅନ୍ତର୍ଗତ କଟିମାହା ଗ୍ରାମ ପଞ୍ଚାୟତର  ସଭାଗୃହରେ ଛ ଦିବସିୟ ମହମବତୀ ଓ ଫିନାଏଲ ତିଆରି ତାଲିମ ଶିବିର ଉଦଯାପିତ ହୋଇଯାଇଛି l ଏହି ଛ ଦିନିଆଁ ତାଲିମ ଶିବିର ସ୍ଥାନୀୟ ବିଭିନ୍ନ ଏସଏଚଜି ମହିଳା ଗ୍ରୁପର 35 ଜଣ ମାଆମାନଙ୍କୁ ନେଇଁ ଫୁଲବାଣୀ ଭାରତୀୟ…
Read More...

କଡମ୍ବା ଛକ ନିକଟ ବାଡୁନୁ ଘାଟି ବୁଲାନ୍ତିରେ ଓଲଟିଲା ହିଟାଚୀ ବୋଝେଇ ଗାଡ଼ି, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ସମେତ ୩…

ଦାରିଙ୍ଗବାଡ଼ି( ଅଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଘଟିଛି ଏକ ସଡ଼କ ଦୁର୍ଘଟଣା l କଡମ୍ବା ଛକ ନିକଟ ବାଡୁନୁ ଘାଟି ବୁଲାନ୍ତିରେ ଭାରସାମ୍ୟ ହରାଇ ଓଲଟିଲା ହିଟାଚୀ ବୋଝେଇ ଗାଡ଼ି । ଅଳ୍ପକେ ବର୍ତ୍ତିଗଲେ ଗାଡ଼ି ଚାଳକ ଓ ତିନି ଯାତ୍ରୀ । ସୂଚନା ଅନୁଯାୟୀ ତାରାତାରିଣୀ…
Read More...

ଦାରିଙ୍ଗବାଡିରେ ବିକାଶ ବାହନ ରଥ ର ଶୁଭାରମ୍ଭ, ୨୫ ପଞ୍ଚାୟତରେ ସରକାରଙ୍କ ଯୋଜନା ପହଞ୍ଚାଇବାକୁ ପ୍ରୟାସ..

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକରେ ଅଞ୍ଚଳରେ ବିକାଶ ବାହନ ରଥର ଶୁଭାରମ୍ଭ ହୋଇଛି । ଏହାକୁ ବିଡ଼ିଓ ପ୍ରୀତିରଞ୍ଜନ ରଥ ଓ ଦାରିଙ୍ଗବାଡି ସରପଞ୍ଚ ଚନ୍ଦ୍ରିକା ମଲିକ ପତାକା ଦେଖାଇ ବ୍ଲକ ପରିସରରୁ ଗଡିବା ପାଇଁ ଶୁଭାରମ୍ଭ  କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ…
Read More...