ଗହ୍ମା ପୂର୍ଣ୍ଣିମା ଓ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଆୟୋଜିତ…

ଚକାପାଦ(ବାଳକୃଷ୍ଣ କହଁର): କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ବିଭିନ୍ନ ସ୍ଥାନରେ ଗହ୍ମା ପୂର୍ଣ୍ଣିମା ଓ ରାଖି ବନ୍ଧନ ବହୁ ଧୂମଧାମରେ ପାଳିତ ହୋଇଥିବା ବେଳେ ବ୍ରହ୍ମଣପାଦ ଠାରେ ମଧ୍ୟ ବହୁ ଉଚ୍ଚ ରେ ବାଉଁଶରେ ଝୁଲାଯାଇ ଥିବା ଛତା, କ୍ଷୀର ବୋତଲ, ଚକଲେଟ, ବିସ୍କୁଟ, ଖାତା, ପେନ, ପଇସା ଏବଂ…
Read More...

ଟାଟା ପାୱାରର ଖାମଖିଆଲି ନୀତି: ଲୁଗା ସୁଖେଇବା କାମରେ ବ୍ୟବହାର ହେଉଛି ସର୍ଭିସ୍ ତାର, ବିପଦକୁ ସ୍ଵାଗତ କରୁଛି ବିଦ୍ୟୁତ…

ଦାରିଙ୍ଗବାଡି(ଆଶୋକ ସିଂ): ବିଦ୍ୟୁତ ବିଭାଗର ଖାମଖିଆଲି ନୀତି ଯୋଗୁଁ କେତେବେଳେ ଯେ କାହାର ଜୀବନ ଜୀବ ତାହା କହି ହେବ ନାହିଁ l ଘରକୁ ଘର ବିଦ୍ୟୁତ ସଂଯୋଗ କରିବା ପାଇଁ ଏଲ ଟି କେବୁଲ ସର୍ଭିସ୍ ତାର ସାହାଯ୍ୟରେ ଟଣା ଯାଇଛି l ସୁରକ୍ଷା ଦୃଷ୍ଟିରୁ ଓ ବିଦ୍ୟୁତ୍ ଚୋରୀକୁ ରୋକିବା ପାଇଁ କେବୁଲ…
Read More...

ପରିସଲ ଗ୍ରାମରୁ ବୃଦ୍ଧା ନିଖୋଜ, ଥାନାରେ ଅଭିଯୋଗ….

ରା.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ରାମଗିରି ଥାନା ପରିସଲ ଗ୍ରାମର ଜଣେ ୮୬ ବର୍ଷୀୟ ବୃଦ୍ଧ ନିଖୋଜ ଥିବା ଜଣାପଡିଛି l ମିଳିଥିବା ସୂଚନା ପ୍ରକାରେ ଚଳିତ ମାସର ଗତ ୭ ତାରିଖ ଗୁରୁବାର ଦିନ ସକାଳ ୧୧ ଘଣ୍ଟା ସମୟରେ ପରିସଲ ଗ୍ରାମର ୮୬ ବର୍ଷୀୟ ବୃଦ୍ଧ ଉଦୟ ଚନ୍ଦ୍ର ମାଳି…
Read More...

ପରିସଲ ଗ୍ରାମରେ ସର୍ଟ ସର୍କିଟ ଯୋଗୁଁ ବୃଦ୍ଧାଙ୍କ ଘରେ ଲାଗିଲା ନିଆଁ…

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ସାନତୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ପରିସଲ ଗ୍ରାମର 72 ବର୍ଷୀୟା ବୃଦ୍ଧା କୁଡୁକି ଶବରଙ୍କ ଘରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି । ସୂଚନା ପ୍ରକାରେ କୌଣସି କାରଣରୁ ଘରେ ସର୍ଟ ସର୍କିଟ ହୋଇଥିଲା l ଯାହା ଫଳରେ ଘରେ ନିଆଁ…
Read More...

