୧୦ଫୁଟ୍ ତଳକୁ ଖସିଲା ମାଟି, ଭୂସ୍ଖଳନ ଦେଖି ଲୋକଙ୍କ ମନରେ ଭୟର ଆତଙ୍କ ସୃଷ୍ଟି….

ବାଲିଗୁଡା(ସଲମନ୍ ବିନ୍ଧାଣୀ): ରାଜ୍ୟରେ ଲାଗିଛି ତୁହାକୁ ତୁହା ବର୍ଷା ରାଜ୍ୟରେ ସମସ୍ତଙ୍କୁ ବର୍ଷାରେ ସତର୍କ ରହିବା ପାଇଁ ସଚେତନ କରିଦେଇଛି ପାଣି ପାଗବିଭାଗ କେନ୍ଦ୍ର l ଲୋକ ଏବେ ଭୟବିତରେ ଥିବା ବେଳେ ହଟାତ୍ ରାଇକିଆ ବ୍ଲକ ଅଧିନସ୍ଥ ଡେପାଗୁଡା ଏମିତି ଏକ ଘଟଣା ଘଟିଛି l ଏହି ଗ୍ରାମରେ ଦେଖୁ…
Read More...

ତାଲୁକ ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ରବିବାର ମୁଜାଗଡ଼ ହରେକୃଷ୍ଣ ପ୍ରଧାନ କଲ୍ୟାଣ ମଣ୍ଡପ ଠାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସାଧାରଣ ଲୋକଙ୍କ ମଧ୍ୟରେ ଆଇନଗତ ଅଧିକାର, କର୍ତ୍ତବ୍ୟ, ମାଗଣା ଆଇନ ସେବା ଏବଂ ବିଭିନ୍ନ ସରକାରୀ…
Read More...

ଏନ୍‌ପିଏସ୍‌ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା…..

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ରବିବାର ଏନ୍‌ପିଏସ୍‌ ଶିକ୍ଷକ ସଂଘ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି । ବ୍ଲକ ସଭାପତି ଜଗଦ୍ଦୀଶ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସୁଶାନ୍ତ କୁମାର ସାମନ୍ତରା, ଲୁଲୁ…
Read More...

ବିଶ୍ୱ ଆଦିବାସୀ ଦିବସ ପାଳନ ଅବସରରେ ବ୍ରାହ୍ମଣୀଗାଁକୁ ନୁତନ ବ୍ଲକର ମାନ୍ୟତା ଦାବୀ…

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଆଠ ଗୋଟି ପଞ୍ଚାୟତର ଆଦିବାସୀ ଶାଖା ପକ୍ଷରୁ ବିଶ୍ବ ଆଦିବାସୀ ଦିବସକୁ ଧୁମ୍ ଧାମରେ ପାଳନ କରାଯାଇଛି । ଏହି ଅବସରରେ ବ୍ରାହ୍ମଣୀଗାଁ ସ୍ଥିତ ଶିବମନ୍ଦିର ଛକ ଠାରୁ ପାରମ୍ପାରିକ ବାଦ୍ୟ, ଅସ୍ତ୍ର ଶସ୍ତ୍ର ଧରି, ନାଚ ଗୀତ…
Read More...

ନିଶାମୁକ୍ତ ଅଭିଯାନରେ ବୁଲିଲା ସଚେତନତା ରଥ….

ଭଞ୍ଜନଗର(ନିଲୁ ବିଷୋୟୀ): ବ୍ରହ୍ମାକୁମାରୀସ୍ ପକ୍ଷରୁ ଦେଶବ୍ୟାପୀ ଆୟୋଜିତ ହୋଇଥିବା ନିଶାମୁକ୍ତ ଅଭିଯାନ ପରିପ୍ରେକ୍ଷିରେ ଏକ ରଥ ଭଞ୍ଜନଗର ଉପସେବା କେନ୍ଦ୍ର ପକ୍ଷରୁ ମଧ୍ୟ ଆରମ୍ଭ ହୋଇଛି । ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ ଯୋଗିନୀ ସନ୍ତୋଷିନୀ ଭଉଣୀଙ୍କ…
Read More...

