କ.ନୂଆଗାଁରେ ଆମ ପୁଲିସ୍-ଆମ ସାଥୀ’ , ସାଇବର ସୁରକ୍ଷା ଓ ନିଶା ନିବାରଣ ନେଇ ଛାତ୍ରଛାତ୍ରୀଙ୍କୁ ସଚେତନ…

ବାଲିଗୁଡା(ସଲମନ୍ ବିନ୍ଧାଣୀ): କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଧିକାରୀଙ୍କ ନିର୍ଦେଶ କ୍ରମେ କ.ନୂଆଗାଁ ଥାନା ଅଧିକାରୀଙ୍କ ନେତୃତ୍ୱରେ ସ୍ଥାନୀୟ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ 'ଆମ ପୁଲିସ୍-ଆମ ସାଥୀ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ…
Read More...

ଗୁମ୍ମାରେ ସାମ୍ବାଦିକ ବନ୍ଧୁମିଳନ କାର୍ଯ୍ୟକ୍ରମ ଓ ସାମ୍ବାଦିକତାର ନୈତିକତା ଏବଂ ଦାୟିତ୍ୱ ଉପରେ ଆଲୋଚନା ଚକ୍ର…

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲାର ଗୁମ୍ମା କଲ୍ୟାଣ ମଣ୍ଡପ ପରିସରରେ ଆଜି ସାମ୍ବାଦିକମାନଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଉତ୍ସାହ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଶାସନ, ପୁଲିସ ଓ ସାମ୍ବାଦିକ ସମାଜ ମଧ୍ୟରେ…
Read More...

ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଆମ ପୁଲିସ – ଆମ ସାଥି କର୍ଯ୍ୟକ୍ରମ ଅନୁଷ୍ଠିତ….

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆମ ପୁଲିସ - ଆମ ସାଥୀ କାର୍ଯ୍ୟକ୍ରମ ଅନୁଷ୍ଠିତ । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃପାସିନ୍ଧୁ ସିଂହଙ୍କ ସଭାପତିତ୍ବରେ ଏକ ବୈଠକ ଆୟୋଜନ କରାଯାଇ ଥିଲା l…
Read More...

ଗୁମ୍ମା ଅଞ୍ଚଳର ଗୋଟିଏ ଘରୁ ଏଵଂ ଦୋକାନରୁ ଚୋରି, ଷ୍ଟ୍ରିଟ୍ ଲାଇଟ୍ ନଥିବାରୁ ଚୋରି ହୋଇଥିବା ଅଭିଯୋଗ…

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲା ଗୁମ୍ମା ବ୍ଳକ୍ ହାଟପଦା ନିକଟସ୍ଥ ବିଏସଏନଏଲ୍ ଟାୱାର ଅଞ୍ଚଳର ଗୋଟିଏ ଘରୁ ଏଵଂ ଦୋକାନରୁ ଚୋରି ଚୋରି ହୋଇଥିବା ସୂଚନା ମିଳିଛି । ଏହି ଅଞ୍ଚଳର ବିଜୟ ଗମାଙ୍ଗଙ୍କ ଘର କବାଟ ଓ ଆଲମିରା ଭାଙ୍ଗି ୭୦,୦୦୦/- ଟଙ୍କା ଚୋରି ହୋଇଥିବା ଅଭିଯୋଗହୋଇଛି…
Read More...

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ପୁଲିସ ପକ୍ଷରୁ ସଚେତନତା ସଭା ଓ ବକ୍ତୃତା, ବିତର୍କ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା…

ଦାରିଙ୍ଗବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): ଦାରିଙ୍ଗବାଡ଼ି ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଦାରିଙ୍ଗବାଡ଼ି ପୁଲିସ ପ୍ରଶାସନ ପକ୍ଷରୁ ଏକ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଛାତ୍ରଛାତ୍ରୀମାନଙ୍କୁ ପୋକ୍ସୋ ଆଇନ, ନିଶାମୁକ୍ତ ଓଡ଼ିଶା ଅଭିଯାନ ଏବଂ…
Read More...

