ଡ୍ରେନ କାମରେ ଅନିୟମିତତା, ଫସିଲା ଛତୁଆ ବୋଝେଇ ଗାଡ଼ି….

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଠାରୁ ଦାରିଙ୍ଗବାଡିକୁ ସଂଯୋଗ କରିଥିବା ପୂର୍ତ୍ତ ବିଭାଗ ରାସ୍ତାର ଉଭୟ ପାର୍ଶ୍ଵରେ ନୂତନ ଭାବେ ଡ୍ରେନ୍ ନିର୍ମାଣ କରାଯାଇଛି l ତେବେ ଉକ୍ତ କାର୍ଯ୍ୟରେ ବିଶେଷ ଅନିୟମିତତା ଦେଖା ଦେଇଛି l ଅନେକ ସ୍ଥାନରେ ଡ୍ରେନ ଉପରେ ପ୍ଲେଟ୍ ପଡ଼ି…
Read More...

ବନ୍ଧୁକ କାରଖାନା ଠାବ: ୧୨ ଦେଶି ବନ୍ଧୁକ ଜବତ ସହ ୨ ଗିରଫ….

ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ଅଡବା ଥାନା ଗlଲାପାଜୁ ଗାଁରେ ବନ୍ଧୁକ ତିଆରି କାରଖାନା ଠାବ କରିଛି ପୁଲିସ l ବନ୍ଧୁକ କାରଖାନା ଠାବ ସହ ୧୨ ଟି ଦେଶି ବନ୍ଧୁକ ଜବତ ହୋଇଛି l ଏହି ଘଟଣାରେ ୨ ଜଣକୁ ଗିରଫ କରାଯାଇଛି l ସେମାନେ ହେଲେ ଗlଲାପାଜୁ ଗାଁର ଘନଶ୍ୟାମ ପ୍ରଧାନ ଓ…
Read More...

ଶୁଖିଲା ଗଛର ଗଣ୍ଡି ପଡି ମୃତ ଯୁବକଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ରାଜ ରାସ୍ତାରେ ଶବ ରଖି ରାସ୍ତାରୋକ….

ରା.ଉଦୟଗିରି( ଆକାଶ ଦାସ): ଗତ କାଲି ବୁଧବାର ଦିନ ସାଙ୍ଗମାନଙ୍କ ସହ ବିଲକୁ ଯାଉଥିବା ବେଳେ ରାସ୍ତା କଡରେ ଥିବା ଏକ ବିରାଟ କାୟ ଶୁଖିଲା ଆମ୍ବଗଛର ଶାଖାରୁ ଏକ ଗଣ୍ଡି ପଡି ଯୁବକଙ୍କ ମୃତ୍ୟୁର କ୍ଷତି ପୂରଣ ଦାବୀ ନେଇ ଆଜି ରାମଗିରି ହାଟପଦା ସ୍ଥିତ ଗାନ୍ଧୀ ଛକ ଠାରେ ଯୁବକଙ୍କ ପରିବାର ଓ ଶତାଧିକ…
Read More...

ବେଆଇନ ଦେଶୀ ବନ୍ଧୁକ ଜବତ, ତିନି ଗିରଫ….

ଭଞ୍ଜନଗର(ନିଲୁ ବିଶୋଇ): ଭଞ୍ଜନଗର ପୁଲିସ୍ ପେଟ୍ରୋଲିଂ କରୁଥିବା ବେଳେ ୨ଜଣ ଯୁବକ ଠାରୁ ଦୁଇ ଦେଶୀ ବନ୍ଧୁକ ଜବତ କରିଛି । ଥାନା ଏସଆଇ ଲାଷ୍ମୀଧର ମହାନ୍ତି ସଦଳବଳେ ପେଟ୍ରୋଲିଂ କରୁଥିବା ସମୟରେ ସୋରଦେବୀ ମନ୍ଦିର ନିକଟରେ ୨ଜଣ ଯୁବକଙ୍କୁ ସନ୍ଦେହ ଜନକ ଅବସ୍ଥାରେ ଦେଖି ସେମାନଙ୍କ ତଲାସୀ…
Read More...

ବିଲକୁ ଯାଉଥିବା ବେଳେ ଶୁଖିଲା ଗଛର ଗଣ୍ଡି ପଡି ଯୁବକ ମୃତ ….