ପିସିସି ପକ୍ଷରୁ ପବିତ୍ର ଅଗଷ୍ଟ ୯ କ୍ରାନ୍ତି ଦିବସ ପାଳିତ…

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପବିତ୍ର ଅଗଷ୍ଟ ୯ କ୍ରାନ୍ତି ଦିବସ ଭୁବନେଶ୍ୱର କଂଗ୍ରେସ ଭବନ ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ଭୁବନେଶ୍ୱର କଳ୍ପନାଛକ ଠାରେ ପ୍ରଦେଶ କଂଗ୍ରେସ ସଭାପତି କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ…
Read More...

ବ୍ରାହ୍ମଣୀଗାଁରେ ବିଶ୍ଵ ଆଦିବାସୀ ଦିବସ ପାଳିତ: ଜଳ ଜମି ଜଙ୍ଗଲ ଆମ ଅଧିକାର, କମ୍ପାନୀ ରାଜ ଚଳିବ ନାହିଁ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ ଠାରେ ଶନିବାର ଦିନ ବିଶ୍ଵ ଆଦିବାସୀ ଦିବସ ପାଳନ କରଯାଇଛି । ଏହି ଅବସରରେ ଶନିବାର ଦିନ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଶତାଧିକ ଆଦିବାସୀ ବଡ଼ଶଙ୍ଖ ଠାରେ ଏକତ୍ରିତ ହୋଇ ପାରମ୍ପାରିକ ବାଦ୍ୟର ତାଳେ ତାଳେ ସେଠାରୁ…
Read More...

50 ବର୍ଷରୁ ଉର୍ଦ୍ଧ ହେଲା ଭୁସୁଡ଼ିବା ଅବସ୍ଥାରେ ବ୍ରିଜ….

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚାୟତ ଗାଇବା ଗ୍ରାମ ଓ ଗୁମ୍ମା ବ୍ଲକକୁ ସଂଯୋଗ କରୁଥିବା ଏହି ବ୍ରିଜ ଏବେ ବିପଦ ସଂକେତ ଦେଉଛି l ହେଲା ଏହି ବ୍ରିଜ ନିର୍ମାଣ ହେବାର ଦୀର୍ଘ 50 ବର୍ଷରୁ ଉର୍ଦ୍ଧ ହେବ l ବର୍ତ୍ତମାନ ଏହି ବ୍ରିଜର…
Read More...

ନାରାୟଣ ପୁର ଶିଶୁ ବିଦ୍ୟା ମନ୍ଦିର ଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ….

ରାୟଗଡ(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ନାରାୟଣ ପୁର ଶିଶୁ ବିଦ୍ୟା ମନ୍ଦିର ଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବିଦ୍ୟାଳୟର ପ୍ରଧାନ ଆଚର୍ଯ୍ୟ ଚୁଡ଼ାମଣି ରାଉତଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଆନନ୍ଦ ଶତପଥୀ ପ୍ରଦୀପ…
Read More...

ବେଆଇନ ବନ୍ଧୁକ ଓ ଗୁଳି ଜବତ, ୨ଗିରଫ…..

ଭଞ୍ଜନଗର(ନିଲୁ ବିଷୋୟୀ): ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ଗଞ୍ଜାମ ଜିଲ୍ଲା ତାରସିଂ ପୁଲିସ ଶୁକ୍ରବାର ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରରିଛି । ଦୁଇ ଗିରଫ ଅଭିଯୁକ୍ତ ତାରସିଂ ଥାନା ଅଧିନ ରୁଢାପଦର ଗ୍ରାମର ବିଭୂତି ଭୂଷଣ ରଥ ଓ ଦଶପଲ୍ଲା ଥାନା ପୋଇବାଡି ଅଞ୍ଚଳର ଅଜୁ ବିଷୋୟୀ…
Read More...

ସ୍ୱାଧୀନତା ଦିବସ ଉପଲକ୍ଷେ ସିଆଙ୍ଗବାଲି କ୍ଳଷ୍ଟର ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧୀନସ୍ଥ ସିଆଙ୍ଗବାଲି କ୍ଳଷ୍ଟର ମାକାପାଟା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଳଷ୍ଟର ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ୭୯ ତମ ସ୍ଵାଧୀନତା ଦିବସ ଦିବସ ଉପଲକ୍ଷେ ସି ଆର ସି ସି…
Read More...