ବ୍ରାହ୍ମଣୀଗାଁ ଠାରେ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ….

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଠାରେ ୮୦ ତମ ସ୍ବାଧିନତା ଦିବସକୁ ସର୍ବସାଧାରଣରେ ଆଡ଼ମ୍ବର ସହକାରେ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇ ଯାଇଛି । ସରପଞ୍ଚ…
Read More...

ଦାରିଙ୍ଗବାଡ଼ି ବଜାର ଉପରେ ବଢ଼ୁଛି ଲୁଟ, ଗୋଟିଏ ଘଟଣାରେ ୨ ଗିରଫ….

ଦାରିଙ୍ଗବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଗତ ୧୫ ଦିନ ମଧ୍ୟରେ ଚାରିଟି ଲୁଟ୍‌ ଓ ଚୋରି ଘଟଣା ସାମ୍ନାକୁ ଆସିଥିବା ବେଳେ ଏକ ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଛି । ଗିରଫ ଦୁଇଜଣଙ୍କ ମଧ୍ୟରେ ସୁରଜ ନାୟକ(୨୮) ଏବଂ ଜଣେ ନାବାଳକ ରହିଛନ୍ତି ବୋଲି…
Read More...

ସାପ କାମୁଡାରେ ମା ଓ ପୁଅ ମୃତ….

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲାରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ରାୟଗଡ଼ ଥାନା ଅନ୍ତର୍ଗତ କଡମାତାଲ ଗ୍ରାମରେ ସାପ କାମୁଡ଼ାରେ ମା' ଓ ୬ ବର୍ଷର ପୁଅଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ୩୫ ବର୍ଷୀୟା ଲଳିତା ରଇତ ଓ ତାଙ୍କ ପୁଅ ଅମିତ ବଡ ରଇତ । ସୂଚନା ଅନୁଯାୟୀ, ଗତକାଲି…
Read More...

ନାଗ ଓ ଅହିରାଜ ସାପ ଉଦ୍ଧାର…..

ଭଞ୍ଜନଗର(ନିଲୁ ବିଷୋୟୀ): ସ୍କୁଲ ହତା ଭିତରୁ ବାହାରିଲା ବିଷଧର ନାଗସାପ । ବର୍ଷା ଦିନ ଯୋଗୁ ଅନେକ ଜନବସତି ସ୍ଥାନରୁ ବିଷଧର ସାପ ଚାଲି ଆସୁଥିବା ଦେଖିବାକୁ ମିଳିଛି । ଖବର ପାଇ ସ୍ନେକ ରେସ୍କ୍ୟୁ ଟିମର ସଦସ୍ୟମାନେ ସାପକୁ ଉଦ୍ଧାର କରି ଜଙ୍ଗଲ ମଧ୍ୟରେ ଛାଡୁଛନ୍ତି । ଶୁକ୍ରବାର ଭଞ୍ଜନଗର ବ୍ଳକ…
Read More...

ବର୍ଷାରେ ଗୁହାଳ ଭାଙ୍ଗି ୧୩ ଛେଳି ମୃତ, ଏକାଧିକ ଆହତ….

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ତହସିଲ ଅଧୀନ କୁଲାଡ ପଞ୍ଚାୟତର ମୁଣ୍ଡିଆସାହିରେ ଶୁକ୍ରବାର ଭୋର ସମୟରେ ଏକ ଅଭାବନୀୟ ଘଟଣା ଘଟିଛି । ଛେଳିପଲ ରହୁଥିବା ଗୁହାଳଟି ଅକସ୍ମାତ ଭାଙ୍ଗିଯିବାରୁ ଗୁହାଳରେ ଥିବା ୧୩ ଟି ଛେଳି ମୃତ୍ୟୁବରଣ କରିଛନ୍ତି । ଏଥିସହ ଏକାଧିକ ଛେଳି ଆହତ ହୋଇଥିବା…
Read More...