ଆମେରିକା ମେଡ଼ିସିନ କମ୍ପାନୀକୁ ରପ୍ତାନୀ ହେଉଛି କୋଟଗଡ ଗେଣ୍ଡୁ ଫୁଲ…

କୋଟଗଡ(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକର କୋଟଗଡ ପଂଚାୟତର କେତେକ ଚାଷୀଙ୍କ ଗେଣ୍ଡୁ ଫୁଲ ଚାଷ ଆରମ୍ଭ ଆରମ୍ଭ ହୋଇଥିବା ଦେଖା ଦେଇଛି l କୋଟଗଡ ଚାଷୀଙ୍କ ଦ୍ବାରା ଏହି ଉତ୍ପାଦକ ସମ୍ଭବ ହୋଇପାରିଛି l ବେଶ ଲାଭ ହେଉ ଥିବାରୁ କୋଟଗଡ ଚାଷୀମାନେ ଆଗ୍ରହର ସହିତ ଚାଷ ଆରମ୍ଭ କରିଛନ୍ତି l ଏହା ପ୍ରଥମେ ଆରମ୍ଭ କରିଥିଲେ ରଞ୍ଜିତ କୁମାର ବେରୁକ l ବର୍ତ୍ତମାନ ଏହାର୍ ଚାହିଦା ବୃଦ୍ଧି ପାଇ ଥିବାରୁ ଅନ୍ୟ ଚାଷୀମାନେ ମଧ୍ୟ୍ୟ ସତ୍ୟରଞ୍ଜନ ପାତ୍ର, ସୁମନ୍ତ ନାୟକ, ନିଶାନ୍ତ ବଡ଼ମାଝି,ସନ୍ୟାସୀ ଦଣ୍ଡ ସେନା ଆରମ୍ଭ କରିଛନ୍ତି l ଏହା ଫୁଲକୁ କଲିକତାର ଅମିନି ଆକ୍ଟିଭି ନାମକ ଏକ କମ୍ପାନୀ ଏହି ଗେଣ୍ଡୁ ଫୁଲକୁ କିଣି କମ୍ପାନୀ ଆମେରିକାର କମ୍ପାନୀକୁ ପଠାନ୍ତି l ସେହି ଫୁଲ ଆମେରିକା ମେଡ଼ିସିନ କମ୍ପାନୀ ନେଇ ଆଖି ଡ୍ରପ ତିଆରି କରିବାରେ ବ୍ୟବହାର ଆରୁ ଥିବା ଚାଷୀ କହିଛନ୍ତି l