ବିକଳାଙ୍ଗ ପିଲାଙ୍କୁ ଜେଆରସି କର୍ମୀଙ୍କ ଖାଦ୍ୟ ବଣ୍ଟନ…

ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲାର  ମୋହନା ବ୍ଲକ ଅନ୍ତର୍ଗତ କଣ୍ଟେଇକୋଳି ସ୍ଥିତ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ମାନସିକ ଅନଗ୍ରସର ଓ ମସ୍ତିକ ପକ୍ଷାଘାତ ସ୍ୱତନ୍ତ୍ର ବିଦ୍ୟାଳୟରେ ରହୁଥିବା ବିକଳାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ସାକ୍ଷ୍ୟାତ ଉଦ୍ଦେଶ୍ୟରେ ଜୁନିଅର…
Read More...

ହାତୀ ମୁଣ୍ଡା ପଞ୍ଚାୟତ ସ୍ତରୀୟ ସମନ୍ଵୟ ମେଳା ଅନୁଷ୍ଠିତ…

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ହାତୀ ମୁଣ୍ଡା ପଞ୍ଚାୟତ ସ୍ତରୀୟ  ସମନ୍ଵୟ ମେଳା ଅନୁଷ୍ଠିତ ହୋଇ ଯାଇଛି । ଏହି ପଞ୍ଚାୟତରେ ୧୯ଟି ଗ୍ରାମରୁ ୮ଟି ରାଜସ୍ୱ ଗ୍ରାମ ଓ ୧୧ଟି ପଡ଼ା ଗ୍ରାମରେ ମୋଟ ୧୨୨୩ ପରିବାରର ପ୍ରାୟ ୭୦୦୦ ହଜାର ଲୋକ ବସବାସ କରନ୍ତି ।…
Read More...

ଚାଷୀ ପଞ୍ଜିକରଣ ନେଇ ଉପଖଣ୍ଡ ସ୍ତରୀୟ ତାଲିମ୍ ଶିବିର ଆରମ୍ଭ….

ଭଞ୍ଜନଗର(ନିଲୁ ବିଷୋୟୀ): ଚଳିତ ବର୍ଷ ଖରିଫ୍ ଧାନକିଣା ନେଇ ଗତ ୬ ତାରିଖରୁ ରାଜ୍ୟରେ ଚାଷୀଙ୍କ ପଞ୍ଜୀକରଣ ଆରମ୍ଭ ହୋଇଛି । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏହି ପଞ୍ଜୀକରଣ ଚାଲିବ । ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡରେ ମଧ୍ୟ ଚଳିତ ବର୍ଷର ଖରିଫ୍ ଧାନକିଣା ପାଇଁ ଚାଷୀଙ୍କ ପଞ୍ଜୀକରଣ ଆରମ୍ଭ…
Read More...

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ…

ନୂଆଗଡ(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ନୂଆଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଗ୍ରାମମୁଖୀ ପ୍ରଶାସନ ଅଧୀନରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ, ଆରକ୍ଷୀ…
Read More...

ଦାଦନ ଖଟିବାକୁ ଯାଇ କେରଳରେ କଲିନାଯୁ ଗ୍ରାମର ଯୁବକ ମୃତ….

ଅନୁସନ୍ଧାନ ଭାରତ(ବ୍ୟୁର):  କନ୍ଧମାଳ ଜିଲ୍ଲାରୁ ଦାଦନ ଖଟିବାକୁ କେରଳ ଯାଇଥିବା ଯୁବକଙ୍କ ମୃତ୍ୟୁ ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁସାରେ ଗଦଗୁଡ଼ା ଗ୍ରାମ ତଳସାହିର ସୁଭଦେବ ପ୍ରଧାନ(୩୫) ବର୍ଷୀୟ ଯୁବକ ପରିବାର ପ୍ରତିପୋଷଣ ପାଇଁ କେରଳ ରାଜ୍ୟ ଏର୍ଣ୍ଣାକୁଲମ…
Read More...