ଗର୍ଭବତୀଙ୍କୁ ବୋଟ ସାହାଯ୍ୟରେ ନଦୀ ପାରି କରାଇଲା ପ୍ରଶାସନ…
ରା ଉଦୟଗିରି(ଆକାଶ ଦାସ): ସାମୁଦ୍ରିକ ବାତ୍ୟା ମୋନ୍ଥାର ପ୍ରଭାବରେ ଗଜପତି ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ଜଣେ ଗର୍ଭବତୀ ମହିଳାଙ୍କୁ ବୋଟ ସହାୟତାରେ ନଦୀ ପାର କରାଇ ମା ଗୃହକୁ ଆଣିଛି ଜିଲ୍ଲା ପ୍ରଶାସନ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ…
Read More...
Read More...