ରା.ଉଦୟଗିରି (ଆକାଶ ଦାସ): ଜୀବନ ଗୋଟେ ପାଣି ଫୋଟକା ଭଳି l ମୃତ୍ୟୁ କେମିତି ଓ କେତେବେଳେ ଯେ ଆସିବ କେହି ଆକଳନ କରିପାରିବେ ନାହିଁ l ସାଙ୍ଗ ହୋଇ ବିଲକୁ ଯାଉଥିବା ସମୟରେ ବାଟରେ ଜଗିଥିଲା ଯମ l ଶେଷରେ ମୃତ୍ୟୁ ସହ ସଂଗ୍ରାମ କରି ଜୀବନ ହାରିଲା l ଏମିତି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲ୍ଲା…
Read More...

୩ମାସ କହି ୩ବର୍ଷ ବିତିଲା ଠିକାଦାର ବାବୁଙ୍କ ପତ୍ତା ନାହିଁ, ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ ଲାଗି ଚେତାବନୀ….

ମୋହନା(ମିହିର ପ୍ରସାଦ ମାଳୀ): ଦୁର୍ଗମ ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ପାଇଁ ଗମନା ଗମନର ମୌଳିକ ସୁବିଧା ଯୋଗାଇବା ଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଣ୍ଠିରୁ କୋଟି କୋଟି ଟଙ୍କା ଅନୁମୋଦନ କରି ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ରାସ୍ତା କାମ କରିବାକୁ ଅର୍ଥ ବ୍ୟୟ କରୁଥିଲେ ତତ୍ କାଳିନ…
Read More...

କୁଲାଡ ରାଧା ଗିରିଧାରୀ ଆଶ୍ରମରେ ଅନ୍ନକୂଟ୍ଟ ମହୋତ୍ସବ ଅନୁଷ୍ଠିତ….

ଭଞ୍ଜନଗର(ନିଲୁ ବିଶୋଇ):  ଭଞ୍ଜନଗର ବ୍ଳକ୍ କୁଲାଡ ଠାରେ ଶ୍ରୀ ଶ୍ରୀ ରାଧା ଗିରିଧାରୀ ଆଶ୍ରମ ପକ୍ଷରୁ ଗୋବର୍ଦ୍ଧନ ପୂଜା ଏବଂ ଅନ୍ନକୂଟ୍ଟ ମହୋତ୍ସବ ଅନୁଷ୍ଠିତ ହୋଇଛି । ଏଥି ପାଇଁ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ଆଶ୍ରମ ପକ୍ଷରୁ ୧୦୮ ଆଳତୀ, ମହାଭିଷେକ ବହୁ ଆଡମ୍ବର…
Read More...

ମାତୃଭାଷାର ବିକାଶ ହେଲେ ରାଜ୍ୟର ବିକାଶ ସମ୍ଭବ, ବୈଷୟିକ ଜ୍ଞାନ କୌଶଳ ଗଣମାଧ୍ୟମକୁ ବହୁ ଆଗକୁ ନେଇଛି: କନ୍ଧମାଳ ସାଂସଦ

ଭଞ୍ଜନଗର(ନିଲୁ ବିଶୋଇ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ଷ୍ଟୁଡିଓ ବୁଧବାର ଉଦଘାଟିତ ହୋଇଯାଇଛି । ଏଥିରେ କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀ ଉଦଘାଟକ ଏବଂ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ…
Read More...

ଆମେରିକା ମେଡ଼ିସିନ କମ୍ପାନୀକୁ ରପ୍ତାନୀ ହେଉଛି କୋଟଗଡ ଗେଣ୍ଡୁ ଫୁଲ…

କୋଟଗଡ(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକର କୋଟଗଡ ପଂଚାୟତର କେତେକ ଚାଷୀଙ୍କ ଗେଣ୍ଡୁ ଫୁଲ ଚାଷ ଆରମ୍ଭ ଆରମ୍ଭ ହୋଇଥିବା ଦେଖା ଦେଇଛି l କୋଟଗଡ ଚାଷୀଙ୍କ ଦ୍ବାରା ଏହି ଉତ୍ପାଦକ ସମ୍ଭବ ହୋଇପାରିଛି l ବେଶ ଲାଭ ହେଉ ଥିବାରୁ କୋଟଗଡ ଚାଷୀମାନେ ଆଗ୍ରହର ସହିତ ଚାଷ ଆରମ୍ଭ…
Read More...

ରାମଗିରି ପୁଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ….

ରା.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ଅନ୍ତର୍ଗତ ରାମଗିରି ପୁଲିସ ପକ୍ଷରୁ ଥାନା ଅଧିକାରୀ ଡି.ଗଜପତି ଦୋରାଙ୍କ ନେତୃତ୍ବରେ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି  l ଏଥିରେ ସ୍ଥାନୀୟ ଜନପ୍ରତିନିଧି ଏବଂ ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ  l…
Read More...