ବେବେ ଗ୍ରାମରେ ବିଧାୟକଙ୍କ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ: ରାସ୍ତା ନିର୍ମାଣ, କୋଠଘର ଓ ଅସୁସ୍ଥ ୩ ବର୍ଷର ଶିଶୁର…

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଦୁର୍ଗମ ପାହାଡ଼ ଶିଖରରେ ଅବସ୍ଥିତ ବେବେ ଗ୍ରାମରେ ସ୍ୱାଧୀନତା ଦିବସ ଅବସରରେ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ବିଧାୟକ ରୂପେଶ ପାଣିଗ୍ରାହୀ ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ…
Read More...

ସ୍କୁଟି ଓ ବାଇକ୍‌ ମୁହାଁମୁହିଁ, ଯୁବକ ମୃତ…

ଦାରିଙ୍ଗବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): ଦାରିଙ୍ଗବାଡ଼ି ଅଞ୍ଚଳରେ ଘଟିଯାଇଛି ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା । ସ୍କୁଟି ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ୨୯ ବର୍ଷୀୟ ଯୁବକଙ୍କର ଆକସ୍ମିକ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ହେଲେ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ…
Read More...

କୋଟଗଡ ହାଇସ୍କୁଲ ପଡିଆରେ ପତାକା ଉତୋଳନ ସମୟରେ କୋଟଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଅଧ୍ୟକ୍ଷା ମୁହାଁ…

କୋଟଗଡ(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକର ହାଇସ୍କୁଲ ପଡିଆରେ ପତାକା ଉତୋଳନକୁ ନେଇ ଉତ୍ତେଜନା ପ୍ରକାଶ ପାଇ ଥିଲା l ପତାକା ଉତ୍ତଳନ କାର୍ଯ୍ୟକ୍ରମରେ ଜନପ୍ରତିନିଧିଙ୍କୁ ଅନଦେଖା କରାଯାଇ ଥିବା ଅଭିଯୋଗରେ କୋଟଗଡ ବ୍ଲକ ବିଡିଓ ଓ କୋଟଗଡ ଚେୟାରମ୍ୟାନଙ୍କ ମଧ୍ୟ୍ୟରେ ମୁହାଁମୁହିଁ…
Read More...

ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ବାଧିନତା ଦିବସ ପାଳନ ପାଳିତ….

ଦାରିଙ୍ଗବାଡ଼ି(ଆଶୋକ ସିଂ): ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ୮୦ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି l ଲଗାଣ ବର୍ଷା ସତ୍ତ୍ବେ ବିଭିନ୍ନ ସ୍ଥାନରେ ଖୁବ ଆନନ୍ଦ ଉତ୍ସାହର ସହିତ ଏହି ଦିବସକୁ ପାଳନ କରାଯାଇଛି l ବ୍ଲକ୍ ସ୍ତରୀୟ ସ୍ୱାଧୀନତା ଦିବସରେ ବ୍ଲକ୍ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ ପତାକା…
Read More...

୮୦ ତମ ସ୍ବାଧିନତା ଦିବସ ପାଳନ, ବ୍ରାହ୍ମଣୀଗାଁରେ ସାମୂହିକ ପତାକା ଉତ୍ତୋଳନ ଅନୁଷ୍ଠିତ….

ଦାରିଙ୍ଗବାଡି(ଆଶୋକ ସିଂ ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ପଞ୍ଚାୟତ ପରିସରରେ ୮୦ ତମ ସ୍ୱାଧୀନତା ଦିବସକୁ ଧୂମଧାମରେ ପାଳନ କରାଯାଇଛି । ଏହି ଅବସରରେ ସାମୁହିକ ଭାବେ ଜାତୀୟ ପତାକା ଉତ୍ତୋଳନ କରାଯାଇ ଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସଂଯୁକ୍ତା ମଲ୍ଲିକ ଯୋଗ ଦେଇ…
Read More...

ଗାଇବା ପୁଲିସ ଫାଣ୍ଡିରେ ସ୍ୱାଧୀନତା ଦିବସ ପାଳିତ….

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଗାଇବା ପଞ୍ଚାୟତ ଗାଇବା ପୁଲିସ ଫାଣ୍ଡିରେ ଆଜି 80ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି l  ଗାଇବା ଫାଣ୍ଡିର  ଏସଆଇ  ସୁରେନ୍ଦ୍ର ସେଠି  ପତକା ଉତ୍ତଳନ କରି ଆଡମ୍ବର ସହ ଏହି ମହାନ ଉସ୍ଚବକୁ ପାଳନ କରିଲେ l ଉକ୍ତ…
Read More...

ଦାରିଙ୍ଗବାଡ଼ି ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଭୋଟ: ସପକ୍ଷରେ ୧୫, ବିପକ୍ଷରେ ୫…

ଦାରିଙ୍ଗବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଦାରିଙ୍ଗବାଡ଼ି ଗ୍ରାମ ପଞ୍ଚାୟତର ସରପଞ୍ଚ ଚନ୍ଦ୍ରିକା ମଲ୍ଲିକଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଶୁକ୍ରବାର ଭୋଟ ଗ୍ରହଣ ହୋଇଛି । ପୂର୍ବାହ୍ନ ୧୧ଟାରୁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆରମ୍ଭ ହୋଇଥିବା…
Read More...

ରା.ଉଦୟଗିରି ଠାରେ AITUCର ପ୍ରଥମ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ….

ରା.ଉଦୟଗିରି(ମିହିର ପ୍ରସାଦ ମାଳୀ): ରା.ଉଦୟଗିରି ଠାରେ AITUCର ପ୍ରଥମ ଜିଲ୍ଲା ସମ୍ମିଳନୀ ବଡସାହି ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଏକ ବିଶାଳ ଶୋଭାଯାତ୍ରା ବାହାରି ହାଇସ୍କୁଲ ଛକ ଠାରୁ କଲ୍ୟାଣମଣ୍ଡପ ପରିକ୍ରମା କରିଥିଲା । ସଭାରେ ବିଜୁଳି କର୍ମଚାରୀ ସଂଘର ବସନ୍ତ ମହାରଣା ଲାଲ…
Read More...

ଦାରିଙ୍ଗବାଡ଼ିରେ ହର୍ ଘର୍ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ….

ଦାରିଙ୍ଗବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ । ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ମଧ୍ୟ ସାମିଲ ହୋଇଛି । ଏହି ଦିବସ ପାଳନ ପାଇଁ ଗାଁଠାରୁ ସହର ପର୍ଯ୍ୟନ୍ତ ପ୍ରସ୍ତୁତ…
Read More...

ଚାଷୀ-ମୂଲିଆ ଓ ଆଦିବାସୀଙ୍କ ସହ ସବୁବେଳେ ବିଧାୟକ ରୂପେଶ ପାଣିଗ୍ରାହୀ: କାଦୁଅ ରାସ୍ତାରେ ଚାଲି ଗ୍ରାମରେ ପହଞ୍ଚିଲେ ଓ…

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଚାଷୀ, ମୂଲିଆ ଓ ଆଦିବାସୀଙ୍କ ଦୁଃଖ-ସୁଖରେ ସାମିଲ ହୋଇ ସେମାନଙ୍କ ସହ ବିଲରେ ମିଶିବାର ଏକ ଭାବପ୍ରବଣ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅନ୍ତର୍ଗତ ଗୁଟିପାଡୁ ଗ୍ରାମରେ । ଖାରଡା ପଞ୍ଚାୟତ ଅଧୀନ ଏହି ଗ୍ରାମକୁ ବିଧାୟକ ରୂପେଶ…
Read More...