ଏକ ପେଡ୍ ମା’ କେ ନାମ୍ ବୃକ୍ଷ ରୋପଣ ଓ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରା ଉଦୟଗିରି (ଆକାଶ ଦାସ): ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିବସ ଉପଲକ୍ଷେ ରାଜ୍ୟରେ ୭. ୫ କୋଟି ଚାରା ରୋପଣ ଲାଗି ଲକ୍ଷ୍ୟ ରଖା ଯାଇଛି l ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ ରାମଗିରି ଗ୍ରାମ ପଞ୍ଚାୟତର ଗ୍ରାମପଞ୍ଚାୟତ  କାର୍ଯ୍ୟାଳୟ ସମେତ ପି…
Read More...

ଇନ୍ଦିରା ସ୍ମୃତି ମହାବିଦ୍ୟାଳୟରେ ସମୁହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ….

ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ସ୍ଥିତ ଇନ୍ଦିବା ସ୍ମୃତି ମହାବିଦ୍ୟାଳୟରେ ଏକ୍ ପେଡ୍ ମା କେ ନାମ ପାଳନ ଅବସରରେ ସମୁହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ୍ୟ ଶ୍ରୀ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀଙ୍କ…
Read More...

ଭାରତୀୟ ଜନତା ପାର୍ଟି ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ…

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମ୍ମା): ଗଜପତି ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଯଶଶ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମ ଦିବସ ଅବସରରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହେଇଥିଲା । ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏହି…
Read More...

ବୁଡ଼ାଗୁଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନାହାନ୍ତି ବିଜ୍ଞାନ ଓ ଗଣିତ ଶିକ୍ଷକ, ଶିକ୍ଷାରୁ ବଞ୍ଚିତ ୧୮୦…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି  ଶିକ୍ଷକ ଅଭାବ ଯୋଗୁଁ ପିଲାଙ୍କ ପାଠପଢ଼ାରେ ବ୍ୟାପକ ସମସ୍ୟା ସୃଷ୍ଟି ହୋଇଛି । ବିଶେଷ କରି ହାଇସ୍କୁଲ ଶିକ୍ଷକ ପଦବୀ ଗୁଡିକ ଖାଲି ପଡିଥିବା ଯୋଗୁଁ ଷଷ୍ଠ ଠାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ…
Read More...

ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ “ଏକ ପେଡ ମା କେ ନାମ୍ “କାର୍ଯ୍ୟକ୍ରମ ଅନୁଷ୍ଠିତ…

ବ୍ରାହ୍ମଣୀଗାଁ(ଆଶୋକ ସିଂ): ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମ ଦିନ ଉପଲକ୍ଷେ ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ "ଏକ ପେଡ ମା କେ ନାମ” କାର୍ଯ୍ୟକ୍ରମ ବ୍ରାହ୍ମଣୀଗାଁ  ବନାଞ୍ଚଳ ଅଧିକାରୀ ହରିହର ବେହେରାଙ୍କ ତ୍ୱତାବଧାନରେ ବୃକ୍ଷ ରୋପଣ…
Read More...

କଳିଙ୍ଗା ଘାଟିରେ ଭୁସ୍କଳନ, ବାହ୍ୟଜଗତରୁ ବିଛିନ୍ନ କନ୍ଧମାଳ ଜିଲ୍ଲା..

ଅନୁସନ୍ଧାନ ଭାରତ(ବ୍ୟୁର): ଲଗାଣ ବର୍ଷା ଯୋଗୁଁ ଆଜି ଅପରାହ୍ନରେ କଳିଙ୍ଗା ଘାଟିର ଅନ୍ଧାର କୋଟ ନିକଟରେ ପ୍ରାୟ ୨୦ରୁ ୩୦ମିଟର ପର୍ଯ୍ୟନ୍ତ ରାସ୍ତାରେ ଭୁସ୍କଳନ ହୋଇଛି । ପାହାଡ଼ରୁ ବିରାଟ ପଥର ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇ ରହିବା ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ବସ, ଟ୍ରକ,…
Read More...

ତାବରଡା ପଞ୍ଚାୟତରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ…

ଗଜପତି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ତାବରଡା ଗ୍ରାମ ପଞ୍ଚାୟତ ପରିସରରେ  ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶଙ୍କର…
Read More...

ଜୁନାଗଡ଼ରେ ଧୁମ ଧାମରେ ଶେଷ ହେଲା ପବିତ୍ର ଖଣ୍ଡା ବସା ଯାତ୍ରା….

ଜୁନାଗଡ(ଭବାନୀ ଗହିର): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଠାରେ  ମହାଆଡମ୍ବରେ  ଶେଷ ହେଲା ପବିତ୍ର ଖଣ୍ଡା ବସା ଯାତ୍ରା l ମା ଲଙ୍କେଶ୍ବରୀଙ୍କ ବାର ମାସରେ ତେର ପର୍ବ ପାଳିତ ହେଉଥିବା ବେଳେ ଖଣ୍ଡାବସା ପର୍ବ ଅନ୍ୟତମ l ଶାରଦୀୟ ଦଶହରାର ଆଗମନ ପ୍ରଥମରୁ ଖଣ୍ଡାବସା ପର୍ବ ଅନୁଷ୍ଠିତ ହୋଇଥାଏ ।…
Read More...

ବିଶୋପ ମହାଚାର୍ଯ୍ୟ ବାଞ୍ଛାନିଧି ନାୟକଙ୍କ ଦେହାନ୍ତ, କୁମ୍ବାରକୁପା ଗ୍ରାମରେ ଖ୍ରୀଷ୍ଟିୟ ରୀତିନୀତିରେ ଶେଷ କୃତ୍ୟ…

ଅନୁସନ୍ଧାନ ଭାରତ(ବ୍ୟୁର): ଫୁଲବାଣୀ ଧର୍ମାଅଞ୍ଚଳର ପ୍ରଥମ ବିଶପ ମହାଚାର୍ଯ୍ୟ ବାଞ୍ଛାନିଧି ନାୟକଙ୍କ ୮୩ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ୧୨/୦୯/୨୦୨୫ ତାରିଖରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ଘଟିଛି l ଆଜି କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅଧିନସ୍ଥ…
Read More...

ଭାରତୀୟ ଜନତା ପାର୍ଟିର ସେବା ପକ୍ଷ ମଣ୍ଡଳସ୍ତରୀୟ କର୍ମଶାଳା ଅନୁଷ୍ଠିତ…

ରାୟଗଡ(ଟିକି ଲିମା): ଆଜି ରାୟଗଡ଼ ବ୍ଲକର ରାୟଗଡ଼ ଶିବମନ୍ଦିର ପ୍ରାଙ୍ଗଣଠାରେ ଭାରତୀୟ ଜନତା ପାର୍ଟିର ସେବା ପକ୍ଷ ମଣ୍ଡଳସ୍ତରୀୟ କର୍ମଶାଳା ମଣ୍ଡଳ ସଭାପତି ଶ୍ରୀସୁଶାନ୍ତ କୁମାର ପ୍ରଧାନୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ ବ୍ଲକ ବିଜେପି…
Read More...